କପିଳ ଶର୍ମା (Kapil Sharma) ସୋମବାର ଦିନ ମୁମ୍ବାଇ ଏୟାରପୋର୍ଟ ଠାରେ ହ୍ୱିଲ ଚେୟାରରେ ନଜର ଆସିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ କିଛି ଲୋକ ଯେତେବେଳେ କପିଳଙ୍କୁ ଏପରି ଭାବରେ ଦେଖିଥିଲେ ତ ତାଙ୍କ ହାଲ-ଚାଲ ଏବଂ ସ୍ବାସ୍ଥ୍ୟ ବିଷୟରେ ଜାଣିବାପାଇଁ ପହଞ୍ଚି ଯାଇଥିଲେ। ସେହି ସମୟର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ଭାଇ-ରାଲ ହେଉଛି। ଏହାମଧ୍ୟରେ ଯେତେବେଳେ ଫଟୋଗ୍ରାଫର୍ସ କପିଳଙ୍କ ଫଟୋ ନେବା ସମୟରେ ତାଙ୍କ ହାଲ ଚାଲ ଜାଣିବା ପାଇଁ ଚେଷ୍ଟା କରିଥିଲେ ତ କପିଳ ରାଗି ଯାଇଥିଲେ। ଏହାପରେ କପିଳ ରାଗିଯାଇ କହିଥିଲେ- ଓଏ ପଛକୁ ହଟ ତୁମେ ସବୁ ଲୋକ। ଏହାପରେ ଫଟୋଗ୍ରାଫର୍ସ କହିଥିଲେ- ଓକେ ସାର…ଥ୍ୟାଙ୍କ୍ୟୁ ସାର। ପୁଣି କପିଳ ତାଙ୍କୁ କହିଥିଲେ- ଉଲ୍ଲୁ କେ ପଟ୍ଠେ। କପିଳଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଜୋରରେ ଭାଇ-ରାଲ ହେଉଛି।
View this post on Instagram
କପିଳଙ୍କ କଥା ଶୁଣି ଫଟୋଗ୍ରାଫର୍ସ କହିଥିଲେ- ସାର ରେକର୍ଡ ହୋଇଯାଇଛି। ଏହାପରେ କପିଳ କହିଥିଲେ- ହଁ କରିନିଅ ରେକର୍ଡ, ତୁମେମାନେ ଅଭଦ୍ରାମୀ କରୁଛ। କପିଳଙ୍କର ଏପରି ବ୍ୟବହାର ଦେଖି ଫଟୋଗ୍ରାଫର କହିଥିଲେ- ସାର ଆପଣ ଅନୁରୋଧ କରୁଛନ୍ତି ତ ଆମେ ହଟି ଯାଉଛୁ। କପିଳଙ୍କର ଏପରି ମନୋଭାବ ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ବହୁ ମାତ୍ରାରେ କଡା-କଥା ଶୁଣାଉଛନ୍ତି।
ଜଣେ ବ୍ୟକ୍ତି କପିଳଙ୍କ ଭିଡିଓ ଉପରେ କମେଣ୍ଟ କରି ଲେଖିଥିଲେ- ଏଥିରେ କେଉଁ କଥାକୁ ନେଇ ଆଟିଟ୍ୟୁଡ ଦେଖାଉଛନ୍ତି।୨ଟଙ୍କାର ଶୋ ଚଲାଉଛନ୍ତି। ସେଠାରେ ଆଉଜଣେ ବ୍ୟକ୍ତି କହିଛନ୍ତି- ଏ ମଣିଷ ତ ମୋତେ ପ୍ରଥମରୁ ହିଁ ଗର୍ବି ଲାଗନ୍ତି। ଆଉଜଣେ ବ୍ୟକ୍ତି କହିଛନ୍ତି- ଏହି ବ୍ୟକ୍ତି ଜଣଙ୍କ ନିଜ ପୋଷ୍ଟରୁ ମଧ୍ୟ କୈାଣସି ଶିକ୍ଷା କରିପାରି ନାହାଁନ୍ତି, ବର୍ତ୍ତମାନ ମଧ୍ୟ ଏତିକି ଗର୍ବ ରହିଛି। ଜଣା ଯାଉଛି କି ବର୍ତ୍ତମାନ ପର୍ଯ୍ୟନ୍ତ କପିଳଙ୍କୁ ହ୍ବିଲ ଚେୟାରରେ ବସିଥିବାର କାରଣ ସାମ୍ନାକୁ ଆସି ପାରିନାହିଁ। ହେଲେ ଯେଉଁ ବ୍ୟକ୍ତି ହ୍ବିଲ ଚେୟାର ଡ୍ରାଇଭି କରୁଛନ୍ତି ସେ ପୀପୀଇ କିଟ ପିନ୍ଧି ରଖିଛନ୍ତି। ଏଥିପାଇଁ ଲୋକମାନେ କୋରୋନାର ଅନୁମାନ କରୁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।