ଦୁଇଥର ଟଙ୍କା ଦେବାପରେ ମଧ୍ୟ ଶାହଋଖଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ପାରିନଥିଲେ Karan Johar, ଶାହଋଖଙ୍କ ସହିତ ନାମ ଯୋଡାହେବା ପରେ କହିଲେ- ଭାଇ..

ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୌହର ନିଜ ମତ କାରଣରୁ ସବୁବେଳେ ମୁଖ୍ୟ ଖବର ହୋଇ ରହିଥାନ୍ତି।

ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୌହର ନିଜ ମତ କାରଣରୁ ସବୁବେଳେ ମୁଖ୍ୟ ଖବର ହୋଇ ରହିଥାନ୍ତି। କରଣ ନିଜ ଆତ୍ମକଥା ଅନସୁଟେବଲ ବୟରେ ନିଜ ଜୀବନକୁ ନେଇ ଅନେକ ଖୁ-ଲା-ସା କରିଛନ୍ତି। କରନ କହିଛନ୍ତି କି ଯେତେବେଳେ ତାଙ୍କ ଉପରେ ମଜା ଉଡାଉଥିଲେ। ତାଙ୍କୁ ଚିଡାଉ ଥିଲେ। ଭୁଲଭାଲ କଥା କହୁଥିଲେ ତ ସେ ଏହାକୁ ନେଇ ବି-ର-କ୍ତ ହୋଇ ଯାଉଥିଲେ। କରଣ ଗୋଟିଏ ଇଣ୍ଟରବ୍ୟୁରେ ଏହା ମଧ୍ୟ କହିଥିଲେ କି ମୁଁ କୈାଣସି ବି ପୁଅ ସହିତ ବାହାରକୁ ଯିବାକୁ ଡରିଥାଏ କାରଣ ଜଣା ନାହିଁ ଲୋକମାନେ ତାଙ୍କ ସହିତ ମୋର କେଉଁ ସମ୍ପର୍କ ଯୋଡି ଦେଇଥାନ୍ତି।

କରଣ ଗୋଟିଏ ଇଣ୍ଟରବ୍ୟୁରେ ନିଜ ସେ-କ୍ସ ଲାଇଫ ବିଷୟରେ ଜଣାଇବା ସମୟରେ କହିଥିଲେ ଯେତେବେଳେ ସେ ୨୬ବର୍ଷର ଥିଲେ, ସେତେବେଳେ ସେ ପ୍ରଥମଥର ସେ-କ୍ସ କରିଥିଲେ। ଏହା ସେହି ଦିନର କଥା ଅଟେ ଯେତେବେଳେ ତାଙ୍କ ପ୍ରଥମ ସିନେମା କୁଛ କୁଛ ହୋତା ହେ’ ମୁକ୍ତିଲାଭ ହୋଇଥିଲା। ନିର୍ଦ୍ଦେଶକ ଭାବରେ ଏହା କରଣଙ୍କର ପ୍ରଥମ ସିନେମା ଥିଲା। ମୁକ୍ତିଲାଭ ପରେ ସେ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ପ୍ରଥମ ଥର ସେ-କ୍ସ କରିଥିଲେ।

ହେଲେ ଏହାକୁ ସେ ଗର୍ବିତ ଭାବରେ କହୁନଥିଲେ। କରଣ ବହିରେ ଲେଖିଥିଲେ- ଏହା ପୂର୍ବରୁ ମୁଁ ସେ-କ୍ସକୁ ନେଇ ଅନୁଭବହୀନ ଥିଲି। ଯେମିତି କି ଏହା ବିଷୟରେ ମୋତେ ବଡ଼ ହେବାପରେ ଜଣା ପଡିଥିଲା। ଯେତେବେଳେ ମୋତେ ପ୍ରଥମ ଥର ବିଦେଶ ଯିବାପାଇଁ ସୁଯୋଗ ମିଳିଥିଲା। ମୁଁ ଗୋଟିଏ ଆଲା ଦର୍ଜର ସେ-କ୍ସ ସେବା ବିଷୟରେ ଶୁଣିଥିଲି। ତାହା ବହୁତ ଚିନ୍ତାଜନକ ଅନୁଭବ ଥିଲା। ପ୍ରଥମ ଥର ମୁଁ ଦୌଡ଼ି ପଳାଇ ଥିଲି। ସାହସ ଜୁଟାଇ ପୁଣି ଦ୍ଵିତୀୟ ଥର ଚେଷ୍ଟା କରିଥିଲି। ପୁଣି ମୁଁ ଚିନ୍ତା କରିଥିଲି। ମୁଁ ଏମିତି କଣ ପାଇଁ କରିଲି। ନାଁ ମୋତେ ଏଥିରୁ ଆନନ୍ଦ ମିଳିଥିଲା। ଏହା ବିଲକୁଲ ମୁର୍ଖତାପୂର୍ଣ୍ଣ ଥିଲା।

କରଣ କହିଥିଲେ ପ୍ରେମ ମାମଲାରେ ମୁଁ ବହୁତ ହିଁ ପୁରୁଣା କାହାଣୀର ମନୁଷ୍ୟ ଅଟେ। ମୁଁ ନିଜ ଭିତର ରୋ-ମା-ଣ୍ଟି-ଜ୍ମକୁ ବନାଇ ରଖିବା ପାଇଁ ଚାହୁଁଥିଲି। ମୁଁ ଶିଷ୍ଟାଚାରରେ ବିଶ୍ଵାସ ରଖିଥାଏ। ମୁଁ ମହିଳା ଏବଂ ବୃଦ୍ଧ ମାନଙ୍କପାଇଁ ରାସ୍ତା ଛାଡ଼ି ଦେଇଥାଏ। କାରର କବାଟ ଖୋଲି ଦେଇଥାଏ। ମୋତେ ସେମାନଙ୍କ ସହିତ ଭଲ ବ୍ୟବହାର କରିବାକୁ ଭଲ ଲାଗିଥାଏ। ଏହା ବୋଧହୁଏ ମୋ ଡୀଏନଏରେ ଅଛି।

କରଣ ନିଜ ବାୟୋଗ୍ରାଫୀ ଅନସୁଟେବଲ ବୟରେ ନିଜ ଉପରେ ଉଠିଥିବା ପ୍ରଶ୍ନ-କରଣ ଜୌହର ସମଲିଙ୍ଗୀ ଅଟନ୍ତି? ଉପରେ ସ୍ପଷ୍ଟ ଭାବରେ ନିଜ ମତ ରଖିଥିଲେ। ସେ କହିଥିଲେ, ସମସ୍ତେ ଜାଣିଛନ୍ତି କି ମୋର ସେକ୍ସୁଆଲ ମନୋବୃତ୍ତି କିପରି ଅଟେ। ମୋତେ ଏହି ବିଷୟରେ ଚି-ତ୍କା-ର କରି ଜଣାଇବାର ଆବଶ୍ୟକତା ନାହିଁ। ମୁଁ ଯଦି ଏହି ବିଷୟରେ କହିବି, ତ ହୋଇପାରେ ମୋତେ ଜେ-ଲ-କୁ ମଧ୍ୟ ଯିବାକୁ ପଡ଼ିପାରେ। ଗୋଟିଏ ରି-ପୋ-ର୍ଟ ମୁତାବକ ସେ କହିଥିଲେ ମୁଁ ସେହି ତିନୋଟି ଶବ୍ଦ କେବେ କହିବି ନାହିଁ ଯାହା ସମସ୍ତେ ମୋ ବିଷୟରେ ଜାଣିଛନ୍ତି।

କରଣ କହିଥିଲେ ଗୋଟିଏ ଇଣ୍ଟରବ୍ୟୁରେ ତାଙ୍କୁ ଶାହାଋଖଙ୍କ ସହିତ ଯୋଡା ହୋଇଥିବା ପ୍ରଶ୍ନ କରା ଯାଇଥିଲା।ପଚରା ଯାଇଥିଲା- କଣ ଶାହଋଖଙ୍କ ସହିତ ତାଙ୍କର କୈାଣସି ବିଶେଷ ସମ୍ପର୍କ ରହିଛି। ଏହା ଉପରେ ମୋତେ ରା-ଗ ଆସି ଯାଇଥିଲା। ମୁଁ ନିଜକୁ ନିୟନ୍ତ୍ରଣ କରି ପାରିନଥିଲି। ମୁଁ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଜଣଙ୍କୁ ପଚାରିଥିଲି- କଣ ଆପଣ ଆପଣଙ୍କ ଭାଇଙ୍କ ସହିତ ଶୋଉଛନ୍ତି। ସେ ଚମକି ପଡ଼ି କହିଥିଲେ-ଏହା କେମିତି ପ୍ରଶ୍ନ ଅଟେ? ମୁଁ କହିଥିଲି- ମୁଁ ମଧ୍ୟ ଏହି ପ୍ରଶ୍ନ ପଚାରୁଛି ଏହା କେମିତି ପ୍ରଶ୍ନ ଅଟେ।

କରଣ କହିଥିଲେ-ଶାହଋଖ ଏବଂ ମୋ ସମ୍ପର୍କରେ କେତେବି ଉତ୍ଥାନ-ପତନ ଆସୁନା କାହିଁକି ସେ ସବୁବେଳେ ମୋ ବାପାଙ୍କ ବନ୍ଧୁ ହୋଇ ରହିବେ। ମୋ ପାଇଁ ସେ ପିତୃତୁଲ୍ୟ ଏବଂ ଭାଇ ସମାନର ଅଟନ୍ତି। ଯଦି ମୋ ବିଷୟରେ କେବେ କାହା ସହିତ କଥା ହେବାର ଆବଶ୍ୟକତା ପଡ଼ିବ ତାହେଲେ ସେ ପ୍ରଥମ ମଣିଷ ହେବେ। ସେ ଏହି ପରି ଭାବରେ ଉଡା ଖବର ଉପରେ ଧ୍ୟାନ ଦିଅନ୍ତି ନାହିଁ।

Leave a Reply

Your email address will not be published. Required fields are marked *