କେବଳ ୩ଦିନରେ କେତେ ବି ବଡ ପଥର ଝଡ଼େଇ ଦେବ ଏହି ପତ୍ର

ବନ୍ଧୁଗଣ ବିଭିନ୍ନ କାରଣରୁ ଆମ ଶରୀରରେ ଷ୍ଟୋ-ନ ଭଳି ସମସ୍ୟା ଦେଖାଯିବାକୁ ଲାଗିଥାଏ। ମୁଖ୍ୟତଃ ପାଣି ପାଗ ଜଳବାୟୁ କାରଣରୁ ଆପଣଙ୍କ ଶରୀରରେ ଷ୍ଟୋ-ନ ହୋଇଥାଏ। ଭାରତ ବର୍ଷରେ ଏମିତି ଅନେକ ଏକ ସ୍ଥାନ ଅଛି ଯେଉଁ ସ୍ଥାନରେ ରହିବା ଦ୍ୱାରା ମଧ୍ୟ ଆପଣଙ୍କ ଶରୀରରେ ଷ୍ଟୋ-ନ ହୋଇପାରେ। ବନ୍ଧୁଗଣ ଷ୍ଟୋ-ନ ହେବାର ବିଭିନ୍ନ ପ୍ରକାର କାରଣ ଏବଂ ଲକ୍ଷଣ ହୋଇଥାଏ। ଏବଂ ଷ୍ଟୋ-ନ ଯଦି ଆପଣଙ୍କୁ ଥରେ ହୋଇଯାଏ ତେବେ ଆପଣଙ୍କୁ ସ-ର୍ଜ-ରି କରିବାକୁ ପଡିଥାଏ ଏବଂ ଆପଣଙ୍କ ଶରୀରରୁ ଷ୍ଟୋ-ନ ଏତେ ସହଜରେ ବାହାରି ନଥାଏ। କିନ୍ତୁ ସ-ର୍ଜ-ରି କଲେ ଆପଣ ବହୁତ ଯନ୍ତ୍ରଣା ଅନୁଭବ କରିବାକୁ ପଡିଥାଏ।

କିନ୍ତୁ ଯଦି ଆପଣ ସ-ର୍ଜ-ରି ନକରିବେ ତେବେ ମଧ୍ୟ ଆପଣଙ୍କୁ ବହୁତ ଅଧିକ କଷ୍ଟ ଅନୁଭୂତ ହୋଇଥାଏ ସେଥିପାଇଁ ଶରୀରରେ ଷ୍ଟୋ-ନକୁ କାଢ଼ିବା ନିହାତି ଆବଶ୍ୟକ କିନ୍ତୁ ଲୋକମାନେ ଜାଣିନାହାଁନ୍ତି ଯେ ଘରୋଇ ଆୟୁର୍ବେଦିକ ଉପଚାର ଦ୍ୱାରା ମଧ୍ୟ ଆପଣ ଆପଣଙ୍କ ଶରୀରରୁ ଷ୍ଟୋ-ନକୁ ବାହାରକୁ କାଢ଼ିପାରିବେ। ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଜ-ବ-ର-ଦ-ସ୍ତ ଘରୋଇ ଉପଚାର ନେଇଆସିଛୁ ଯାହାର ସେବନ କରିବା ଦ୍ୱାରା ଆପଣଙ୍କ ଷ୍ଟୋ-ନ ମେଲଟ ହୋଇ ପରିଶ୍ରା ପଟେ ବାହାରିଯିବ। ବନ୍ଧୁଗଣ ଏହା ବହୁ ପୁରାତନ ଏବଂ ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ।

ବନ୍ଧୁଗଣ ନିହାତି ଏହାର ପ୍ରୟୋଗ କରନ୍ତୁ ଦେଖିବେ ୧୦୦% ରେଜଲ୍ଟ ମିଳିବ। ବନ୍ଧୁଗଣ ଏହା ଆପଣଙ୍କ କିଡ୍ନୀ ଷ୍ଟୋ-ନ ବା ଗ୍ଲାଡ଼ବ୍ଲାଡର ଷ୍ଟୋ-ନ ଯେକୌଣସି ସ୍ଥାନରେ ଆପଣଙ୍କ ଷ୍ଟୋ-ନ ହୋଇଥାଉ ତାହାକୁ ମେଲଟ କରି ଆପଣଙ୍କ ପରିଶ୍ରା ବାଟେ ବାହାର କରିଦେବ। ତେବେ ଆସନ୍ତୁ ଜାଣିବା ଏହି ଉପଚାରକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ।

ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ପତ୍ରର ଆବଶ୍ୟକତା ପଡିବ। ତାହାକୁ ଆମେ ପଥର ଚଟା ବା ୟାକୁ ଆମେ ଓଡ଼ିଆରେ ଅମଳକୁଳି ପତ୍ର ମଧ୍ୟ କହିଥାଉ। ଏହା ଆପଣଙ୍କ ବାଡ଼ି ଘରୁ ବହୁତ ସହଜରେ ମିଳିଯିବ। ଯଦି ନମିଳେ କୌଣସିବି ନର୍ସରୀରୁ ଏହାକୁ ବହୁତ ସହଜରେ ପାଇପାରିବେ। ଏଥିପାଇଁ ଆପଣଙ୍କୁ ୪ ରୁ ୫ଟି ଏହି ପତ୍ରର ଆବଶ୍ୟକତା ପଡିବ। ବନ୍ଧୁଗଣ ଏହି ପଥରଚଟା ପତ୍ର ଆପଣଙ୍କ ଶରୀରର ଯେକୌଣସି ପ୍ରକାରର ପଥର ହୋଇଥାଉନା କାହିଁକି ତାହାକୁ କାଢ଼ିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଆପଣଙ୍କ ଶରୀରରେ ଯେତେ ବଡ଼ ଷ୍ଟୋ-ନ ହୋଇଥାଉ ଏହା ତାହାକୁ କାଢ଼ିଦେବ ଏବଂ ସେହି ଷ୍ଟୋ-ନ ଗୁଣ୍ଡ ହୋଇ ଆପଣଙ୍କ ପରିସ୍ରା ବାଟେ ବାହାରିଯିବ।

ଏବେ ଆସନ୍ତୁ ଜାଣିନେବା ଏହି ଅମଳକୁଳି ବା ଏହି ପଥରଚଟା ପତ୍ରର ପ୍ରୟୋଗ କେମିତି କରିବେ। ବନ୍ଧୁଗଣ ଏଥିପାଇଁ ଆପଣ ୪ ରୁ ୫ ଟି ଏହି ପତ୍ର ନେବେ। ଏବଂ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ବନ୍ଧୁଗଣ ଏହି ପତ୍ରକୁ ଛିଡ଼େଇ ଅଳ୍ପ ପାଣି ଦେଇ ଭଲଭାବରେ ଗ୍ରାଇଣ୍ଡିଂ କରିନିଅନ୍ତୁ। ଗ୍ରାଇଣ୍ଡିଂ କରିସାରିବା ପରେ ଏହାକୁ ଏକ ଗ୍ଲାସକୁ ଛାଣିନିଅନ୍ତୁ। ବନ୍ଧୁଗଣ ଯଦି ଆପଣ ଭଲ ରେଜଲ୍ଟ ପାଇବାକୁ ଚାହାନ୍ତି ତାହେଲେ ଏହାକୁ ନଛାଣି ଏହାର ସେବନ କରିପାରିବେ। ଛାଣି ସାରିବା ପରେ ଏଥୁରେ ଏକ ଗ୍ଲାସ ପାଣି ମିଶାନ୍ତୁ।

ଏହି ପ୍ରକାରରେ ଏହାକୁ ସେବନ କରିବାକୁ ହେବ। କିନ୍ତୁ ଅଧିକାଂଶ ଲୋକେ ଏହାର ସ୍ୱାଦ କାରଣରୁ ଏହାକୁ ସେବନ କରିପାରନ୍ତି। ସେଥିପାଇଁ ଆପଣ ଏଥିରେ ଅଳ୍ପ ବିଟଲୁଣ ବା କଳାଲୁଣ ମିଶେଇ ପାରିବେ।ଏବଂ ଫାଳେ ଲେମ୍ବୁରସ ଆପଣ ଏଥିରେ ଚିପୁଡି ପାରିବେ। ଫଳରେ ଏହାର ସ୍ୱାଦ ଭଲ ଲାଗିଥାଏ ଏବଂ ଆପଣ ଏହାକୁ ସହଜରେ ସେବନ କରିପାରିବେ। ଫାଳେ ଲେମ୍ବୁରସ ଏଥିରେ ଚିପୁଡି ଦିଅନ୍ତୁ ଏବଂ ଅଳ୍ପ ବିଟଲୁଣ ବା କଳାଲୁଣ ଆପଣ ଏଥିରେ ମିଶାନ୍ତୁ।

ଏବେ ଆପଣଙ୍କର ଏହି ଡ୍ରିଙ୍କ ପ୍ରସ୍ତୁତ। ବନ୍ଧୁଗଣ ଦିନରେ ଆପଣ ଏହାକୁ ୪ ଟାଇମ ଏହିପରି ଭାବେ ଏକ ଗ୍ଲାସ ଲେଖା ବନେଇ ସେବନ କରିବେ। ଯଦି ଆପଣ ଚାହିଁବେ ଥରେ ବନେଇ ଏହାକୁ ରଖିପାରିବେ ଏବଂ ଦିନସାରା ଏହାର ସେବନ କରିପାରିବେ। ପ୍ରତିଦିନ ଆପଣଙ୍କୁ ଏହିପରି ଏକ ଗ୍ଲାସ ଲେଖାଏଁ ୪ ଗ୍ଲାସ ସେବନ କରିବାକୁ ହେବ। ଯଦି ଆପଣ ଏକ ଗ୍ଲାସ ଲେଖାଏଁ ସେବନ କରିବେ ତେବେ ଆପଣଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଏହାର ସେବନ କରିବାକୁ ହେବ।

ଯଦି ଆପଣ ଦିନରେ ୪ ଗ୍ଲାସ ସେବନ କରିବେ ତେବେ ୨ ରୁ ୩ ଦିନ ଏହାର ସେବନ କରନ୍ତୁ। ଦେଖିବେ ଆପଣଙ୍କ ଶରୀରରେ ଯେତେ ବଡ଼ବି ଷ୍ଟୋ-ନ ହୋଇଥାଉ ଯେଉଁଠାରେ ବି ହୋଇଥାଉ ତାହା ମେଲଟ ହୋଇ ଆପଣଙ୍କ ପରିଶ୍ରା ବାଟେ ବାହାରିଯିବ। ବନ୍ଧୁଗଣ ଏହା ବହୁ ପରୀକ୍ଷିତ ଏବଂ ବହୁ ପୁରାତନ ଘରୋଇ ଉପଚାର ଅଟେ। ଏହାର ପ୍ରୟୋଗ ଦ୍ୱାରା ବିନା ସର୍ଜରୀରେ ଆପଣ ଆପଣଙ୍କ ଷ୍ଟୋ-ନକୁ କାଢିପାରିବେ। ଯେତେବଡ଼ବି ଷ୍ଟନ ହୋଇଥାଉ ନାଁ କାହିଁକି। ଏହାର ପ୍ରୟୋଗ ଦ୍ୱାରା ବା ସେବନ ଦ୍ୱାରା ଆପଣଙ୍କ ଷ୍ଟନ ତରଳି ଆପଣଙ୍କ ପରିଶ୍ରା ବାଟେ ବାହାରିଯିବ। ଅଧିକାଂଶ ସମୟରେ ଗ୍ଲାଡ଼ବ୍ଲାଡିକ ଷ୍ଟୋ-ନ ଦେଖାଦେଇଥାଏ ବା କିଡ୍ନୀରେ ଷ୍ଟୋ-ନ ଦେଖା ଦେଇଥାଏ।

ଯଦି ଆପଣଙ୍କ କିଡ୍ନୀ ଷ୍ଟୋ-ନ ଭଳି ସମସ୍ୟା ଅଛି ତେବେ ଆପଣ ଏହାର ନିହାତି ସେବନ କରନ୍ତୁ ଦେଖିବେ ଏହାର ସେବନ ଦ୍ୱାରା ଆପଣଙ୍କ ଷ୍ଟୋ-ନ ନିହାତି ଭାବରେ ମେଲଟ ହୋଇଯିବ। ଏବଂ ଆପଣଙ୍କୁ ସ-ର୍ଜ-ରି କରିବାର ଆବଶ୍ୟକତା ପଡିବ ନାହିଁ। ବନ୍ଧୁଗଣ ଯେଉଁ ଉପାୟରେ ଜଣେଇଲୁ ସେହି ଉପାୟରେ ନିହାତି ଭାବରେ ସେବନ କରନ୍ତୁ ଦେଖିବେ ଆପଣଙ୍କ ଶରୀରରେ ଷ୍ଟୋ-ନ କିଛି ଦିନ ମଧ୍ୟରେ ମେଲଟ ହୋଇ ପରିସ୍ରା ବାଟେ ବାହାରିଯିବ।

Leave a Reply

Your email address will not be published. Required fields are marked *