ମା ଲକ୍ଷ୍ମୀଙ୍କର ଏହି ଗୋଟିଏ ନିୟମ ପାଳିଲେ କେବେବି ହେବ ନାହିଁ ଧନର ଅଭାବ। ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ଘରେ ମହୁର ରଖିବା ସ୍ଥାନ ସବୁବେଳେ ସଫା ସୁତରା ରଖିବା ଦରକାର। ଆମର ଜୀବନରେ ମହୁକୁ ସବୁଠାରୁ ପବିତ୍ର ବୋଲି ମାନିନିଆ ଯାଇଥାଏ। କାହିଁକିନାଁ ଏହା ଦ୍ବାରା ଘରୁ ନକାରାତ୍ମକ ଉର୍ଜା ଶେଷ ହୋଇ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏମିତି ମାନିନିଆଯାଇଥାଏ କି ଘରେ ମହୁ ରଖିବା ଦ୍ବାରା ଘରେ ସବୁବେଳେ ପବିତ୍ରତାର ପରିବେଶ ରହିଥାଏ।

ଏବଂ ମା ସ୍ୱରସ୍ୱତିଙ୍କ ବୀଣାକୁ ରଖିବା ଦ୍ବାରା ମଧ୍ୟ ଘରେ ସବୁ ଅଧାରେ ରହିଥିବା କାମ ବା ଅଟକି ରହିଥିବା କାମ ସବୁ ବହୁତ ଜଲଦି ପୁରା ହୋଇଯାଇଥାଏ। ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଆପଣଙ୍କୁ କେଉଁ ସବୁ ଜିନିଷ ରଖିବା ଦ୍ବାରା ବା ବ୍ୟବହାର କରିବା ଦ୍ବାରା ଏହା ଗରିବର କାରଣ ହୋଇଥାଏ। ଯାହାର କାରଣରୁ ଆପଣଙ୍କ ଘରେ କେବେବି ପଇସା ଅଧିକ ଦିନ ରହିନଥାଏ।

ବନ୍ଧୁଗାଣ ଯେବେ ସମୁଦ୍ର ମନ୍ଥନ ହୋଇଥିଲା ତ ଚତୁର୍ଥ ରତ୍ନ ମଧ୍ୟରୁ ମା ଲକ୍ଷ୍ମୀବି ପ୍ରକଟ ହେଲେ। ଯେଉଁ ପ୍ରକଟ ହେବା କାରଣରୁ ମା ଲକ୍ଷ୍ମୀଙ୍କ ସ୍ୱଭାବକୁ ଚଞ୍ଚଳ ବୋଲି ମାନିନିଆ ଯାଇଥାଏ। ବନ୍ଧୁଗଣ ଏମିତି ମାନିନିଆ ଯାଇଥାଏକି ମା ଲକ୍ଷ୍ମୀ କେବେବି ଗୋଟିଏ ସ୍ଥାନରେ ଅଧିକ ଦିନ ରହି ନଥାନ୍ତି। ଏଥି ଲାଗି ତାଙ୍କର ସବୁବେଳେ ପ୍ରସନ୍ନ ରହିବା ନିହାତି ଦରକାର। ଏମିତି ମାନିନିଆ ଯାଇଥାଏକି ଯେଉଁ ଘରେ ବା ଯେଉଁ ସ୍ଥାନରେ ମା ଲକ୍ଷ୍ମୀଙ୍କର ବାସ ହୋଇ ନଥାଏ ସେଠାରେ ଦରିଦ୍ରତା ରହିଥାଏ। ଯାହା ଆଜିକାଲି ସମୟରେ ମଣିଷ ପାଇଁ ସବୁଠାରୁ କଷ୍ଟର କାରଣ ହୋଇଥାଏ।

କିନ୍ତୁ କିଛି ଭୁଲ ଅଭ୍ୟାସ ହେବା କାରଣରୁ ମା ଲକ୍ଷ୍ମୀ ଆମ ଉପରେ ରାଗି ଯାଇଥାନ୍ତି। ଏଥି ଲାଗି ଏହି ଖରାପ ଅଭ୍ୟାସ ଆମକୁ ଛାଡ଼ି ଦେବା ଦରକାର। ତାହେଲେ ଆସନ୍ତୁ ଜାଣିବା ସେହିସବୁ ଅଭ୍ୟାସ ଗୁଡ଼ିକ ବିଷୟରେ ଯାହାର କାରଣରୁ ଜଣା ଅଜଣାରେ ଆପଣଙ୍କୁ ଗରିବ ଓ ଦରିଦ୍ରତାର ସାମ୍ନା କରିବାକୁ ପଡ଼ିଥାଏ। ମା ଲକ୍ଷ୍ମୀ କୁହନ୍ତି କି ମା ଲକ୍ଷ୍ମୀ ଓ ବିଦ୍ୟା ଶକ୍ତି ସବୁ ସେହି ଘରେ ବାସ କରିଥାନ୍ତି ଯେଉଁ ଘରେ ସୁଗଦ୍ଧିତ ବାତାବରଣ ହୋଇଥାଏ। ମାନେ ଯେଉଁ ଘରେ ସଫା ସୁତରା ରହିଥାଏ।

ଆମ ଶାସ୍ତ୍ରରେ କୁହା ଯାଇଛି କି ଯେଉଁ ଘରେ ସବୁବେଳେ ଦୁର୍ଗଦ୍ଧ ରହିଥାଏ ସେହି ଘରେ ନାଁ ତ ମା ଲକ୍ଷ୍ମୀ ରହିଥାନ୍ତି ଓ ନାଁ ହିଁ ଭଗବାନଙ୍କର ବାସ ହୋଇଥାଏ। ଏମିତି ଘରେ ଧନ କେବେବି ଆସେନାହିଁ। ସେହି ଘରେ କାମ କରୁଥିବା ଲୋକ ମଧ୍ୟ କାମରେ ସବୁବେଳେ ପଛୁଆ ରହିଥାଏ। ଆୟୁର୍ବେଦ ଅନୁସାରେ ଏମିତି ଘର ସବୁବେଳେ ରୋଗରେ ବୁଡି ରହିଥାଏ। ମାନେ ସେହି ଘରର ଲୋକମାନେ ସବୁବେଳେ କୌଣସି ନାଁ କୌଣସି ରୋଗରେ ପୀଡିତ ହୋଇ ଦୁର୍ବଳ ବା ଅସୁସ୍ଥ ଅନୁଭବ କରିଥାନ୍ତି।

ପୁଜା କରିବା ସମୟରେ ଏହି ଭୁଲ କେବେବି କରିବା ଉଚିତ ହୋଇ ନଥାଏ। ଲୋକେ ଏମିତି କରିଥାନ୍ତି କି ପୁଜା କରିବା ସମୟରେ ଏହି ଭୁଲ ସବୁ ଗୁଡିକୁ କରିଦେଇଥାନ୍ତି। ବନ୍ଧୁଗଣ ପୁଜା କରିବା ସମୟରେ ଏହି ସବୁ କଥାକୁ ଧ୍ୟାନରେ ରଖିବେ କି ପୁଜା କରିବା ସମୟରେ ମନ୍ଦିର କିମ୍ବା ଠାକୁର ଘର ସଫା ସୁତରା ରଖିବା ନିହାତି ଦରକାର। ପୁଜା କରିବା ସମୟରେ କେବେବି ହାଇ ମାରିବା ବା ଅଳସ ଭାଙ୍ଗିବା ଉଚିତ କଥା ହୋଇନଥାଏ। ଏହା କରିବା ଦ୍ବାରା ମା ଲକ୍ଷ୍ମୀ ରାଗି ତ ଯାଇଥାନ୍ତି ଏବଂ ଏହା ସହ ସବୁ ଦେବତା ଦେବୀ ମାନେ ମଧ୍ୟ ଅପ୍ରସନ୍ନ ହୋଇଥାନ୍ତି।

ଘରକୁ ଫେରିବା ସମୟରେ ଲୋକେ ଏହିସବୁ କଥାକୁ ଧ୍ୟାନ ରଖି ନଥାନ୍ତି ଲୋକେ ଘରକୁ ଆସି ଗୋଡ଼ ହାତ ମୁହଁ ନଧୋଇ ଖଟରେ ସୋଇ ଯାଇଥାନ୍ତି ସେମାନଙ୍କର ଏମିତି କରିବା ଦ୍ବାରା ତାଙ୍କର ଉପରେ ଅନେକ ଦୋଷର ପ୍ରଭାବ ପଡ଼ିଥାଏ। ବନ୍ଧୁଗଣ ଏହି ସବୁ କଥା କରିବାର ଗରିବର କାରଣ ହୋଇଥାଏ ଏବଂ କେତେ ପ୍ରକାରର ଫାଇରଲ ଭାଇରସବି ଘରେ ପ୍ରବେଶ କରିଯାଇଥାଏ ଓ ଏହାବି ଅନେକ ବଡ଼ ବଡ଼ ରୋଗର କାରଣ ବନିଥାଏ।

ଆପଣ ଯେବେ ଘରକୁ ଆସିବେ ଘରେ ଜୋତା ଚପଲ ଠିକସେ ରଖିବେ। ଏଣେ ତେଣେ ପକେଇକି ରଖିବେ ନାହିଁ। ଜୋତା ଚପଲ କୁ ସବୁବେଳେ ନିଶ୍ଚିତ ଜାଗାରେ ହିଁ ରଖିବେ। ହୋଇ ପାରିବ ଯଦି ଘରର ବାହାରେ କି ଘରର ସାଇଟରେ ନିଜର ଜୋତା ଚପଲ ଏବଂ ଜୋତା ଚପଲକୁ କେବେବି ଭୁଲରେବି ଓଲଟା ରଖିବେ ନାହିଁ। କାହିଁକିନା ଏହା ଘରର ଦରିଦ୍ରତା ଏବଂ ଗରିବର ପରିସ୍ଥିତିକୁ ଡାକିଥାଏ ଏବଂ ଏହା ଦ୍ବାରା ଘରେ ନକାରାତ୍ମକ ଉର୍ଜା ମଧ୍ୟ ପ୍ରବେଶ କରିଥାଏ। ଯେଉଁଥି ପାଇଁ ଧନ ଦେବୀ ମା ଲକ୍ଷ୍ମୀ ସେହି ଘରେ କେବେବି ବାସ କରନ୍ତି ନାହିଁ।

ସବୁବେକେ ନିଜର ରୋଷେଇ ଘର ସଫା ସୁତରା ରଖିବେ। ରୋଷେଇ ଘର ସଫା ସୁତରା ହେଲେ ଧନର ଦେବୀ ମା ଲକ୍ଷ୍ମୀ ଓ ମା ଅନ୍ନପୂର୍ଣ୍ଣା ସବୁବେଳେ ପ୍ରସନ୍ନ ରହିଥାନ୍ତି। ଏହା ଦ୍ବାରା ଘରେ ସବୁବେଳେ ଧନ ରତ୍ନର ଭରପୁର ରହିଥାଏ। ନିଜର ରୋଷେଇ ଘର ପ୍ରତ୍ୟକ ସପ୍ତାହକୁ ଥରେ କିଛି ମିଠା ଦ୍ରବ୍ୟ ରୋଷେଇ ଘରେ ତିଆରି କରି ମା ଲକ୍ଷ୍ମୀ କିମ୍ବା ମା ଅନ୍ନପୂର୍ଣ୍ଣା ଓ ସମସ୍ତ ଭଗବାନଙ୍କୁ ଭୋଗ ନିଶ୍ଚିତ ଅର୍ପଣ କରାଇବେ। ଯଦି ଆପଣ କୌଣସି କାରଣରୁ ଘରର ସଫା କରିପାରୁ ନାହାନ୍ତି କିନ୍ତୁ ରୋଷେଇ ଘରକୁ କେବେବି ଛାଡିବେ ନାହିଁ। ରୋଷେଇ ଘର ଵି ମନ୍ଦିର ହୋଇଥାଏ। ଘରର ଦିତୀୟ ପବିତ୍ର ସ୍ଥାନ ବା ମନ୍ଦିର ରୋଷେଇ ଘର ହୋଇଥାଏ। ଆପଣ ଯେତେ ରୋଷେଇ ଘରକୁ ସଫା କରିବେ ସେତେହିଁ ଆପଣଙ୍କ ଘରେ ଧନ ଦୋୖଲତର ବୃଦ୍ଧି ହେବ।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *