କେଉଁ ପ୍ରକାରର କୁକୁର ଘରେ ରହିଲେ ଧନ ବୈଭବ ମିଳିଥାଏ ଅବା ସର୍ବନାଶ ହବେଥାଏ।

ବନ୍ଧୁଗଣ କୁକୁର ଏକ ର-ହ-ସ୍ୟ-ମୟ ପ୍ରାଣୀ ଅଟେ। କୁକୁର ଯେଉଁ ଘରେ ରହିଥାଏ ସେହି ଘରେ ଉନ୍ନତି ହୋଇଥାଏ। କୁକୁର ଅନେକ ଜାତିର ହୋଇଥାନ୍ତି ଓ ଅନେକ ରଙ୍ଗର ମଧ୍ୟ ହୋଇଥାନ୍ତି। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ କଳା ରଙ୍ଗର କୁକୁର ସବୁଠାରୁ ଶ୍ରେଷ୍ଠ ହୋଇଥାନ୍ତି ଓ କଳା ଧଳା ରଙ୍ଗ ମିଶ୍ରିତ କୁକୁର ମଧ୍ୟ ଶ୍ରେଷ୍ଠ ହୋଇଥାନ୍ତି। ଶାସ୍ତ୍ର ଅନୁସାରେ ଶନି, ରାହୁ, କେତୁ ଗ୍ରହଙ୍କୁ ସନ୍ତୋଷ କରିବା ପାଇଁ ଓ ଗ୍ରହ ଦୋଷାରୁ ଲାଘବ ପାଇବା ପାଇଁ ଘରେ କୁକୁର ପାଳନ କରିଥାନ୍ତି।

ଯେଉଁମାନଙ୍କର ସନ୍ତାନ ହେଉନଥାଏ ସେମାନେ ମଧ୍ୟ କୁକୁର ପାଳନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହି କୁକୁର ରାଜାଙ୍କୁ କାଙ୍ଗାଳ ଓ କାଙ୍ଗାଳକୁ ରାଜା କରିବାର କ୍ଷ-ମ-ତା ମଧ୍ୟ ରଖିଥାଏ। ଏହା କୁହାଯାଏ କି ଯେଉଁ ଘରେ କୁକୁର ରହିଥାଏ ସେହି ଘରକୁ କୌଣସି ବି ବି-ପ-ଦ ପ୍ରବେଶ କପାରିନଥାଏ। କାରଣ ଏହି କୁକୁର ବାବା ଭୈରବଙ୍କର ଅଂଶ ଅଟେ। କୁକୁରକୁ ଖାଇବାକୁ ଦେବା କୁକୁରର ସେବା କରିବା ଏହା ପୋରକ୍ଷ ଭାବରେ ଭୈରବଙ୍କର ସେବା କରିବା ସହିତ ସମାନ ହୋଇଥାଏ। କୁକୁର ଘରେ ରହିବା ଦ୍ୱାରା ଘରର ଆଖପାଖରେ ଯମଦୂତ ଓ ସମସ୍ତ ପ୍ରକାରର ଖରାପ ଆ-ତ୍ମା ମଧ୍ୟ ପଳାୟନ କରିଥାନ୍ତି। କୁକୁର ଘରେ ରହିଲେ ଶୁଭ ଓ ଅଶୁଭର ସଂକେତ ମଧ୍ୟ ଦେଇଥାଏ।

ଆମେ ମାନେ ଯାହା ଦେଖି ନପାରୁ ବା ଯାହାସବୁ ଅନୁଭବ କରିନପାରୁ ତାହାକୁ କୁକୁର ଦେଖିପାରେ ଓ ଅନୁଭବ ମଧ୍ୟ କରିପାରେ। ଏଥିପାଇଁ କୁକୁର ଏକ ର-ହ-ସ୍ୟ-ମ-ୟ ଜୀବ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। କୁକୁରକୁ କାହିଁକି ପାଳିବା ଉଚିତ। କୁକୁର ମଣିଷର ଏକ ଭଲ ସାଥି ହୋଇଥାଏ। ସମ୍ବେଦନଶୀଳ ଓ ହସିୟାର ଅଟେ।ଓ ବିଶ୍ୱାସୀ ପ୍ରାଣୀ ମଧ୍ୟ ଅଟେ। ଏବଂ ଅନେକ ପ୍ରକାରର ବି-ପ-ଦ-ରୁ ର-କ୍ଷା କରିଥାଏ। ପ୍ରାଚୀନ ଓ ମଧ୍ୟ କାଳରେ କୁକୁରକୁ ଆଦିବାସୀ ଓ ଯାଯାବରମାନେ ଏଇଥି ପାଇଁ ରଖୁଥିଲେ କି ଜଙ୍ଗଲରେ ଜୀବଜନ୍ତୁଙ୍କ ଠାରୁ ଚୋ-ର ଡ଼-କା-ୟ-ତ-ଙ୍କ ଠାରୁ ଓ ଭୁତ ପ୍ରେତଙ୍କ ଠାରୁ ର-କ୍ଷା ପାଇବା ପାଇଁ ଓ ଅନେକ ପ୍ରକାରର ଆ-କ୍ର-ମ-ଣ-ରୁ ମଧ୍ୟ ର-କ୍ଷା ପାଇବା ପାଇଁ। ସାଧୁ ସନ୍ଥମାନେ ମଧ୍ୟ କୁକୁର ପାଳନ କରୁଥିଲେ।

କାରଣ କୁକୁର ସମସ୍ତ ବି-ପ-ଦ ପୂର୍ବରୁ ସ-ତ-ର୍କ କରାଇଥାଏ। ଆଜିକାଲି କେହି ଚୋ-ର ଡ଼କାୟତଙ୍କ ଠାରୁ ର-କ୍ଷା ପାଇବା ପାଇଁ ତ କେହି ଶ୍ରଦ୍ଧାରେ ପାଳନ କରିଥାନ୍ତି। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛିକି କଳା କୁକୁର ଯେଉଁ ଘରେ ରହିଥାଏ ସେହି ଘରେ ନ-କା-ରା-ତ୍ମ-କ ଶକ୍ତି ବାସ କରିପାରେନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି ତେଲରେ ପୁରୀ ଛାଣି କଳା କୁକୁରକୁ ଖାଇବାକୁ ଦେଲେ ଶନି,ରାହୁ,କେତୁ ତଥା ଶୀଘ୍ର ଦୂର ହୋଇଥାଏ। ଯେଉଁ ମାନଙ୍କର କାଳସର୍ପ ଦୋ-ଷ ରହିଥାଏ ସେମାନେ କୁକୁରକୁ ପାଳିଲେ ଏବଂ ଖାଇବାକୁ ଦେଲେ କାଳସର୍ପ ଦୋ-ଷ ଦୂର ହୋଇଥାଏ।

ସନ୍ତାନ ମାନେ ଅସୁସ୍ଥତା ଥିଲେ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ ଘରେ କଳା କୁକୁର ବା କଳା ଧଳା ମିଶ୍ରିତ ରଙ୍ଗର କୁକୁର ପାଳନ କଲେ ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। କଳା କୁକୁରକୁ ଘରେ ପାଳିଲେ ଅଟକି ରହିଥିବା ଧନ ପ୍ରାପ୍ତି ହୋଇଥାଏ। ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଚାଲିବାକୁ ଲାଗିଥାଏ। ଏବଂ ଚାକିରୀ ବ୍ୟବସାୟ ବା କର୍ମ କ୍ଷେତ୍ରରେ ଉନ୍ନତି ମିଳିଥାଏ। ଅଚାନକ ବି-ପ-ଦ ମାନଙ୍କରୁ ମୁକ୍ତି ପାଇବା ସହିତ ଆର୍ଥିକ ସ-ଙ୍କ-ଟ ମଧ୍ୟ ଟଳି ଯାଇଥାଏ। ବନ୍ଧୁଗଣ କୁକୁର ଘରେ ପାଳିବା ଦ୍ୱାରା ଆମର ଅନେକ ଉନ୍ନତି ହୋଇଥାଏ। ତଥାପି ମଧ୍ୟ ଧର୍ମଶାସ୍ତ୍ର ଅନୁସାରେ କୁକୁରକୁ ଏକ ଅପବିତ୍ର ପ୍ରାଣୀ ବୋଲି କୁହାଯାଇଅଛି।

କାରଣ କୁକୁର ଏକ ମାଂସାହାରି ପଶୁ ଅଟେ। କୁକୁର ବଣ ଜଙ୍ଗଲରେ ବୁଲିଥାଏ। ମଡ଼ା ଓ ମୋଡ଼ ଖାଇଥାଏ।ଅଶ୍ଵଛ ରହିଥାଏ। ତେଣୁ କୌଣସି ପବିତ୍ର କର୍ମ ଯେପରିକି ପୂଜା ପାଠ, ହୋମଜଜ୍ଞ, ଶ୍ରାଦ୍ଧ ଇତ୍ୟାଦି କରିବା ସମୟରେ କୁକୁରକୁ ଛୁଇଁବା ଅ-ଶୁ-ଦ୍ଧ ହୋଇଥାଏ। ଏବଂ ପୂଜା ସ୍ଥାନକୁ ଓ ପୂଜା ସାମଗ୍ରୀକୁ କୁକୁର ଛୁଇଁନେବା ଅପବିତ୍ର ହୋଇଯାଏ ବୋଲି ମାନ୍ୟତା ରହିଛି। ତେଣୁ ବନ୍ଧୁଗଣ ଘରେ କୁକୁରକୁ ଆଣିପାରିବେ କିନ୍ତୁ ବନ୍ଧୁଗଣ ଏହିସବୁ ବା ଧାର୍ମିକ କାର୍ଯ୍ୟ କରିବା ସମୟରେ କୁକୁରକୁ ଛୁଇଁବା ବର୍ଜିତ ଅଟେ। ନଚେତ ସେହିସବୁ ପୂଜା ପାଠ, ହୋମ କର୍ମ,ଶ୍ରାଦ୍ଧ ଶ୍ରବଣ ସବୁ ସଫଳ ହୋଇନଥାଏ। କିମ୍ବା ତାହାର ଫଳ ମିଳିନଥାଏ। ବରଂ ଅନେକ ଅଶାନ୍ତି ଦୁଃଖ କ-ଷ୍ଟ ଇତ୍ୟାଦି ମିଳିଥାଏ। ଏହା ଦରିଦ୍ରତାର କାରଣ ମଧ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁକୁରକୁ ପ୍ରସନ୍ନ ରଖିଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତି। ଏବଂ ସମସ୍ତ ଦେବତା ପ୍ରସନ୍ନ ହେଲେ ମଣିଷର ଭାଗ୍ୟ ଉଜ୍ଵଳ ହୋଇଥାଏ। ଏବଂ ଧନ ବୈଭବର ଅଧିକାରୀ ହୋଇଥାନ୍ତି। ଏପରିକି କୁକୁର ପ୍ରସନ୍ନ ରହିଲେ ମୃ-ତ୍ୟୁ ମଧ୍ୟ ଟଳି ଯାଇଥାଏ। କାରଣ ଏହି କୁକୁର ଜମଦୂତଙ୍କୁ ପାଖରେ ପସିବାକୁ ଦିଏ ନାହିଁ। ବନ୍ଧୁଗଣ ମା ଲକ୍ଷ୍ମୀ ମଧ୍ୟ ମନୁଷ୍ୟର ପାଖ ଛାଡ଼ନ୍ତି ନାହିଁ। ଯେଉଁ ମନୁଷ୍ୟ ସମସ୍ତ ପ୍ରକାରର ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଇଥାଏ ଏହିପରି ବ୍ୟକ୍ତିର ସମସ୍ତ ପାପ ଓ ଦୋ-ଷ ଦୂର ହୋଇଥାଏ। ଏବଂ ସ୍ୱର୍ଗରେ ସ୍ଥାନ ମିଳିଥାଏ। ବନ୍ଧୁଗଣ ଆଖପାଖରେକାହାର ମୃ-ତ୍ୟୁ ହେବାର ଥିଲେ ରାତି ସମୟରେ କୁକୁର ଜୋରରେ ରାବ ଛାଡିଥାଏ। ବା କା-ନ୍ଦିଥାଏ। ଏବଂ କୁକୁରଟି କା-ନ୍ଦି ଭୂମି ଉପରେ ଗୋଡ଼ ଉପକୁ ରଖି ଶୋଇଥାଏ ଏହା ମଧ୍ୟ କାହାର ମୃ-ତ୍ୟୁ-ର ସଂକେତ ହୋଇଥାଏ।

ବନ୍ଧୁଗଣ କୁକୁର ପ୍ରେମର ପ୍ରତୀକ ହୋଇଥାଏ। ତେଣୁ କୁକୁରକୁ ନିୟମିତ ଖାଇବାକୁ ଦେଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସ୍ନେହ ପ୍ରେମ ବଢିଥାଏ। ଯେଉଁ ନାରୀ କୁକୁର ଛୁଆ ମାନଙ୍କୁ ଖାଇବାକୁ ଦିଏ ତାଙ୍କର ସନ୍ତାନମାନେ ସୁସ୍ଥ ସବଳ ହୋଇଥାନ୍ତି। ଏବଂ ତାଙ୍କୁ କେବେବି ବନ୍ଧ୍ୟଦୋଷ ଲାଗି ନଥାଏ। ଯେଉଁ ନାରୀ କୁକୁରକୁ ଗୋଇଁଠା ମାରିଥାଏ ତାର ସନ୍ତାନ ହୁଏ ନହିଁ। ବନ୍ଧ୍ୟଦୋଷ ଲାଗିଥା ବା ସନ୍ତାନମାନଙ୍କର ରାଗ ମିଳିଥାଏ। ତେଣୁ କୁକୁରକୁ ଗୋଇଁଠା ମାରିବା ଦ୍ୱାରା ଶନିଦୋଷ ଲାଗିଥାଏ। ଯେଉଁମାନେ କୁକୁରର ସେବା କରିଥାନ୍ତି ସେମାନେ ଇଶ୍ୱରଙ୍କ ଅତିପ୍ରିୟ ହୋଇଥାନ୍ତି। ଏଣୁ ବନ୍ଧୁଗଣ ଯଦି କଳା କୁକୁରକୁ ଖାଇବାକୁ ଦେବା ସମ୍ଭବ ହୁଏ ନାହିଁ ତେବେ ଯେକୌଣସି ରଙ୍ଗର କୁକୁରକୁ ଖାଇବାକୁ ଦେଇପାରିବେ। ଏହା ଅତ୍ୟନ୍ତ ଶୁଭ କାର୍ଯ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *