ନିଜର କିଡନୀକୁ ସୁସ୍ଥ ରଖିବା ପାଇଁ ଏଠାରେ ଦୁଇଟି ଏମିତି ଖାଦ୍ୟ ବିଷୟରେ କୁହାଯାଉଛି ଯେ, ଯାହାକୁ କାଢ଼ା ରୂପରେ ସେବନ କରିବା ଦ୍ୱାରା ଆପଣଙ୍କ କିଡନୀକୁ ସୁସ୍ଥ ରଖିବା ପାଇଁ ବହୁତ ସାହାଯ୍ୟ ମିଳିଥାଏ।ସ୍ୱାସ୍ଥ୍ୟ ସହିତ ଜଡିତ କେତେକ ସାମାନ୍ୟ ଦାୟିତ୍ବହୀନତା କାରଣରୁ ଅନେକ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଯାଇଥାଏ। ନିଜର ସ୍ୱାସ୍ଥ୍ୟକୁ ଉତ୍ତମ ଭାବରେ ବଜାୟ ରଖିବା ପାଇଁ ଯଦି ଆମେ ସଠିକ ସମୟରେ ସଠିକ ପଦକ୍ଷେପ ଉଠାଉ ନଥାନ୍ତି ତେବେ ଆମେ ରୋଗରେ ପଡ଼ି ଯାଇଥାନ୍ତି।
ଶରୀରରେ କିଡନୀ ସଞ୍ଚାଳନ ବିଷୟରେ ଆପଣ ମାନେ ମଧ୍ୟ ଜାଣିଥିବେ। କିଡନୀ ମୁଖ୍ୟତଃ ଶରୀରରେ ଥିବା ଅନାବଶ୍ୟକ ହାନିକାରକ ବସ୍ତୁକୁ ଛାଣି ବାହାର କରିବାର କାର୍ଯ୍ୟ କରିଥାଏ। ସେଥିପାଇଁ କିଡନୀକୁ ସୁରକ୍ଷା ଏବଂ ସୁସ୍ଥ ରଖିବା ଉଦେଶ୍ୟରେ ଆମକୁ ଅଧିକାଂଶ ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଏବଂ କାଢ଼ା ସେବନ କରିବା ଆବଶ୍ୟକ ରହିଥାଏ।
ଆପଣଙ୍କ କିଡନୀର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏଠାରେ ଏକ ବିଶେଷ କାଢ଼ା ବିଷୟରେ କୁହାଯାଇଛି। ଏହି କାଢ଼ାକୁ ବନାଇବା ପାଇଁ ଏବଂ ସେବନ କରିବା ପାଇଁ ବିଧି ସହିତ ଏହାର ସେବନ ଦ୍ୱାରା ହେଉଥିବା ଉପକାରିତା ବିଷୟରେ ମଧ୍ୟ କୁହାଯିବ।
ଲେମ୍ବୁ ଏବଂ ଅଦାର କାଢ଼ା:
ଲେମ୍ବୁ ଏବଂ ଅଦା ଦୁଇଟି ଏପରି ଖାଦ୍ୟ ପଦାର୍ଥ ଅଟେ ଯାହା ସମସ୍ତେ ନିୟମିତ ଭାବରେ ଘରେ ବ୍ୟବହାର କରିଥାନ୍ତି। କିଛି ଲୋକ ଖାଦ୍ୟ ଖାଇବା ପରେ ପାଣିରେ ଲେମ୍ବୁକୁ ମିଶାଇ ପିଇଥାନ୍ତି। ସେହିପରି ଆଉ କିଛି ଲୋକ ସକାଳୁ ଚା’ ସହିତ ମିଶାଇ ଅଦାର ସେବନ କରିଥାନ୍ତି। କିଡନୀକୁ ସୁସ୍ଥ କରି ରଖିବା ପାଇଁ ଏହି ଦୁଇଟି ଖାଦ୍ୟର ସେବନ କରିବାର ପରାମର୍ଶ ଦିଆଯାଇଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି ଏବଂ କାଢ଼ା ରୂପରେ ସେବନ କରାଗଲେ ଏହା ଆହୁରି ଅଧିକ ଲାଭବାନ ପ୍ରମାଣିତ ହୋଇଥାଏ।
ଅଦା ଏବଂ ଲେମ୍ବୁରେ ଏ।ଇତି ବିଶେଷ ପୋଷକ ତତ୍ତ୍ୱ ରହିଛି ଯାହା କିଡନୀ ସଂଚାଳନକୁ ବୁଷ୍ଟ କରିବାର ସହାୟକ ହୋଇଥାଏ। ଖାଲି ଏତିକି ନୁହେଁ ଏଥିରେ କିଡନୀକୁ ଡେଟୋକ୍ସିଫାଇ କରିବାର ଗୁଣ ମଧ୍ୟ ରହିଥାଏ। ସେଥିପାଇଁ ଯଦି ଆପଣ ମଧ୍ୟ କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଏହି କାଢ଼ାର ସେବନ କରନ୍ତୁ। ଏହାର ସେବନ ଦ୍ୱାରା କିଡନୀ ସଂଚାଳନ ସଠିକ ହେବା ସହିତ ରୋଗମୁକ୍ତ ରହିଥାଏ। କିଡନୀ ଜନିତ ସମସ୍ତ ଶାରୀରିକ କାର୍ଯ୍ୟ ଆକ୍ଟିଭ ହୁଏ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |