ପୋ-ଲିସ ତେଲେଙ୍ଗାନାରେ କୋର୍ଟରେ ଏକ କୁକୁଡ଼ାକୁ ଉପସ୍ଥାପନ କରିବ। କାରଣ ସେ ଭୁଲରେ ତା’ର ମାଲିକକୁ ହ-ତ୍ୟା କରିଥିଲା। ତେବେ ହ-ତ୍ୟା ଅଭି-ଯୋଗରେ ସେ କୁକୁଡ଼ାକୁ ଗିର-ଫ କରିଥିବା ଖବର ପୋ-ଲିସ ଅସ୍ୱୀକାର କରିଛି। ଏହି ମା-ମଲା ଜଗତିଆଲ ଜିଲ୍ଲାର ଲଥୁନୁର ଗାଁର ଅଟେ। ଯେଉଁଠାରେ ଫେବୃଆରୀ ୨୨ରେ, ବେଆଇନ କୁକୁଡ଼ାମାନଙ୍କ ଲଢ଼େଇ ପ୍ରସ୍ତୁତି ବେଳେ କୁକୁଡ଼ାଙ୍କ ଗୋଡରେ ବନ୍ଧା ହୋଇଥିବା ଛୁରୀ ହଠାତ୍ ତା’ର ମାଲିକର ଅଣ୍ଟା ତଳେ ଲାଗିଯାଇଥିଲା, ଯାହା ଫଳରେ ମାଲିକ ଆହତ ହେବା ପରେ ତା’ର ମୃ-ତ୍ୟୁ ଘଟିଥିଲା।
ସମ୍ପୁର୍ଣ ମାମଲା କ’ଣ ଥିଲା:-
ରିପୋର୍ଟ ଅନୁଯାୟୀ, ୪୫ବର୍ଷୀୟ ଥାନୁଗୁଲ୍ଲା ସତୀଶ କୁକୁଡ଼ାର ଗୋଡ଼ରେ ଏକ ‘କୋଡ଼ି କାଠୀ’ (ଏକ ବିଶେଷ ପ୍ରକାରର ଛୁରୀ) ବାନ୍ଧିଥିଲେ। କିନ୍ତୁ ଭୁଲରେ ଛୁରୀଟି ଅଣ୍ଟା ତଳେ ଲାଗି ଯାଇଥିଲା। ସେହି ସମୟରେ ସତୀଶଙ୍କ ଶରୀରରୁ ବହୁ ରକ୍ତ ପ୍ରବାହିତ ହେଉଥିବା ଦେଖି ଲୋକମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କୁ ମୃ-ତ ଘୋ-ଷଣା କରାଯାଇଥିଲା। ରାଜ୍ୟରେ କୁକୁଡ଼ା ଯୁଦ୍ଧ ଉପରେ ଏକ ନିଷେଧାଦେଶ ରହିଛି, ତେଣୁ କିଛି ଲୋକ ଏହାକୁ ଗାଁର ଜେଲ୍ଲମ୍ମା ମନ୍ଦିର ନିକଟରେ ଗୁପ୍ତରେ ଆୟୋଜନ କରିଥିଲେ।
ପୋ-ଲିସ କର୍ମଚାରୀମାନେ ନେଲେ ଯତ୍ନ:-
ଏହି ଘଟ-ଣା ପରେ ପୋ-ଲିସ କୁକୁଡ଼ାକୁ ଗୋଲାପଲ୍ଲି ପୋ-ଲିସ ଷ୍ଟେସନକୁ ଆଣିଥିଲେ। ଯେଉଁଠାରେ ତାହାକୁ ରଖାଯାଇଛି। ପୋ-ଲିସ୍ ହିଁ ତା’ର ଯତ୍ନ ନେଉଛନ୍ତି। ଶୁକ୍ରବାର ଦିନ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କୁକୁଡ଼ାକୁ ତା’ର ମାଲିକ ହ-ତ୍ୟା ଅଭିଯୋ-ଗରେ ଗିର-ଫ କରିଛି। ତେବେ ପୋ-ଲିସ ଏଭଳି ରିପୋର୍ଟକୁ ଅସ୍ୱୀକାର କରିଛି।
ପୋ-ଲିସ କୁକୁଡ଼ାକୁ ଦେଉଛି ସୁରକ୍ଷା:-
ଗୋଲାପଲ୍ଲୀ ପୋ-ଲିସ ଷ୍ଟେସନର ଅଧିକାରୀ ଜିବନ ସ୍ପଷ୍ଟ କରିଛନ୍ତି ଯେ, କୁକୁଡ଼ାକୁ ଗି-ରଫ କରାଯାଇ ନାହିଁ କିମ୍ବା ବନ୍ଦ କରାଯାଇ ନାହିଁ। ସେ କହିଛନ୍ତି ଯେ, କୁକୁଡ଼ା ସୁରକ୍ଷା ପାଇଁ ପୋ-ଲିସ ଦାୟି-ତ୍ୱ ନେଇଛି। ସେମାନେ ତାହାକୁ ନିକଟସ୍ଥ କୁକୁଡ଼ା ଫାର୍ମକୁ ପଠାଇବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।