ହ୍ୟାଣ୍ଡସମ୍ ପୁଅଙ୍କୁ ଦେଖିଲେ ଚେତା ହରାଉଛନ୍ତି ମହିଳା, ଦିନରେ ୫୦ ଥର ଚେତାଶୂନ୍ୟ ହୁଅନ୍ତି

ସୁନ୍ଦର ମହିଳାଙ୍କୁ ଦେଖି ଯେମିତି ପୁରୁଷମାନେ ଖୁସି ହୋଇଥାନ୍ତି ସେହି ପରି ହ୍ୟାଣ୍ଡସମ୍‌ ପୁରୁଷମାନଙ୍କୁ ଦେଖି ମହିଳାମାନେ ଖୁସି ହୋଇଥାନ୍ତି। ଉପରକୁ କହି ନପାରିଲେ ମଧ୍ୟ ସେମାନେ ମନେ ମନେ ଖୁସି ହୋଇଯାଇଥାନ୍ତି। କିନ୍ତୁ ହ୍ୟାଣ୍ଡସମ ପୁରୁଷକୁ ଦେଖିବା ଜଣେ ମହିଳାଙ୍କ ପାଇଁ ମ-ହ-ଙ୍ଗା ପଡୁଛି। ମହିଳା ଜଣକ ଏକ ଅଜବ ରୋଗରେ ପୀ-ଡିତ ହୋଇଥିବାର ହ୍ୟାଣ୍ଡସମ୍‌ ପୁରୁଷଙ୍କୁ ଦେଖିବା ମାତ୍ରକେ ତାଙ୍କ ପାଦ ଟଳମଳ ହେବା ସହ ବେହୋସ ହୋଇଯାଉଛନ୍ତି। କଥାଟା ଚକିତ କରି ଦେଉଥିଲେ ମଧ୍ୟ ସତ। ଏହିଭଳି ଘ-ଟ-ଣା ଇଂଲଣ୍ଡର ଜଣେ ୩୨ ବର୍ଷୀୟ ମହିଳାଙ୍କ ସହ ଘଟୁଛି। ଏହି ମହିଳା ଜଣକ ସୁନ୍ଦର ହ୍ୟାଣ୍ଡସମ ପୁରୁଷଙ୍କ ସହ ଆଖି ମିଶାଇବା କ୍ଷ-ଣି ଚେତା ହରାଇ ବସିଥାନ୍ତି।

ମହିଳାଜଣଙ୍କ ହେଲେ ଇଂଲଣ୍ଡର କିର୍ଷ୍ଟି ବ୍ରାଉନ୍‌। ସାଧାରଣତଃ ସେ ଦିନକୁ ପାଞ୍ଚଥର ବେହୋସ୍‌ ହେଉଥିବାର କହନ୍ତି। କିନ୍ତୁ ବେଳେବେଳେ ଏହି ସଂଖ୍ୟା ଦିନରେ ୫୦ଥରରୁ ଅଧିକ ହୋଇଯାଏ। ହେଲେ ମାତ୍ର ଦୁଇ ମିନିଟ୍ ଭିତରେ ପୁଣି ଭଲ ହୋଇଯାଆନ୍ତି। କିର୍ଷ୍ଟି କାଟାପ୍ଲେସି ନାମକ ଏକ ବ୍ରେନ୍‌ ଡିସ୍‌ଅର୍ଡର(ମସ୍ତିଷ୍କ ରୋଗ)ରେ ପୀ-ଡ଼ିତ। ଏହି ରୋଗରେ ପୀଡ଼ିତ ଲୋକଙ୍କ ମନରେ କ୍ରୋ-ଧ, ଡର ଏବଂ ଖୁସି ଭଳି ଭାବପ୍ରବଣତା ସୃଷ୍ଟି ହେବା ମାତ୍ରେ ସେମାନଙ୍କର ମାଂସପେଶୀ ପକ୍ଷା-ଘାତ ହୋଇଯାଏ। ଏପରି ଘ-ଟ-ଣା ବିରଳ ଅଟେ। ଏଣୁ କିର୍ଷ୍ଟି ଯେତେବେଳେ ବାହାରକୁ ଆସନ୍ତି ମୁଣ୍ଡ ନୁଆଁଇ ଚାଲିବାକୁ ବାଧ୍ୟ ହୁଅନ୍ତି। କାରଣ ସେ ପୁରୁଷମାନଙ୍କର ମୁହିଁ ନଦେଖିବା ପାଇଁ ଚେ-ଷ୍ଟା କରିଥାନ୍ତି।

ନିଜର ଏକ ଅନୁଭୂତି ବିଷୟରେ ବର୍ଣ୍ଣନା କରି ସେ କୁହନ୍ତି ଯେ, ଥରେ ସପିଂ ପାଇଁ ବଜାରକୁ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା, ସେ ପୂର୍ବରୁ ମଧ୍ୟ ସେ ବ୍ୟକ୍ତିଙ୍କୁ ଦେଖିଥିବାରୁ ଟିକିଏ ଖୁସି ହୋଇଯାଇଥିଲେ । ଏହା ପରେ ହ-ଠାତ ତାଙ୍କ ଗୋଡ ଏଣେତେଣେ ପଡ଼ିବା ଆରମ୍ଭ କରିଥିଲା ଓ ଚେତ-ଶୂନ୍ୟ ହୋଇଯାଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ସାଙ୍ଗରେ ଯାଇଥିବା ସମ୍ପର୍କୀୟମାନେ ଚିନ୍ତାରେ ପଡ଼ିଯାଇଥିଲେ।

ଏହି ରୋଗ ତାଙ୍କର ଜନ୍ମ ଜାତ ହୋଇଥିବା ବେଳେ, ୯ ବର୍ଷ ବୟସରେ ତାଙ୍କ ମୁଣ୍ଡରେ ଲାଗିଥିବା ଆ-ଘା-ତ କାରଣରୁ ଏହା ଅଧିକ ବଢ଼ି ଯାଇଥିଲା। କିର୍ଷ୍ଟିଙ୍କର ଏବେ ଦୁଇଟି ସନ୍ତାନ ଅଛନ୍ତି। କିର୍ଷ୍ଟିଙ୍କ ଏହି ରୋ-ଗ ପାଇଁ ତାଙ୍କୁ ଅନେକ ଜାଗାରେ ଅପଦସ୍ତ୍ ହେବାକୁ ପଡ଼ିଥାଏ ବୋଲି ସେ କୁହନ୍ତି। ଏହାସହ ତାଙ୍କୁ ଚାକିରି ପାଇବାରେ ଅସୁବିଧା ହେଉଛି ବୋଲି ସେ କୁହନ୍ତି। କିର୍ଷ୍ଟିଙ୍କ କହିବାନୁସାରେ, ସେ କାହା ସହିତ କଥା ହେବ ସମୟରେ କିମ୍ବା ହସିବା ସମୟରେ ମଧ୍ୟ ସେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଏଡାଇବା ପାଇଁ, ସେ ତାଙ୍କର ଭାବନାକୁ ବହୁତ ନିୟନ୍ତ୍ରଣ କରିବାକୁ ପଡିଥାଏ। କିର୍ଷ୍ଟିଙ୍କ ଏହି ରୋଗ ଅତ୍ୟ-ନ୍ତ ଦୁର୍ଲଭ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *