କ୍ରିକେଟର କ୍ରୁନାଲ ପାଣ୍ଡ୍ୟା ଓ ପତ୍ନୀ ପାନଖୁରୀ ଶର୍ମାଙ୍କ ଜବରଦସ୍ତ ଡ୍ୟାନ୍ସ,ଦେଖନ୍ତୁ ଭିଡିଓ

ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ବର୍ତ୍ତମାନ ତାଙ୍କ ପରିବାର ସହିତ ମୁମ୍ବାଇରେ ସମୟ ବିତାଉଛନ୍ତି।କ୍ରୁନାଲ ଅନେକ ସମୟରେ ତାଙ୍କ ପତ୍ନୀ ପାନଖୁରୀ ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ସୋସିଆଲ ମିଡ଼ିଆର ସେୟାର କରୁଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

କାଜାରାରେ ଗୀତରେ ଜବରଦସ୍ତ ଡ୍ୟାନ୍ସ

କ୍ରୁନାଲ ପାଣ୍ଡ୍ୟା ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଓ ତାଙ୍କ ପତ୍ନୀ ପାନଖୁରୀ ଶର୍ମାଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।ଓ ସେ ‘ବଣ୍ଟି ଅର ବବଲି’ର ପ୍ରସିଦ୍ଧ ଗୀତ ‘ କାଜାରେ-କାଜାରେ ତେରା କାରେ କାରେ ନେନା ‘କୁ ଚୟନ କରିଛନ୍ତି।

ଭିଡିଓ ହୋଇଛି ଭାଇରାଲ

କ୍ରୁନାଲ ପାଣ୍ଡ୍ୟା ଏବଂ ପାନଖୁରୀ ଶର୍ମାଙ୍କ ଏହି ସୁପର ଡ୍ୟାନ୍ସ ଭିଡିଓ ଇଣ୍ଟରନେଟରେ ବୋବାଲ କରୁଛି। ଲୋକମାନେ ଏହାକୁ ଲାଇକି ଓ ସେୟାର କରୁଛନ୍ତି ।ଓ ଏହି ଗୀତଟିକୁ ବଲିଉଡର ପ୍ରସିଦ୍ଧ ପ୍ଲେକ୍ ସିଙ୍ଗର ଆଲିଶା ଚାଇନା ଗାଇଥିଲେ। ଏହି ଗୀତ ଅମିତା ବଚ୍ଚନ, ଅଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଉପରେ ଉଲ୍ଲେଖନୀୟ କଥା ହେଉଛି, ଏହି ଗୀତଟିକୁ ବଲିଉଡର ପ୍ରସିଦ୍ଧ ପ୍ଲେକ୍ ଗାୟକ ଆଲିଶା ଚାଇନା ଗାଇଥିଲେ। ଏହି ଗୀତ ଅମିତାଭ ବଚ୍ଚନ, ଅଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ନେଇ ହୋଇଥିଲା।

Leave a Reply

Your email address will not be published. Required fields are marked *