ଆପଣ ଗରମରେ ଶୋଷ ମେଣ୍ଟଉ ଥିବା ଲାଲ୍ ତରଭୁଜ ତୋ ଖୁବ୍ ଖାଇଥିବେ କିନ୍ତୁ ହଳଦିଆ ତରଭୁଜ ବୋଧ ହୁଏ ଦେଖିନଥିବେ। ହଁ ଆଜ୍ଞା, ଝାଡ଼ଖଣ୍ଡ ର ରାମଗଡ ର ଏକ କୃଷକ ଏମିତି ତରଭୁଜ ଉତ୍ପନ୍ନ କରିଛନ୍ତି ଯାହାର ରଙ୍ଗ ହଳଦିଆ ଅଟେ। କୃଷକ ଜଣଙ୍କ ହଳଦିଆ ତରଭୁଜର ଗଛ କରି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ରାଜେନ୍ଦ୍ର ଵୋଦିୟା ନାମକ କୃଷକ ହଳଦିଆ ତାଇବାନୀ ତରଭୁଜ ର ଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ପରଠାରୁ ପୁରା ଅଞ୍ଚଳରେ କୃଷକର ପ୍ରଶଂସା ହେଉଛି।
ଏହି ଘଟଣା ଗୋଲା ଅଂଚଳର ଚୋକଡ଼ବେଡ଼ା ଗାଁ ର ଅଟେ। ଗାଁ ର ଜଣେ କୃଷକ ରାଜେନ୍ଦ୍ର ଵୋଦିୟା କଠିନ ପରିଶ୍ରମ ରେ ପ୍ରଥମ ଥରରେ ହଳଦିଆ ତରଭୁଜ ଚାଷ କରିଛନ୍ତି। ରାଜେନ୍ଦ୍ର ଦେଶୀ ନୁହଁ ତାଇବାଣୀ ତରଭୁଜ ଉତ୍ପନ କରିଛନ୍ତି। ଏହାପାଇଁ କୃଷକ ଜଣକ ଅନଲାଇନ୍ ରୁ ମଞ୍ଜି ଆଣି ଚାଷ କରିଥିଲେ। ଏହି ହଳଦିଆ ତରଭୁଜ ର ରଙ୍ଗ ଏବଂ ଆକାର ଲାଲ୍ ତରଭୁଜ ପରି ଅଟେ। କିନ୍ତୁ ଯେତେବେଳେ ଏହାକୁ କଟାଯାଏ ସେଥିରୁ ଲାଲ୍ ସ୍ଥାନ ରେ ହଳଦିଆ ତରଭୁଜ ବାହାରୁଛି।
ଏହି ଫସଲ ବିଷୟରେ ଶୁଣି ଲୋକ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି। କୃଷକ ଜଣକ ହଳଦିଆ ତରଭୁଜର ଚାଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ତରଭୁଜ ଅମୂଲ୍ୟ ହାଇବ୍ରିଡ୍ ଜାତିର ଅଟେ। ଯାହାର ରଙ୍ଗ ବାହାରୁ ସାମାନ୍ୟ ତରଭୁଜ ପରି ସବୁଜ ଅଟେ। କିନ୍ତୁ କାଟିବ ପରେ ଭିତରେ ଲାଲ୍ ବଦଳରେ ହଳଦିଆ ବାହାରୁଛି। ଏହା ସ୍ୱାଦରେ ମିଠା ଏବଂ ଖାଇଲେ ଅଧିକ ରସ ପୂର୍ଣ୍ଣ ଅଟେ।
କୃଷକ ରାଜେନ୍ଦ୍ର ଵୋଦିୟା ଙ୍କ କହିବା ଅନୁସାରେ କି ତଇବାନ୍ ରୁ ଅନଲାଇନ୍ ମଞ୍ଜି ହାଟ ମାଧ୍ୟମ ରେ ଆଠଶହ ଟଙ୍କାରେ ଦଶ ଗ୍ରାମ୍ ଅଲଗା ଜାତିର ମଞ୍ଜି ମଗେଇଥିଲି। ମୁଁ ନିଜର ଏକ ଛୋଟ କ୍ଷେତ ରେ ପ୍ରୟୋଗ କଲି ଏହି ରାସ୍ତା ରେ ପ୍ଲାଷ୍ଟିକ ଷ୍ଟେଜ୍ ଏବଂ ଜଳ ସେଚନ ପଦ୍ଧତି ରେ ଚାଷ କଲି। ତାପରେ ସେ କହିଲେ କି କ୍ଷେତରେ ମୁଁ 15 କୁଇଣ୍ଟାଲ୍ ରୁ ଅଧିକ ହଳଦିଆ ତରଭୁଜ ର ଉତ୍ପନ୍ନ ହୋଇଛି। ଯଦି ମୂଲ୍ୟ ଠିକ୍ ମିଳିଲା ତୋ କମ୍ ସେ କମ୍ 22 ହଜାର ଟଙ୍କାର ଆମଦାନୀ ହେଇ ପାରିବ। ଯାହା ଲଗେଇଥିବ ମୂଲ୍ୟର ତିନି ଗୁଣା ଅଧିକ ହେବ। ଏହାର ଏତେ ଅଧିକ ଉତ୍ପାଦନ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ।
ହଳଦିଆ ରଙ୍ଗର ତରଭୁଜ ଲୋକଙ୍କୁ ବହୁତ ଆକର୍ଷଣ କରୁଛି। ଗ୍ରାମର ସୁନୀଲ କୁମାର କହୁଛନ୍ତି କି ହଳଦିଆ ତରଭୁଜ ଖାଇବା ପାଇଁ ବହୁତ ସ୍ଵାଦିଷ୍ଟ ଲାଗୁଚି। ତରଭୁଜ ପ୍ରକୃତରେ ବହୁତ ଭଲ ଅଟେ। ଆମ୍ଭେମାନେ ଚାହୁଁଚୁ କି ଗାଁ ରେ ତରଭୁଜର ଗଛ ଆହୁରି ହେଉ ଯାହା ଫଳରେ ରୋଜଗାର ଉତ୍ସ ବୃଦ୍ଧି ହେଉ। ମୁଖିଆ ପ୍ରତିନିଧି କୋଲେସ୍ୱର ଵୋଦିୟା ଙ୍କ କହିବାକୁ ଚାହୁଁଛନ୍ତି କି ହଳଦିଆ ତରଭୁଜ ବହୁତ ସ୍ୱାଦିଷ୍ଟ ଲାଗୁଛି। ରାଜେନ୍ଦ୍ର ଵୋଦିୟା ଙ୍କୁ ଦେଖି ଅନେକ କୃଷକ ହଳଦିଆ ତରଭୁଜର ଗଛ କରିବା ପାଇଁ ଚିନ୍ତା କରୁଛନ୍ତି।
ତଥାପି, ରାମଗଡ଼ ର ଗୋଲା ବ୍ଲକ ର ଅଂଚଳ କୃଷି ଵହୁଳ ଅଂଚଳ ଭାବରେ ଜଣାଶୁଣା। ଏହି ଅଂଚଳ କୃଷକ ଏକ ପ୍ରକାରର ଆଧୁନିକ ଚାଷ କାର୍ଯ୍ୟ କରି ଆସିଛନ୍ତି। ଏପରିକି ଏହି ସ୍ଥାନ ର କୃଷକ ମାନଙ୍କୁ ଇସ୍ରାଏଲ୍ କୁ ଚାଷର ଗୁଣ ଜାଣିବ ପାଇଁ ପଠାଯାଇଥିଲା। ଇତି ମଧ୍ୟରେ, ଚାଷୀ ତାଇବାନ୍ ରୁ ମଞ୍ଜି ମଗେଇ ତାଇବାନୀ ତରଭୁଜ ଉତ୍ପନ୍ନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।