କରୋନା କାରଣରୁ ବର୍ତ୍ତମାନ ମଧ୍ୟ ଲୋକମାନେ ଭୟର ବାତାବରଣ ମଧ୍ୟ ଜୀବନ ବିତାଉଛନ୍ତି | ଅନେକ ଲୋକ ପ୍ରତ୍ୟେକ ଦିନ ଭାଇରସର କବଳରେ ଆସୁଛନ୍ତି | ଲୋକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଅନେକ କୋଠାର ପଦକ୍ଷେପ ଉଠାଉଛନ୍ତି | ତେବେ ସାଧାରଣ ଲୋକଙ୍କ ପରି ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ନିଜ ନିଜ କାର୍ଯ୍ୟ କ୍ଷେତ୍ରକୁ ଫେରୁଛନ୍ତି | ସେହିପରି ବର୍ତ୍ତମାନ ଇଭେଣ୍ଟ ଗୁଡିକର ମଧ୍ୟ ଆୟୋଜନ ଆରମ୍ଭ ହୋଇଯାଇଛି | ଶନିବାର ଦିନ ମୁମ୍ବାଇର ଫିଲ୍ମ ସିଟିରେ ଜୀ ରୀସ୍ତେ ଆୱାର୍ଡସ ୨୦୨୦ର ଆୟୋଜନ କରାଯାଇଥିଲା | ଆୱାର୍ଡସର ରେଡ କାର୍ପେଟରେ ଟେଲିଭିଜନ ସେଲିବ୍ରେଟି ବହୁତ ଡିଜାଇନର ଏବଂ ଷ୍ଟାଇଲିସ ପୋଷାକରେ ନଜର ଆସିଥିଲେ | ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫଙ୍କସନ ପାଇଁ ସେଲିବ୍ରେଟିଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା |
କୁମକୁମ ଭାଗ୍ୟର ଶବିର ଆହଲୁବାଲିୟା ନିଜ ସିଲଭର ସ୍କ୍ରିନ ପତ୍ନୀ ଯାହାର ଭୂମିକାରେ ସୃତି ଝା ଅଭିନୟ କରୁଛନ୍ତି, ତାଙ୍କ ସହିତ ନଜର ଆସିଥିଲେ | ଉଭୟ ଫୋଟୋଗ୍ରାଫରଙ୍କୁ ରୋମାଣ୍ଟିକ ପୋଜ ମଧ୍ୟ ଦେଇଥିଲେ | ଏହାଛଡା ନେହା ମରଦା, ମୁଗ୍ଧା ଚାପେକର, ଶ୍ରଦ୍ଧା ଆର୍ୟା, କନିକା ମାନ, ରୀମ ଶେଖ, ସେହବାନ ଅଜୀମଙ୍କ ସହିତ ରେଡ କାର୍ପେଟରେ ନଜର ଆସିଥିଲେ |
ପର୍ଲ ଵୀ ପୁରୀ ଏବଂ ନିକ୍କୀ ଶର୍ମା କଳା ରଙ୍ଗର ପୋଷାକରେ ନଜର ଆସିଥିଲେ |
ହଳଦିଆ ରଙ୍ଗର ବୋଲ୍ଡ ଡ୍ରେସରେ ନଜର ଆସିଥିଲେ ଟେଲିଭିଜନ ଅଭିନେତ୍ରୀ ନେହା ମରଦା |
କସୌଟୀ ଜିଦେଗୀରେ ନଜର ଆସିଥିବା ପୂଜା ବାନାର୍ଜୀ ଷ୍ଟାଇଲିସ ଲୁକରେ ନଜର ଆସିଲେ | ସେ ଫୋଟୋଗ୍ରାଫରଙ୍କୁ ଜବରଦସ୍ତ ପୋଜ ଦେଇଥିଲେ |
ଟେଲିଭିଜନର କୁମକୁମ ନାମରେ ପ୍ରସିଦ୍ଧ ଜୁହି ପରମାର ଏବଂ ଶକ୍ତି ମୋହନ | ଜୁହି ଏହି ଅବସରରେ ଧଳା ରଙ୍ଗର ଗାଉନ ପିନ୍ଧିଥିଲେ |
ମୁଗ୍ଧା ଚାପେକର ଏବଂ କୃଷ୍ଣା କୌଲ ବ୍ଲୁ ରଙ୍ଗର ମ୍ୟାଚିଙ୍ଗ ପୋଷାକରେ ସ୍ପଟ ହୋଇଥିଲେ |
ପ୍ରତିଭା ରତ୍ନା ଏବଂ ରାଜୀବ ସିଂହ |
ଧଳା ଏବଂ ସିଲଭର ରଙ୍ଗର ବୋଲ୍ଡ ଡ୍ରେସରେ ନଜର ଆସିଲେ ଅଞ୍ଜୁମ ଫଖରୀ |
ରୀମ ଶେଖ ଏବଂ ସେହବାନ ଅଜୀମ ମଧ୍ୟ ଫୋଟୋଗ୍ରାଫରଙ୍କୁ ହସି ପୋଜ ଦେଇଥିଲେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।