ମୁଁ ଧ-ନ୍ଦା କଲି କଣ ହେଲା ? ତମେ ମାନେ କେଉଁ ଭଲ ଯେ …..ଏମିତି କିଛି କହିଲେ ଅର୍ଚ୍ଚନା :-

ରାଜଧାନୀରେ ସେ-କ୍ସ ରା-କେଟ ସମ୍ବନ୍ଧୀୟ ଚର୍ଚ୍ଚାର ବିଷୟ ସାଜିଥିବା ଅର୍ଚ୍ଚନା ମାମ-ଲା ବର୍ତ୍ତମାନ ସୁଦ୍ଧା ଥମିବାକୁ ନାମ ନେଉନାହିଁ । ଏପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ବି ଫେ-ରାର । ତେବେ କହିବାକୁ ଗଲେ ଘଟ-ଣାର ପ-ର୍ଦାଫା-ସ ହେବା ପରେ ଠାରୁ ଅର୍ଚ୍ଚନା ଜେ-ଲରେ ଅଛନ୍ତି । ଧୀରେ ଧୀରେ ତାଙ୍କର ସବୁ କଳା କାର-ନାମା ବିଷୟରେ ଜଣା ପଡ଼ିଛି । କେଉଁଠାରୁ ସେ ସବୁକିଛି ଆରମ୍ଭ କରିଥିଲେ ଏବଂ କେଉଁଠି ଫ-ସିଥିଲେ , ସେ ସବୁକିଛି ଧ-ରା ପଡ଼ିବାରେ ଲାଗିଛି ।

ତେବେ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ନାଁରେ ଆଉ ଅନ୍ୟ କୌଣସି ଅପ-ରାଧ ବିଷୟରେ ଶୁଣିବାକୁ ମିଳିନାହିଁ । କେବଳ ସେ-କ୍ସ ରାକେ-ଟର କିଛି ଘ-ଟଣା ଶୁଣିବାକୁ ମିଳୁଛି । ପ୍ରଥମରୁ ହିଁ ଏହି କଥା ସବୁ ଶୁଣିବାକୁ ମିଳିଥିଲା ଯେ କିପରି ଅର୍ଚ୍ଚନା ବଡ଼ ବଡ଼ିଆଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖି ତାଙ୍କୁ ବ୍ଲା-କମେ-ଲ କରି ଟଙ୍କା ଲୁ-ଟୁଥିଲେ । ଆଉ ଏସବୁ ବିଷୟରେ ଜଣା ପଡ଼ିଲେ ହେଁ ଏବେ ସୁଦ୍ଧା ସେହି ବଡ଼ ବଡ଼ିଆଙ୍କ ମଧ୍ୟରୁ କେହିବି ଅର୍ଚ୍ଚନାଙ୍କ ନାମରେ ଅଭି-ଯୋଗ ଦେବାକୁ ଆସି ନାହାଁନ୍ତି । କାରଣ ଏଥିରେ ଅର୍ଚ୍ଚନାଙ୍କ ଭୁଲ କମ ବରଂ ସେମାନଙ୍କ ଭୁଲ ଅଧିକ ଲାଗୁଛି ।

କାରଣ ହୁଏତ ଅର୍ଚ୍ଚନା ଟଙ୍କା ପାଇଁ ନିଜ ସ୍ୱାମୀଙ୍କ ସହିତ ତାଙ୍କ ସହଯୋଗରେ ଏସବୁ କାମ ଆରମ୍ଭ କରିଥିଲେ । କିନ୍ତୁ ସବୁଠାରୁ ବଡ଼ ଦୋ-ଷୀ ହେଉଛନ୍ତି ସେହି ନେତା ମନ୍ତ୍ରୀ ଯେଉଁମାନେ ନିଜର ଦେହର ଭୋ-କ ମେଣ୍ଟା-ଇବାକୁ ଅର୍ଚ୍ଚନାଙ୍କ ପାଖକୁ ଆସୁଥିଲେ । ତେବେ ଯେ ଅର୍ଚ୍ଚନା ଟଙ୍କା ପାଇଁ କାହା ସହ ଶାରୀ-ରିକ ସ-ମ୍ପର୍କ ରଖି ଚ-ରିତ୍ର ହୀନା ହୋଇଗଲେ ତାହା ସମ୍ପୂର୍ଣ୍ଣ ଭୁଲ କାରଣ ଯୌ-ନ ଲାଳ-ସାକୁ ମେଣ୍ଟା-ଇବା ପାଇଁ ଯୁବକ ଏବଂ ବୃଦ୍ଧ ନିଜ ସ୍ତ୍ରୀ କୁ ଧୋ-କା ଦେଇ ଯେଉଁ ଅନ୍ୟ ମହିଳା ସହ ଶାରୀ-ରିକ ସ-ମ୍ପର୍କ ରଖୁଛନ୍ତି ତାହା କେତେ ଦୂର ଗ୍ରହଣୀୟ ହେବ ।

ତେବେ ସତ କହିବାକୁ ଗଲେ ଅର୍ଚ୍ଚନାଙ୍କ ନାମରେ ଏବେ ସୁଦ୍ଧା ସେହି ସବୁ ଖବର କେବଳ ଶୁଣିବାକୁ ମିଳିଛି । ତାହା ବ୍ୟତୀତ ତାଙ୍କ ବିରୋ-ଧରେ କୌଣସି ଦୃଢ଼ ପ୍ରମାଣ ସୁଦ୍ଧା ମିଳିନାହିଁ । କେବଳ ଅକ୍ଷୟ ପରିଜା ସମ୍ବନ୍ଧୀୟ ଖବର ଠାରୁ ହିଁ ତାଙ୍କ କାର-ନାମାର ପର-ଦାଫା-ଶ ହୋଇଥିଲା । ଏବେ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ସହିତ ତାଙ୍କର ଅନ୍ତ-ରଙ୍ଗ ମୁହୂ-ର୍ତ୍ତରେ ଫୋଟ କିମ୍ବା ଭିଡ଼ିଓ ମଧ୍ୟ ଭାଇରଲ ହୋଇନାହିଁ ।

Leave a Reply

Your email address will not be published. Required fields are marked *