ବରୁଣ-ନତାଶା ଙ୍କ ଭଳି ବଲିଉଡ୍ ର ୬ଜଣ ଭାଗ୍ୟବାନ ଦମ୍ପତି ଯିଏ କି ନିଜର ପିଲାଦିନର ସାଥି କୁ ନିଜର ଜୀବନ ସାଥି କରିଛନ୍ତି

ମୁମ୍ବାଇ: ବରୁଣ ଧବନ୍ ଓ ନତାଶା ଦଲାଲ୍ ଙ୍କର ବାହାଘରର ବିଧି ଆରମ୍ଭ ହୋଇଗଲାଣି। ୨୩ ଜାନୁଆରୀ ଶନିବାର ଦିନ ସେମାନଙ୍କର ମେହେନ୍ଦି ଓ ହଲଦି୍ର ଆୟୋଜନ କରାଯାଇଥିଲା।୨୪ ଜାନୁୟାରୀ ସେମାନଙ୍କର ବିବାହ ବନ୍ଧନ ଧାର୍ଯ୍ୟ କରାଯାଇଛି। ବହୁତ ସମୟ ଧରି ସେମାନଙ୍କର ବିବାହ ବିଷୟରେ ଚର୍ଚ୍ଚା ଚାଲିଛି।୨୦୨୦ ମସିହାରେ ସେମାନଙ୍କ ବିବାହ ଧାର୍ଯ୍ୟ କରାଯାଇଥିବା ସତ୍ତ୍ବେ କରୋନା ଓ ଲକଡାଉନ୍ ପାଇଁ ସ୍ଥଗିତ କରିବାକୁ ପଡିଲା। କିନ୍ତୁ ଏବେ ସେ ଶୁଭ ମୁହୁର୍ତ୍ତ ଆସି ଯାଇଛି। ସେମାନେ ବନ୍ଧୁରୁ ବାନ୍ଧବୀ ହେବାକୁ ଯାଉଛନ୍ତି। ଆଜ୍ଞା ହଁ ଖୁବ କମ ଲୋକ ଜାଣିଛନ୍ତି କି ସେମାନେ ପିଲାଦିନର ସାଙ୍ଗ। ଏମାନେ ପ୍ରଥମ ନୁହନ୍ତି ଯିଏ କି ପିଲାଦିନର ସାଥି। ବଲିଉଡ୍ ର ଅନେକ ଦମ୍ପତି ଅଛନ୍ତି ଆଉ ସେମାନେ ମଧ୍ୟ ନିଜ ସାଂସାରିକ ଜୀବନରେ ଖୁସିରେ ଅଛନ୍ତି।

ଆୟୁଷ୍ମାନ ଖୁରାନା – ତାହିରା କଶ୍ୟପ

आयुष्मान खुराना-ताहिरा कश्यप

'विक्की डोनर', 'आर्टिकल 15' और 'ड्रीम गर्ल' जैसी फिल्मों से सबके दिलों पर राज करने वाले आयुष्मान खुराना ने बचपन की दोस्त ताहिरा कश्यप से शादी की है। स्कूल के दिनों में दोनों साथ में पढ़ाई करते थे। उन दिनों से ही वो एक-दूसरे को चाहने लगे थे। एक-दूसरे को काफी समय तक डेट करने के बाद दोनों ने 2011 में शादी कर ली थी। (शादी- 2008 से अबतक)

‘ବିକ୍କି ଡୋନର୍’ ,’ଆଟିକିଲ୍ ୧୫’ ଓ ‘ଡ୍ରିମ୍ ର୍ଗାଲ୍’ ଫିଲ୍ମ ର ଅଭିନେତା ଆୟୁଷ୍ମାନ ଖୁରାନା ନିଜର ପିଲାଦିନର ସାଥି କୁ ବିବାହ କରିଛନ୍ତି। ସ୍କୁଲ୍ ବେଳୁ ଦୁହେଁ ସାଙ୍ଗହୋଇ ପଢୁଥିଲେ। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ସେମାନେ ୨୦୧୧ ମସିହାରେ ବିବାହ କରିଥିଲେ।

ହ୍ରିତ୍ତିକ୍ ରୋଶନ୍ – ସୁଜେନ୍ ଖାନ୍

ऋतिक रोशन-सुजैन खान

ऋतिक रोशन ने करियर के शुरुआती दिनों में ही शादी कर ली थी। उन्होंने बिना कुछ सोचे समझे अपने बचपन के प्यार और फ्रेंड सुजैन खान से शादी की थी। एक्टर ने 2000 में 'कहो ना प्यार है' से बॉलीवुड में डेब्यू किया था और वो इसी से हिट हो गए थे। इसके हिट हो जाने के बाद ऋतिक ने उसी साल दिसंबर में सुजैन से शादी कर ली थी। हालांकि, अब दोनों का तलाक हो चुका है और वो अब एक-दूसरे से अलग रहते हैं। दोनों के दो बच्चे ह्रिधान और ह्रेहान रोशन है। (शादी- 2000–2014 तक।)

ହ୍ରିତ୍ତିକ୍ ରୋଶନ୍ ତାଙ୍କ କ୍ୟାରିୟର ଆରମ୍ଭରୁ ହିଁ ବିବାହ କରିନେଇଥିଲେ। ସେ କିଛି ନ ଭାବି ନ ଚିନ୍ତା କରି ନିଜର ପିଲାଦିନର ସାଥି କୁ ବିବାହ କରିଥିଲେ। ଏହି ଅଭିନେତା ହିନ୍ଦୀ ଚଳଚ୍ଚିତ୍ରର ‘କହୋ ନା ପ୍ୟାର ହେ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ତାହା ସୁପରହିଟ ମଧ୍ୟ ହୋଇଥିଲା।

ଯାୟେଦ୍ ଖାନ୍ – ମଲାଇକା ପାରେଖ୍

ଯାୟେଦ୍ ଖାନ୍ ଚଳଚ୍ଚିତ୍ର ଜଗତରେ ସୁପରହିଟ ହୋଇନଥିଲେ ମଧ୍ୟ ସାଂସାରିକ ଜୀବନରେ ଖୁସିରେ ଅଛନ୍ତି। ସେ ତାଙ୍କର ପିଲାଦିନର ସାଥି କୁ ବିବାହ କରିଛନ୍ତି।ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କର ସାକ୍ଷାତ ହୋଇଥିଲା। ତାପରେ ସେମାନେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଲେ।

ଇମ୍ରାନ୍ ଖାନ୍ – ଅବଂତିକା ମଲିକ

କୁହାଯାଏ ଯେ ପ୍ରେମ ଅଧା ରହିଯାଏ। ଆଉ ଯିଏ ପ୍ରେମକୁ ପୂରା କରିବାକୁ ଚାହିଁବ ସେ ଜାତି, ଧର୍ମ ଓ ରଙ୍ଗ ‌କିଛି ଖାତିରି ନକରି ପ୍ରେମକୁ ସଫଳ କରିଥାନ୍ତି। ସେମାନେ ସାରା ଦୁନିଆ ସହ ଲଢେ଼ଇ କରି ନିଜ ପ୍ରିୟତମାକୁ ପାଇବାକୁ ଚେଷ୍ଟା କରିଥାଏ। ଇମ୍ରାନ୍ ଖାନ୍ ଏମିତି ଏକ ପ୍ରେମିକ ଥିଲେ। ସେ ଜାତି ଧର୍ମ ବର୍ଣ୍ଣ ନ ଦେଖି ନିଜର ପିଲାଦିନର ସାଥି ଅବଂତିକା ସହିତ ବିବାହ କରିଥିଲେ। ବର୍ତମାନ ଏବେ ସେମାନଙ୍କ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଛି।

ଫର୍ଦିନ୍ ଖାନ୍ – ନତାଶା ମାଧୱନୀ

ବହୁତ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୁରେଇ ରହିଥିବା ଫର୍ଦିନ୍ ଖାନ୍ ବି ନିଜର ପିଲାଦିନର ସାଥି କୁ ବିବାହ କରିଛନ୍ତି। ତାଙ୍କ ପତ୍ନୀ ଙ୍କ ନାଁ ନତାଶା ମାଧୱନୀ। ଦୁହେଁ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ। ଏହାପରେ ସେମାନେ ପ୍ରେମ ବନ୍ଧନରେ ବାନ୍ଧି ହେଲେ ଓ ତାପରେ ବିବାହ କରିଥିଲେ।

ଶାରୁଖ୍ ଖାନ୍- ଗୈାରୀ ଖାନ୍

ଦେଶର ରାଜଧାନୀ ଦିଲ୍ଲୀ ସହିତ ଜଡିତ ଥିବାଶାରୁଖ୍ ଖାନ୍ ୧୯୯୧ ମସିହାରେ ଗୈାରୀ ଖାନ୍ ସହିତ ବିବାହ କରିଥିଲେ। ଏହା ଆଗରୁ ମଧ୍ୟ ଏମାନେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣିଥିଲେ। ସ୍କୁଲ୍ ବେଳୁ ଶାରୁଖ୍ ଖାନ୍ ଗୈାରୀ ଖାନ୍ ଙ୍କୁ ପସନ୍ଦ କରୁଥିଲେ। ସେମାନଙ୍କ ବିବାହକ ୩୦ ବର୍ଷ ହୋଇଥିବା ପରେ ମଧ୍ୟ ସେମାନେ ଖୁବ୍ ଖୁସି ଅଛନ୍ତି।

Leave a Reply

Your email address will not be published. Required fields are marked *