ସୋସିଆଲ ମିଡ଼ିଆ (Social Media)ରେ ଜଣେ ଛୁଆ (Girl Crying For Husband)ର ଭିଡିଓ ଜୋରରେ ଭାଇ-ରାଲ (Viral Video) ହେଉଛି। ଛୁଆଟି କାନ୍ଦିକାନ୍ଦି ମାଆଙ୍କୁ ଏମିତି କଥା କହିଛି, ଯାହାକୁ ଶୁଣିଲେ ଆପଣଙ୍କୁ ମଧ୍ୟ ହସ ଲାଗିବ। ଛୁଆଟି କାନ୍ଦିକାନ୍ଦି ମାଆଙ୍କୁ କହିଥିଲା- ‘ମୁଁ ସ୍ବାମୀଙ୍କ ପାଖକୁ ଯିବାକୁ ଚାହୁଁଛି।’
ସୋସିଆଲ ମିଡ଼ିଆ (Social Media) ରେ ଜଣେ ଛୁଆ (Girl Crying For Husband)ର ଭିଡିଓ ଜୋରରେ ଭାଇ-ରାଲ (Viral Video) ହେଉଛି। ଛୁଆଟି କାନ୍ଦିକାନ୍ଦି ମାଆଙ୍କୁ ଏମିତି କଥା କହିଛି, ଯାହାକୁ ଶୁଣିଲେ ସବୁ ଲୋକ ହସିହସି ଗଡିଯିବେ। ଛୁଆଟି କାନ୍ଦିକାନ୍ଦି ମାଆଙ୍କୁ କହିଲେ- ‘ମୁଁ ସ୍ବାମୀଙ୍କ ପାଖକୁ ଯିବାକୁ ଚାହୁଁଛି…’ ଏତିକି ଶୁଣିବା ପରେ ସେଠାରେ ମହଜୁଦ ବାକି ମହିଳା ମଧ୍ୟ ହସିବାକୁ ଲାଗିଲେ। ଟୁଇଟର ୟୁଜର ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି।
ये बच्चे भी ना… कौन समझाए इनको…@ipsvijrk @ipskabra @Chhattisgarh_36 pic.twitter.com/ssrMxR81rY
— Vijay kumar (@vkvkmarwat) February 11, 2021
ଭିଡିଓରେ ଦେଖା ଯାଉଛି କି ଛୁଆଟି ମାଟି ଉପରେ ବସିଛି ଏବଂ କାନ୍ଦୁଛି। ଯେମିତି ତାଙ୍କ ମାଆ କାନ୍ଦିବାର କାରଣ ପଚାରିଲେ ତ ସେ କହିଥିଲେ, ‘ମୁଁ ମୋ ସ୍ବାମୀଙ୍କ ପାଖକୁ ଯିବାକୁ ଚାହୁଁଛି’। ଏତିକି ଶୁଣିବା ପରେ ମାଆ କହିଲେ, ‘କିଏ ତୁମ ସ୍ବାମୀ ?’ ଯାହାପରେ ସେ ମାମୁଁ କହିଛନ୍ତି। ମାଆ ଜବାବ ଦେଇଥିଲେ କି ମାମୁଁଙ୍କ ସ୍ତ୍ରୀ ତ ମାଇଁ ହେବ। ଛୁଆ ମାନଙ୍କର ସ୍ଵାମୀ ନଥାଏ। ଏହାପରେ ସେ ପୁଣି ଜୋରରେ କାନ୍ଦିବାକୁ ଲାଗିଲେ ଏବଂ ସ୍ବାମୀଙ୍କ ପାଖକୁ ଯିବାକୁ ଯିଦି କରିବାକୁ ଲାଗିଥିଲେ।
ଟୁଇଟର ୟୁଜର ଭିଡିଓ ଶେୟାର କରିବା ସମୟରେ କ୍ୟାପଶନରେ ଲେଖିଥିଲେ, ‘ଏ ଛୁଆ ବି ନା…କିଏ ବୁଝାଇବ ତାଙ୍କୁ…’
ଏହି ଭିଡିଓକୁ ଅନେକ ସୋସିଆଲ ମିଡିଆ ପ୍ଳାଟଫର୍ମରେ ଶେୟାର କରାଯାଉଛି। ହ୍ବାଟସଏପ, ଫେସବୁକ ଏବଂ ଟୁଇଟରର ଅନେକ ପେଜରେ ଏହି ଭିଡିଓକୁ ପୋଷ୍ଟ କରାଯାଇଛି। ଜଣେ ୟୁଜର ଲେଖିଛନ୍ତି, ‘ଆଜିକାଲିକା ଛୁଆଙ୍କର ବହୁତ ଶୀଘ୍ର ବଡ଼ ହେବାକୁ ଚାହୁଁଛନ୍ତି।’
ସେଠାରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଛୁଆଟି କାନ୍ଦିକାନ୍ଦି ସୋସିଆଲ ମିଡିଆରେ ସମସ୍ତଙ୍କୁ ହସାଇ ଦେଇଛି। ବହୁତ କ୍ୟୁଟ ଛୁଆଟି ହୋଇଛି।’
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।