ଲଭ କୁଇଜ ଗେମ, ଏଥିରୁ ଗୋଟିଏ ନମ୍ବର ବାଛନ୍ତୁ

ଆଜି ଆମେ ଆପଣଙ୍କ ପାଇଁ ଇଣ୍ଟ୍ରେସ୍ଟିଙ୍ଗ ନମ୍ବର କୁଇଜ ଗେମ ନେଇ ଆସିଛୁ। ଏହି ଗେମ ଅନୁସାରେ ଆପଣଙ୍କୁ ଏଥିରେ କିଛି ନମ୍ବର ଦିଆଯାଇଛି। ଯେଉଁଥିରୁ ଆପଣଙ୍କୁ ଗୋଟିଏ ନମ୍ବର ବାଛିବାକୁ ପଡିବ , ଦେଖିବା ଆପଣ ବାଛିଥିବା ନମ୍ବରରେ ଯେବେ ଆପଣ ଦୁଃଖି ରହିଥାନ୍ତି ସେହି ସମୟରେ ଆପଣ କହାକୁ ମନେ ପକାନ୍ତି ? ୧ ,୨ ,୩,୪ ,୫ ,୬ ,୭ ,୮,୯ ,୧୦ ମଧ୍ୟରୁ ଗୋଟିଏ ସଂଖ୍ୟା ବାଛନ୍ତୁ।

ସର୍ବ ପ୍ରଥମେ ୧ ନମ୍ବର – ଯଦି ଆପଣ ନମ୍ବର ୧ କୁ ବାଛିଛନ୍ତି ତେବେ ତାର ଉତ୍ତର ହେଉଛି ବେଷ୍ଟ ଫ୍ରେଣ୍ଡ।

ନମ୍ବର ୨ – ଯଦି ଆପଣ ନମ୍ବର ୨ ବାଛିଛନ୍ତି ତାର ଉତ୍ତର ହେଉଛି ବାପା।

The Meaning of Love. On the Philosophy of Fondness | by Joshua Hehe | Medium

ନମ୍ବର ୩ – ଯଦି ଆପଣ ନମ୍ବର ୩ ବାଛିଛନ୍ତି ତେବେ ତାର ଉତ୍ତର ହେଉଛି ଭଗବାନ।

ନମ୍ବର ୪ – ଯଦି ଆପଣ ନମ୍ବର ବାଛିଛନ୍ତି ତେବେ ତାର ଉତ୍ତର ହେଉଛି ମା।

ନମ୍ବର ୫ – ଯଦି ଆପଣ ନମ୍ବର ୫ ବଛିଛନ୍ତି ତେବେ ଆପଣଙ୍କ ଉତ୍ତର ହେଉଛି ଲଭର।

ନମ୍ବର ୬ – ଯଦି ଆପଣ ନମ୍ବର ୬ ବାଛିଛନ୍ତି ତେବେ ଆପଣଙ୍କ ଉତ୍ତର ହେଉଛି ବଡ ଭାଇ , ଭଉଣୀ।

Not really a matter of the heart: The science behind love and attraction - Health News , Firstpost

ନମ୍ବର ୭ – ଯଦି ଆପଣ ନମ୍ବର ୭ ବାଛଛନ୍ତି ତେବେ ଆପଣଙ୍କ ଉତ୍ତର ହେଉଛି ସାଙ୍ଗ।

ନମ୍ବର ୮ – ଯଦି ଆପଣ ନମ୍ବର ୮ ବାଛିଛନ୍ତି ତେବେ ଆପଣଙ୍କ ଉତ୍ତର ହେଉଛି ପରିବାର।

ନମ୍ବର ୯ – ଯଦି ଆପଣ ନମ୍ବର ୯ ବାଛିଛନ୍ତି ତେବେ ଆପଣଙ୍କ ଉତ୍ତର ହେଉଛି ଲାଇଫ ପାର୍ଟନର।

ନମ୍ବର ୧୦ – ଯଦି ଆପଣ ନମ୍ବର ୧୦ ବାଛିଛନ୍ତି ତେବେ ଆପଣଙ୍କ ଉତ୍ତର ହେଉଛି ଗାର୍ଲଫ୍ରେଣ୍ଡ ବା ବୟେ ଫ୍ରେଣ୍ଡ।

Leave a Reply

Your email address will not be published. Required fields are marked *