ପେଟ ଭରିବା ପାଇଁ ଏଠାକାର ଲୋକ ଖାଉଛନ୍ତି ଘାସ ଏବଂ ପଙ୍ଗପାଳ , ଏହାର କାରଣ ଅତ୍ୟନ୍ତ ଆଶ୍ଚର୍ଯ୍ୟକର

କେବଳ କରୋନା ଭାଇରସ ପ୍ରକୋପ ନୁହେଁ ବରଂ ବିଶ୍ୱରେ କିଛି ଏଭଳି ଦେଶ ଅଛି ଯେଉଁଠାରେ ଦୁର୍ଭିକ୍ଷ ଏବଂ ଅନାହାର ଯୋଗୁଁ ଲୋକମାନଙ୍କ ଜୀବନ ବିପ-ଦରେ ପଡିଛି । ସଂୟୁକ୍ତ ରାଷ୍ଟ୍ର ଖାଦ୍ୟ ଏଜେନ୍ସିର ସୂଚନା ଅନୁସାରେ ଆଫ୍ରିକୀୟ ଦେଶ ମେଡ଼ାଗାସଫରରେ ଦୁର୍ଭିକ୍ଷ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ବିପଦରେ ଅଛି । ଏଠାକାର ଲୋକମାନେ ନିଜ ପେଟ ଭରିବା ପାଇଁ ଜଙ୍ଗଲୀ ପତ୍ର ଯଥା ଘାସ ଏବଂ ପଙ୍ଗପାଳ ଖାଉଛନ୍ତି ।

ସଂଯୁକ୍ତ ରାଷ୍ଟ୍ର ଚେତା-ବନୀ ଦେଇଛି :

ଗତ ସପ୍ତାହରେ ଆସିଥିବା ରି-ପୋ-ର୍ଟ ଅନୁସାରେ , ମେଡାଗାସଫର ଲୋକମାନେ ଜଙ୍ଗଲୀ ଗଛର ପତ୍ର , ପଙ୍ଗପାଳ ଭଳି ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଧୂଳି ଝଡ ଏବଂ ମରୁଡି ଯୋଗୁଁ ଫସଲ ନଷ୍ଟ ହେଇଯାଉଛି । ଏହି କାରଣ ପାଇଁ ଲୋକମାନେ କୌଣସି ଖାଦ୍ୟ ଖାଇବାକୁ ପ୍ରସ୍ତୁତ ଅଛନ୍ତି । ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଖାଦ୍ୟା କାର୍ଯ୍ୟକ୍ରମର ( UNWFP ) ବରିଷ୍ଠ ନିର୍ଦ୍ଦେଶକ ଆମେର ଦାଉଦି ଏହାର ଚେତା-ବନୀ ଦେଇଛନ୍ତି ।

ମେଡାଗାସଫର ଲୋକମାନେ ବିଚିତ୍ର ଜିନିଷ ଖାଉଛନ୍ତି :

https://twitter.com/WFP_Africa/status/1387748488268681218?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1387748488268681218%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Foff-beat%2Fmadagascar-people-here-are-eating-grass-and-grasshoppers-to-satisfy-their-hunger%2F894902

ଆମେର ଦାଉଦି କହିଛନ୍ତି , ‘ ଯଦି ଆମେ ଏହି ସଂକ-ଟର ଉପାୟ ଖୋଜି ନପାରିଲେ , ଯଦି ଆମେ ଦକ୍ଷିଣ ମେଡାଗାସଫର ଲୋକମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା ନ କରିପାରିଲେ ତାହେଲେ ପରିବାର ଲୋକମାନେ ଭୋକରେ ରହିଯିବେ ଏବଂ ଅନେକ ଧନଜୀବନ ନଷ୍ଟ ହୋଇଯିବ । ଜଣାଇଦେଉଛୁ ଯେ ଏଠାକାର ଲୋକମାନେ ଖାଦ୍ୟ ପାଇଁ କାକଟସର କଞ୍ଚା ଫଳ ବ୍ୟବହର କରିବାକୁ ବାଧ୍ୟ ହେଉଛନ୍ତି ।

ବହୁତ ଭ-ୟା-ନ-କ ପରିସ୍ଥିତି :

ମେଡାଗାସଫରର ଦକ୍ଷିଣ ଅଞ୍ଚଳ ଅତ୍ୟନ୍ତ ଭ-ୟା-ନ-କ ପରିସ୍ଥିତିରେ ଅଛି । ଆମୀର ଦାଉଦିଙ୍କ ମାନିବା ଅନୁସାରେ ସେ ବିଶ୍ୱରେ ଏଭଳି ପରିସ୍ଥିତି କେବେ ଦେଖି ନଥିଲେ । ଏମାନଙ୍କ ପାଖରେ ଖାଇବାକୁ କୌଣସି ସମ୍ବଳ ନାହିଁ ।

Leave a Reply

Your email address will not be published. Required fields are marked *