ସ୍ତ୍ରୀ ପ୍ରେମୀକା ହୋଇ ସ୍ବାମୀଙ୍କୁ ଫସା-ଇଲେ ପ୍ରେମ ଜାଲରେ, ପୁଣି ଡେଟରେ ଡାକି ସାଙ୍ଗମାନଙ୍କ ସହ ମିଶି ନି-ସ୍ତୁକ ଛେ-ଛିଲେ

ମଧ୍ୟ ପ୍ରଦେଶର ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କର ପ୍ରେମୀକା ହୋଇ ତାଙ୍କୁ ରେ-ଡ ହ୍ୟା-ଣ୍ଡେଡ ଧରି-ଥିଲେ ଏବଂ ତାଙ୍କୁ ବହୁତ ମା-ରି-ଥିଲେ। ଏହି ଅଜବପ୍ରକାର ଘ-ଟଣା ରାଜ୍ୟ ବୈତୁଳର ଅଟେ। ଖବର ଅନୁସାରେ ସ୍ବାମୀର ଚରିତ୍ର ଉପରେ ସ୍ତ୍ରୀଙ୍କର ବହୁ ଦିନରୁ ସ-ନ୍ଦେହ ଥିଲା। ନିଜ ସ୍ବାମୀଙ୍କୁ ରେ-ଡ ହା-ଣ୍ଡେଡ ଧରିବା ପାଇଁ ସ୍ତ୍ରୀ ନିଜର କିଛି ବନ୍ଧୁମାନଙ୍କ ସହିତ ଏକ ଯୋ-ଜନା କରିଥିଲେ। ଏହି ଯୋ-ଜନା ଅନୁସାରେ ସ୍ତ୍ରୀ ଜଣେ ଅପରିଚିତ ଝିଅ ହୋଇ ପ୍ରଥମେ ସ୍ବାମୀ ସହିତ ବନ୍ଧୁତା କରିଥିଲେ ଏବଂ ପରେ ତାଙ୍କର ପ୍ରେମୀକା ହୋଇଥିଲେ। ପ୍ରେମୀକା ହୋଇ ସ୍ତ୍ରୀ ଦିନେ ସ୍ବାମୀଙ୍କ ସହିତ ଦେଖା କରିବାପାଇଁ କହିଥିଲେ। ଯାହାକୁ ସ୍ବାମୀ ସ୍ବୀକାର କରିଥିଲେ ଏବଂ ସ୍ତ୍ରୀ କହିଥିବା ସ୍ଥାନରେ ତାଙ୍କୁ ଦେଖା କରିବା ପାଇଁ ପହଁଞ୍ଚିଥିଲେ।

ପ୍ରେମୀକାଙ୍କ ସହିତ ଦେଖା କରିବାପାଇଁ କଲେକ୍ଟ୍ରୋରେଟରେ ପହଞ୍ଚିଥିବା ସ୍ବାମୀ ଯେତେବେଳେ ନିଜ ସ୍ତ୍ରୀଙ୍କୁ ସେଠାରେ ଦେଖିଥିଲେ ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଠାରେ ସ୍ତ୍ରୀ ବିଳମ୍ବ ନକରି ସ୍ବାମୀଙ୍କୁ ବହୁତ ମା-ରି-ଥିଲେ। ସ୍ତ୍ରୀଙ୍କର ବନ୍ଧୁମାନେ ମଧ୍ୟ ତାଙ୍କ ସାଥିରେ ଥିଲେ ଏବଂ ସେମାନେ ମଧ୍ୟ ଭିଣୋଇ ଭାଇଙ୍କୁ ବ-ହୁତ ମା-ରି-ଥିଲେ। ଏହି ଘଟ-ଣାଟି ଏତେ ବଢି ଯାଇଥିଲା କି ପୋ-ଲିସ ପର୍ଯ୍ୟନ୍ତ କଥା ପହଞ୍ଚି ଯାଇଥିଲା ଏବଂ ପୋ-ଲିସ ସମସ୍ତଙ୍କୁ ଧରି ଥା-ନାକୁ ନେଇ ଯାଇଥିଲେ। ଯାହାପରେ ସ୍ତ୍ରୀ ସବୁକଥା ପୋ-ଲିସକୁ କହିଥିଲେ।

ସ୍ତ୍ରୀ ପୋ-ଲିସକୁ କହିଥିଲେ କି ତାଙ୍କ ବାହାଘର ଜିଲ୍ଲାର ବିଘବା ଗାଁରେ ରହୁଥିବା ବସନ୍ତ ଝାନ୍ସେଙ୍କ ସହ ବର୍ଷ ୨୦୧୬ରେ‌ ହୋଇଥିଲା। ବାହାଘର ପରଠାରୁ ହିଁ ବସନ୍ତ ତାଙ୍କୁ ମା-ରୁ-ଥିଲେ। ପରିବାର ଲୋକଙ୍କୁ ମଧ୍ୟ ଏହି କଥା ଜଣାଥିଲା। ସେଠାରେ ତାଙ୍କର ସ-ନ୍ଦେହ ହେଲା କି ବସନ୍ତଙ୍କର ଚ-କ୍କର ଚାଲୁଛି। ସତ ଜାଣିବା ପାଇଁ ସ୍ତ୍ରୀ କୈାଣସି ଅନ୍ୟ ନାମରେ ବସନ୍ତଙ୍କୁ ଫୋନ କରିଥିଲେ। ବସନ୍ତ ଜାଲରେ ପଡ଼ିଗଲେ। ଦୁଇଜଣ ଯାକ ଜଣେ ଅନ୍ୟ ଜଣଙ୍କୁ ଦେଖା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ଏହାପରେ ପ୍ରେମୀକା ସାଜିଥିବା ସ୍ତ୍ରୀ ଗୁରୁବାର ଦିନ ଦ୍ବିପହର ଦୁଇଟାରେ ତାଙ୍କୁ ବୈତୁଳର କଲେକ୍ଟ୍ରୋ ରେଟ ପାଖରେ ଦେଖା ହେବା ପାଇଁ ଡ଼ାକିଥିଲେ। ବସନ୍ତ ଯେମିତି ଏଠାରେ ପହଞ୍ଚି ଥିଲେ ତ ସେ ସ୍ତ୍ରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଯେତେବେଳେ ସେ ସବୁ ବୁଝି ପାରିଥିଲେ, ତାଙ୍କ ସ୍ତ୍ରୀ ବା-ଡେଇବା ଆରମ୍ଭ କରିଦେଇଥିଲେ। ଘଟ-ଣାସ୍ଥଳରେ ପହଞ୍ଚି କୋତବାଲୀ ପୋ-ଲିସ ବିବା-ଦକୁ ଶାନ୍ତ କରିଥିଲେ ଏବଂ ଦୁଇଜଣଙ୍କୁ କୋତବଲୀ ଥା-ନାକୁ ନେଇଯାଇ ବୁଝା-ଇଥିଲେ। ସ୍ତ୍ରୀଙ୍କ ଅନୁସାରେ ବସନ୍ତ ଯେତେବେଳେ ଘ-ଟଣାସ୍ଥଳରେ ପହଞ୍ଚି ଥିଲେ ତ ସେ ତାଙ୍କ ଭଉଣୀଙ୍କୁ ସେଠାରୁ ହଟେଇ ଦେଇଥିଲେ। ଯାହାପରେ ସ୍ତ୍ରୀ ଏବଂ ବସନ୍ତଙ୍କ ମଧ୍ୟରେ ରାସ୍ତା ଉପରେ ମା-ଡପିଟ ଆରମ୍ଭ ହୋଇଯାଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *