ଏକ ଭିଡିଓ ଏହି ଦିନ ମାନଙ୍କରେ ଇଣ୍ଟରନେଟରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ମସ୍ତିଷ୍କ ବୁ-ଲି-ଯିବ। ଏହି ଭିଡିଓକୁ ଆଇପିଏସ ଅଫିସର ଦୀପାଂସୁ କାବରା ନିଜେ ସେୟାର କରିଛନ୍ତି। ଏହାର କ୍ୟାପସନରେ ଲେଖିଛନ୍ତି,- ” ସବୁକିଛି ଅସ-ମ୍ଭବ ଲାଗିଥାଏ, ଯେ ପର୍ଯ୍ୟନ୍ତ ତାକୁ ପୁରଣ ନ କରାଯାଏ”।
ଆପଣଙ୍କ ମସ୍ତିଷ୍କ ଘୁମି-ଯିବ:-
ଦୁନିୟାରେ ବହୁତ ଟ୍ୟାଲେଣ୍ଟେଡ଼ ଲୋକ ରହିଛନ୍ତି। କିଛି ଲୋକଙ୍କ ଭିତରେ ଏତେ ଅଦ୍ଭୁତ ଟ୍ୟାଲେଣ୍ଟ ରହିଛି ଯେ ସେ କେବେ ବାହାରକୁ ଆସିବ ଆପଣ କଳ୍ପନା କରିପାରିବେ ନାହିଁ। ଯାହାକୁ ଦେଖି ଆମର ଆଖି ଫା-ଟି ରହିଥାଏ ଏବଂ ଆମେ ଆଶ୍ଚର୍ଯ୍ୟ ହୋଇ ରହିଯାନ୍ତି, ଏହାକୁ ସେ କଲା କିପରି। ସୋସିଆଲ ମିଡ଼ିଆରେ ଏହି ଟ୍ୟାଲେଣ୍ଟେଡ଼ ଲୋକମାନଙ୍କର ଭିଡିଓ ଅନେକଥର ଭାଇରାଲ ହେଉଛି। ସେହିଭଳି ଭିଡିଓ ଏହି ଦିନମାନଙ୍କରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ମସ୍ତିଷ୍କ ବୁ-ଲି-ଯିବ।
IPS ଅଫିସର କଲେ ସେୟାର:-
ଏହି ଭିଡିଓକୁ ଆଇପିଏସ ଅଫିସର ଦିପାଂସୁ କାବରା ନିଜେ ସେୟାର କରିଛନ୍ତି। ଭିଡିଓକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓ ସେୟାର କରିବା ସହ ଆଇପିଏସ ଏହାର କ୍ୟାପସନରେ ଲେଖିଛନ୍ତି ‘ ସବୁକିଛି ଅ-ସ-ମ୍ଭ-ବ ଲାଗିଥାଏ ଯେପର୍ଯ୍ୟନ୍ତ ତାହା ପୂରଣ ନ ହୋଇଯିବ’।
ବ୍ୟକ୍ତିର ଆଶ୍ଚର୍ଯ୍ୟଜନକ ଷ୍ଟ-ଣ୍ଟ:-
ବି-ପ-ଦ-ପୂ-ର୍ଣ୍ଣ ଷ୍ଟ-ଣ୍ଟ ମାରି ଜଣଏ ବ୍ୟକ୍ତିର ଏକ ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ଯେଉଁଠି ସେ ମାଟିରେ ଫ୍ଲିପ ମାରି ଚୌକିକୁ ପାର କରି ଏକ ଟେବୁଲ ଉପରେ ରହିଥିବା ପାଣି ପାତ୍ରରେ ମୁଣ୍ଡ ବୁଡ଼ାଇ ଥିଲେ। ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଏହି ପ୍ରଶ୍ନ ପଚାରୁଛନ୍ତି ଯେ, ଏଭଳି କରିବା କଣ ଦରକାର? ଏହା କେତେ କଠିନ ଅଟେ।
IPS ଦେଲେ ୱା-ର୍ନି-ଙ୍ଗ:-
Everything seems impossible until it's done.#MondayMotivation
Note – Never try this. (Especially without safety gears) pic.twitter.com/gt8080cA4m
— Dipanshu Kabra (@ipskabra) April 5, 2021
ଭିଡିଓ ସହିତ ଅଫିସର ଏକ ୱା-ର୍ନି-ଙ୍ଗ ନୋ-ଟି-ସ ଦେଇଛନ୍ତି ଯେ, ଏହି ଷ୍ଟ-ଣ୍ଟକୁ ପ୍ର-ୟା-ସ ନ କରିବା ପାଇଁ ଉପଦେଶ ଦେଇଛନ୍ତି। ଲୋକମାନେ ଏହି ଭିଡିଓକୁ ସେୟାର କରିବା ସହ ଏହା ଉପରେ ଅନେକ କମେଣ୍ଟସ ଦେଉଛନ୍ତି।