ସୋସିଆଲ ମିଡ଼ିଆ ରେ ଜଣେ ବିଦେଶୀ ବ୍ୟକ୍ତିଙ୍କ ଷ୍ଟ-ଣ୍ଟର ଭିଡିଓ ଜୋରରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡ଼ିଓରେ ଦେଖା ଯାଉଛି କି ବ୍ୟକ୍ତି ଜଣଙ୍କ ପୂରା ହାତ ମୋଡି ଭ-ୟ-ଙ୍କ-ର ହରକତ କରୁଛନ୍ତି।
ସୋସିଆଲ ମିଡ଼ିଆରେ ଜଣେ ବିଦେଶୀ ବ୍ୟକ୍ତିଙ୍କ ଷ୍ଟ-ଣ୍ଟର ଭିଡିଓ ଜୋରରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡ଼ିଓରେ ଦେଖା ଯାଉଛି କି ବ୍ୟକ୍ତି ଜଣଙ୍କ ପୂରା ହାତ ମୋଡି ଭୟ-ଙ୍କର ହର-କତ କରୁଛନ୍ତି। ଆଇପିଏସ ଅଫିସର ରୁପିନ ଶର୍ମା ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେ ଏହି ବ୍ୟକ୍ତି ଜଣଙ୍କୁ ଆଫ୍ରିକାର ବାବା ରାମଦେବ କହିଛନ୍ତି। ଦେଢ଼ ମିନିଟର ଭିଡିଓରେ ବ୍ୟକ୍ତି ଜଣଙ୍କ ଅଲଗା-ଅଲଗା ହର-କତ କରୁଥିବାର ଦେଖାଯାଇଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡ଼ିଓରେ ଦେଖା ଯାଉଛି କି ବ୍ୟକ୍ତି ଜଣଙ୍କ ପ୍ରଥମେ ପାଦକୁ ଚାରିପଟକୁ ବୁଲେଇବାକୁ ଲାଗିଛନ୍ତି। ପୁଣି ଗୋଟିଏ ହାତକୁ ଉଠାଇ ପଛକୁ ନେଇ ଯାଇଛନ୍ତି ଏବଂ ପିଠିକୁ କୁଣ୍ଡେଇବାରେ ଲାଗିଛନ୍ତି। ପୁଣି ସେ ବସି ପାଦକୁ ଗଳା ପଛକୁ ନେଇ ଯାଇଥାନ୍ତି। ଏମିତି କି ସେ ପାଦରେ ହିଁ ମୁଣ୍ଡରେ ଲାଗିଥିବା ଟୋପିକୁ ମଧ୍ୟ ଖୋଲି ଦେଇଥିଲେ।
ଆଇପିଏସ ଅଫିସର ରୁପିନ ଶର୍ମା ଭିଡିଓ ସେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ଆଫ୍ରିକାର ବାବା ରାମଦେବ। କୈାଣସି ଯୋଗ ମୁଦ୍ରା ନୁହେଁ ବରଂ କେବଳ ମୁଦ୍ରା ଏବଂ ନମନୀୟତା।’
No #YogaMudras but just mudra and flexibility pic.twitter.com/n30bO7TgQl
— Rupin Sharma IPS (@rupin1992) April 26, 2021
ଏହି ଭିଡିଓକୁ ସେ ୨୬ଅପ୍ରେଲରେ ସେୟାର କରିଥିଲେ, ଯାହାର ଏପର୍ଯ୍ୟନ୍ତ ହଜାରରୁ ଅଧିକ ଭ୍ୟୁଜ ହୋଇ ସାରିଲେଣି। ଲୋକମାନଙ୍କୁ ମଧ୍ୟ ଏହି ଭିଡିଓ ବହୁତ ପସନ୍ଦ ଆସୁଛି। କମେଣ୍ଟ ସେକସନରେ ଲୋକମାନେ ଏମିତି ପ୍ରତିକ୍ରିୟା ଦେଇଛନ୍ତି…
Jutey utar ke jutey pe hi baithna samajhdari dikhata hai ..
— ठाकुर पुलिसवाला (@bribe_me) April 26, 2021
https://twitter.com/ManjuRa81091741/status/1386604124221837312?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1386604124221837312%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fman-doing-unbelievable-stunts-video-goes-viral-on-social-media-ips-called-him-baba-ramdev-of-africa-2422745
Amazing
— Salman Qureshi (@Salman29468022) April 26, 2021