ଭିଡିଓ ଦେଖନ୍ତୁ: ବ୍ୟକ୍ତି ଜଣଙ୍କ ଏତେ ଜୋରରେ ମାଟି ଉପରକୁ ଖସିଲେ, ଭିଡିଓ ଦେଖିଲେ ଆପଣଙ୍କୁ ମଧ୍ୟ କଷ୍ଟ ଲାଗିବ

ଅନେକ ଥର ଏମିତି ହୋଇଥାଏ କି କାହାକୁ ପଡୁଥିବାର ଦେଖିଲେ, ପାଦ ଖସି ଯାଉଥିବାର ଦେଖିଲେ.. ତ ତାଙ୍କୁ ଦେଖି କି ହିଁ ନିଜକୁ କ-ଷ୍ଟ ହେବାକୁ ଲାଗିଥାଏ। କିମ୍ବା ଆ-ଘାତ ଏତେ ଜୋରରେ ଲାଗିଥାଏ କି ଦେଖିବା ଲୋକଙ୍କର ମଧ୍ୟ ଆଖି ବ-ନ୍ଦ ହୋଇ ଯାଇଥାଏ କି ଭାଇ କେମିତି ଭାବରେ ପଡ଼ିଲେ ଏହି ବ୍ୟକ୍ତି ଜଣଙ୍କ। ଏମିତି ହିଁ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥରେ ଜଣେ ବ୍ୟକ୍ତି ବହୁତ ଖ-ରା-ପ ଭାବରେ ପଡ଼ିଥିଲେ। ଦେଖିଲେ ତ ପ୍ରଥମେ ଆପଣ ଆଖି ବ-ନ୍ଦ କରିଦେବ, ପୁଣି ଚିନ୍ତା କରିବ କି ଭାଇ ଏହା ହେଲା କେମିତି?

ଭିଡିଓ ଟିକେ ଦେଖି ନିଅନ୍ତୁ

https://twitter.com/EngineringVids/status/1374389275651842056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1374389275651842056%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fman-fell-on-floor-video-will-make-you-shock-how-this-happen-52085%2F

ଏହି ଭିଡିଓ କେବଳ ୬ ସେକେଣ୍ଡର ଅଟେ। ଏଥିରେ ଜଣେ ମହିଳା ଆଗକୁ ଯାଉଛନ୍ତି ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି ଆସୁଛନ୍ତି। ପୁଣି ଜଣାନାହିଁ ତାଙ୍କ ହାତରୁ କଣ ଗୋଟିଏ ଖସି ପଡିଥିଲା। ଯେତେବେଳେ ତାଙ୍କ ପାଦ ତା ଉପରେ ପଡିଥିଲା ତ ସେ ଖସି ଯାଇଥିଲେ। ସିଧା ମାଟି ଉପରେ ତାଙ୍କ ମୁ-ଣ୍ଡ ଲାଗିଥାଏ, ବହୁତ ଜୋରରେ। ହେଲେ ସେ ବହୁତ ଶୀଘ୍ର ଉଠି ଯାଇଥିଲେ।

ନିଶ୍ଵାସ ଅଟକି ଯାଇଥିଲା ଲୋକମାନଙ୍କର

ଭିଡିଓ ଦେଖିବା ପରେ ଲୋକମାନେ କହୁଛନ୍ତି କି ଭାଗ୍ୟ ଭଲ କି ତାଙ୍କ ମୁଣ୍ଡରେ ଅଧିକ ଆ-ଘା-ତ ଲାଗିନାହିଁ।

କାମକୁ ଯିବାର ପ୍ରଥମ ଦିନ

https://twitter.com/EngineringVids/status/1374389275651842056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1374530139921346565%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fman-fell-on-floor-video-will-make-you-shock-how-this-happen-52085%2F

ଭଲଦିନ, ଖ-ରା-ପ ଦିନ ଏବଂ ଏମିତି ଦିନ..

https://twitter.com/EngineringVids/status/1374389275651842056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1374391711443472393%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fman-fell-on-floor-video-will-make-you-shock-how-this-happen-52085%2F

ଲୋକମାନଙ୍କୁ ହସ ମଧ୍ୟ ଲାଗୁଛି

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *