ସମୁଦ୍ରର ସବୁଠାରୁ ବଡ ମାଛ ହେଉଛି ତୀମି ମାଛ । ଗୋଟିଏ ପରିବାର ସମୁଦ୍ରରେ ବୁଲିବାକୁ ଯାଇଥିଲେ। ସେତେବେଳେ ତିମୀ ଆ-କ୍ର-ମ-ଣ କରିଦେଲା। ଏମିତି ହେଲା ଯେ ବାପା ସିଧାସଳଖ ଡଙ୍ଗାରୁ ତଳେ ସମୁଦ୍ରରେ ପଡ଼ିଗଲେ। ତିମି ଏତେ ଶୀଘ୍ର ଆ-କ୍ର-ମ-ଣ କରିଥିଲା ଯେ କେହି କିଛି ଜାଣିପାରିଲେ ନାହିଁ।
ଏହା ପରେ କ’ଣ ହେଲା?
୩ ଏପ୍ରିଲର ଏହି ଘ-ଟ-ଣା। ଦକ୍ଷିଣ ଆଫ୍ରିକାର ଆଲଗୋ ବେ’ର ଘ-ଟ-ଣା । ମାରିନୋ ଗେର୍ବାବାଜ ଏବଂ ତାଙ୍କ ଝିଅ ତିମିକୁ ଦେଖିବା ପାଇଁ ଏକ କ୍ରୁଜରେ ଯାଇଥିଲେ। ଏହି ସମୟରେ ତିମି ମାଛ ସ୍ନାକ୍ସ ପାଇଁ ଡଙ୍ଗା ନିକଟକୁ ଆସୁଥିଲା। ଏହି ସମୟରେ ଏକ ୪୦ ଟନର ତିମି ମାଛ ସିଧାସଳଖ ଡଙ୍ଗାରେ ଆସି ମା-ଡ଼ ହେଲା।
ଡଙ୍ଗାରୁ ଖସିପଡିଲେ ବାପା
ମିରର ରି-ପୋ-ର୍ଟ ଅନୁଯାୟୀ ୪୦ ଟନର ତିମି ମାଛ ଡଙ୍ଗାରେ ଆସି ମା-ଡ଼ ହୋଇଥିଲା । ଏହା ପରେ ମାରିନୋ ପାଣିରେ ପଡ଼ିଗଲେ। ପାଣିରେ ତିମି ମାଛ ମଧ୍ୟ ଥିଲା । ତାଙ୍କ ଝିଅ ଦେଖିବା ମାତ୍ରେ ତାଙ୍କ ବାପା ସମୁଦ୍ରରେ ପଡିଯାଇଛନ୍ତି । ସେ ଚିନ୍ତାରେ ପଡିଗଲେ। ଏବେ ତାଙ୍କ ପିତା ଭଲ ଅଛନ୍ତି ଏବଂ ସେ ନିଜେ ପହଁରି ଡଙ୍ଗା କୁ ଆସିଲେ। ତେବେ ଖୁସିର କଥା ଏହି ଘ-ଟ-ଣା-ରେ ତିମି ଦ୍ୱାରା ତାଙ୍କ ପିତାଙ୍କ ର କୌଣସି କ୍ଷ-ତି ହୋଇ ନାହିଁ।
ଘ-ଟ-ଣା-ର ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ
ଏଠାରେ ଆପଣ ଦେଖିପାରିବେ ଯେ ସେ କିପରି ଅଳ୍ପକେ ବଞ୍ଚିଯାଇଛନ୍ତି।