ମଙ୍ଗଳବାର ଦିନ କାଗଜରେ ଏହି ପଦ୍ଧତି ସହିତ ସ୍ୱସ୍ତୁକ ପ୍ରସ୍ତୁତ କରନ୍ତୁ, ପୂଜା ପରେ ଏହାକୁ ଆଲମୀରାରେ ରଖିଦିଅନ୍ତୁ ଧନ ସମ୍ପତ୍ତିରେ ଭରିଯିବ ଘର

ବନ୍ଧୁଗଣ ମଣିଷର ଅଭାବ କେବେ ସରେ ନାହିଁ ଏବଂ ଏମିତି କିଛି ମଣିଷ ଅଛନ୍ତି ଯାହାଙ୍କ ଉପରେ ଭଗବାଙ୍କ କୃପା ଦୃଷ୍ଟି ପଡେ ନାହିଁ | କିଛି ଗ୍ରହ ମାନଙ୍କର ପ୍ରବିଭାବ ଓ ବାସ୍ତୁ ଦୋଷ ମଧ୍ୟ ମଣିଷ ଜୀବନରେ ଆସିବାକୁ ଥିବା ଧନ ସମ୍ପତ୍ତିରେ ବାଧା ଉପୁଯାଇଥାଏ | ତେବେ ବନ୍ଧୁଗଣ ଆଜି ଆମେ ଏମିତି କିଛି ଉପାୟ କହିବୁ ଯାଙ୍କ ପାଳନ କରିଲେ ଆପଣଙ୍କ ଧାନ ସମ୍ପତ୍ତିର ଅଭାବ ଦୂର ହଜିବ |

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୁରଣ ହୋଇଥାଏ। ଜ୍ୟୋତିଷ ଆଚାର୍ଯ୍ୟ ପି ମନିସ ଶର୍ମାଙ୍କ ଅନୁସାରେ ହନୁମାନଙ୍କ ପୂଜା ଦ୍ଵାରା ଗ୍ରହ ଦୋଷ ବି ଦୂର ହୋଇଥାଏ। ସେଥିପାଇଁ ଯଦି ସବୁ ଦିନ ହନୁମାନଙ୍କ ପୂଜା କରିନପାରୁଛନ୍ତି କେବଳ ମଙ୍ଗଳବାର କରନ୍ତୁ ଏହି ସହଜ ଉପାୟ। ଏହି ଉପାୟ ଏହି ପରି ଅଟେ।

ସିନ୍ଦୁର ଏବଂ ଯସ୍ମୀନ ତେଲ ସହିତ ଏକ କାଗଜରେ ଏକ ସ୍ୱସ୍ତିକ ତିଆରି କରନ୍ତୁ ଓ ଏହାକୁ ହନୁମାନଙ୍କ ପୂଜାରେ ରଖନ୍ତୁ। ପୂଜା ପରେ ଏହାକୁ ଆଲମୀରାରେ ବା ଧନ ଥିବା ସ୍ଥାନରେ ରଖନ୍ତୁ ଏହା ଦ୍ବାରା ଧନ କମ ଖର୍ଚ୍ଚ ହୋଇଥାଏ ଓ ଅଧିକ ଲାଭ ହୋଇଥାଏ।

ପ୍ରତି ମଙ୍ଗଳବାର ହନୁମାନଙ୍କ ମୂର୍ତ୍ତିରେ ଲାଲ ଗୋଲାପ ମାଳା ଚଢାନ୍ତୁ। ଏହି ଉପାୟ ଦ୍ବାରା କୁଣ୍ଡଳୀ ଦୋଷ ଓ ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହେବ। ବ୍ୟବସାୟରେ ଅଶୁବିଧା ହେଉଥିଲେ ମଙ୍ଗଳବାରକୁ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ। ଏହା ଦ୍ବାରା ବ୍ୟବସାୟରେ ଲାଭ ହୋଇଥାଏ।

google

କୌଣସି ହନୁମାନ ମନ୍ଦିରରେ ବସି ଓଁ ରାମ ଦୂତାୟ ନମଃ ମନ୍ତ୍ର ୧୦୮ଥର ଜପ କରନ୍ତୁ । ଏହି ଉପାୟ ଦ୍ବାରା ଆପଣଙ୍କ ସବୁ ବାଧା ଦୂର ହୋଇଥାଏ। ମଧ୍ୟାହ୍ନ ସମୟରେ ମନୁମାନଙ୍କୁ ଗୁଡ଼ ,ଘିଅ, ଗହମର ଅଟାରେ ତିଆରି ରୁଟିର ଭୋଗ ଲଗାନ୍ତୁ। ଏହା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି।

ବନ୍ଧୁଗଣ ଆଶା କରୁଛୁ ଆମର ଏହି ସରଳ ଉପାୟ ଆପଣଙ୍କୁ ପସନ୍ଦ ଆସିଥିବା | ଯଦି ପ୍ରଭୁ ବଜରଙ୍ଗବାଳୀଙ୍କ ଉପରେ ଭରସା ଓ ବିଶ୍ୱାସ ଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ କମେଣ୍ଟ ରେ ଲେଖି ଦିଅନ୍ତୁ ” ଜୟ ଶ୍ରୀ ରାମ ” sheyaar କରିବାକୁ ଭୁଲିବେ ନାହିଁ ପ୍ରଭୁଙ୍କ କୃପାରୁ ସବୁ ଦୁଃଖ ଦୂର ହେଉ |

Leave a Reply

Your email address will not be published. Required fields are marked *