ବିବାହିତା ମହିଳା ମାନେ କାହିଁକି ଦିଅନ୍ତି ଅଧିକ ଧୋକା ?

ପ୍ରେମ ଆଉ ପ୍ରତାରଣାରେ ପୁରି ଉଠିଥିବା ଏ ଦୁନିଆଁରେ ପ୍ରତିଦିନ ଅନେକ ଖବର ସାମ୍ନାକୁ ଆସୁଛି । ଆଉ ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ତେବେ ବର୍ତ୍ତମାନ ସମୟରେ ପ୍ରେମ କରିବା ଏକ ସାଧାରଣ କଥା ଅଟେ । କିଛି ଲୋକ ଟାଇମପାସ ପାଇଁ ପ୍ରେମ କରୁଛନ୍ତି ତ ଆଉ କେତେକ ପ୍ରକୃତରେ ଭଲ ପାଉଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ମାତ୍ର କେତେକଙ୍କର ପ୍ରେମ ସାର୍ଥକ ହେଉଛି । ତେବେ ଆଗରୁ ଏଭଳି ନଥିଲା ଲୋକେ ବିବାହ ପରେ ହିଁ ପରସ୍ପରକୁ ଭଲ ପାଉଥିଲେ ଆଉ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢି ଉଠୁଥିଲା ।

କିନ୍ତୁ ଆଜିକାଲିର ଦୁନିଆଁରେ ଝିଅ ମାନେ କମ୍ ବରଂ ବିବାହିତା ମହିଳା ମାନେ ଅଧିକ ପ୍ରେମ ଜାଲରେ ଫସି ଯାଉଛନ୍ତି ଆଉ ନିଜ ସ୍ୱାମୀ ଏବଂ ପିଲାଛୁଆଙ୍କୁ ଛାଡି ଦେଇ ପ୍ରେମିକ ସହ ପଳାଇ ଯାଉଛନ୍ତି । ଆଉ ତାପରେ ନିଜ ପ୍ରେମିକ ସହ ମିଶି ପରିବାର ଲୋକଙ୍କୁ ହତ୍ୟା କରି ଦେଉଛନ୍ତି । ତେବେ ଏଭଳି ଖବର ପ୍ରାୟତଃ ଅନେକ ସମୟରେ ସାମ୍ନାକୁ ଆସୁଅଛି । ତେବେ ଆପଣଙ୍କୁ କହିରଖୁଛୁ ଯେ , ମହିଳା ମାନଙ୍କର ଏଭଳି କରିବା ପଛରେ ନିଶ୍ଚିତ ଭାବରେ କୌଣସି ନା କୌଣସି କାରଣ ରହିଥାଏ । ତେବେ ଆସନ୍ତୁ ଆଜି ସେ ବିଷୟରେ ଜାଣିବା ।

୧) ଘରୋଇ ହିଂ-ସା:-

ଦୁନିଆଁରେ ଆଜି ଯାଏଁ ଯୌ-ତୁ-କ ନିର୍ଯ୍ୟା-ତନା ସରି ନାହିଁ । ପ୍ରତିଦିନ ଏଭଳି ମା-ମ-ଲା ସାମ୍ନାକୁ ଆସୁଛି । ଯୌତୁକ ପାଇଁ ଶାଶୁ ଘର ଲୋକ ବୋହୁ ଉପରେ ଅନେକ ଅନ୍ୟା-ୟ ଅ-ତ୍ୟା-ଚା-ର କରୁଛନ୍ତି ଆଉ କିଏ କିଏ ତ ହ-ତ୍ୟା ବି କରି ଦେଉଛନ୍ତି । ତେବେ ଆଉ କେତେକ ମହିଳା ମାନସିକ ଭାରସାମ୍ୟ ହରାଇ ବସି ଆ-ତ୍ମହ-ତ୍ୟା କରି ଦେଉଛନ୍ତି । ଅନ୍ୟପକ୍ଷରେ ସ୍ୱାମୀ ଯଦି ମ-ଦ ପିଇ ମା-ରପି-ଟ କରନ୍ତି , ତେବେ ପତ୍ନୀ ଅନ୍ୟମାନଙ୍କ ଭାବପ୍ରବଣ ହୋଇ ଅନ୍ୟକୁ ମନ ଦେଇ ବସିଥାନ୍ତି ।

୨) ପ୍ରଥମ ପ୍ରେମକୁ ନ ଭୁଲିପାରିବା:-

କୁହାଯାଏ ପ୍ରଥମ ପ୍ରେମକୁ କେହି ଭୁଲି ପାରନ୍ତି ନାହିଁ । ତେଣୁ ଯଦି କୌଣସି ମହିଳାଙ୍କୁ ନିଜ ପରିବାର ଲୋକେ ବାଧ୍ୟ କରି ଆଉ କେଉଁ ପୁଅ ସହ ବିବାହ କରାଇ ଦିଅନ୍ତି । ତେବେ ସେ ନିଜ ସ୍ୱାମୀଙ୍କୁ ଛାଡି ନିଜ ପ୍ରଥମ ପ୍ରେମ ପାଖକୁ ଚାଲି ଯାଇଥାନ୍ତି ।

୩) ଆହୁରିମଧ୍ୟ ଶାରୀ-ରିକ ସମ୍ପ-ର୍କରେ ଖୁସି ନ ପାଇଲେ କିମ୍ବା ସନ୍ତୁଷ୍ଟ ନ ହେଲେ ମହିଳା ମାନେ ଧୋ-କା ଦେଇଥାନ୍ତି ।

୪) ଅନ୍ୟପକ୍ଷରେ ବିବାହ ପରେ ଯଦି ସ୍ୱାମୀଙ୍କ ମନରେ ସ୍ତ୍ରୀ ପ୍ରତି ସ-ନ୍ଦେ-ହ ଭାବ ସୃଷ୍ଟି ହୋଇଥାଏ । ତେଣୁ ମହିଳା ମାନେ ନିଜ ମନର କଥାକୁ ସ୍ୱାମୀଙ୍କ ଆଗରେ ପରିପ୍ରକାଶ କରିପାରନ୍ତି ନାହିଁ ଆଉ ସ୍ୱାମୀଙ୍କୁ ଧୋ-କା ଦେଇ ଦିଅନ୍ତି ।

୫) ଯଦି କେଉଁ ସ୍ୱାମୀ ନିଜ ସ୍ତ୍ରୀଙ୍କର ଭରସା ଭା-ଙ୍ଗି ଦିଅନ୍ତି , ସେତେବେଳେ ମହିଳା ମାନଙ୍କର ହୃଦୟ ଭା-ଙ୍ଗିଯାଏ ଆଉ ସେମାନେ ନିଜ ସ୍ୱାମୀଙ୍କୁ ଧୋ-କା ଦେଇ ଦିଅନ୍ତି ।

Leave a Reply

Your email address will not be published. Required fields are marked *