ସମାଜରେ କିଛି ଲୋକଙ୍କର ଗୋଟିଏ ବହୁତ ଖ-ରା-ପ ଅଭ୍ୟାସ ରହିଛି। ସେମାନେ ରଙ୍ଗ, ଜାତି, ଧର୍ମ, ଓଜନ, ଉଚ୍ଚତା ଇତ୍ୟାଦି କଥାକୁ ନେଇ ବୋଧହୁଏ ଲୋକମାନଙ୍କର ମଜା ଉଡାଇଥାନ୍ତି। କିନ୍ତୁ ହେବା ଏମିତି ଉଚିତ କି ବ୍ୟକ୍ତିଙ୍କ ଟ୍ୟାଲେଣ୍ଟ ଏବଂ ବ୍ୟବହାରକୁ ଦେଖି ତାଙ୍କୁ ପୂର୍ଣ୍ଣ ମାତ୍ରାରେ ସମ୍ମାନ ଦିଆଯିବା ଉଚିତ। ଭଗବାନ କାହାକୁ କେମିତି ରୂପ ଦେଇଛନ୍ତି ତା ଉପରେ କମେଣ୍ଟ କରିବା ଉଚିତ ନୁହେଁ।
ବର୍ତମାନ ପଞ୍ଜାବ ଜାଲନ୍ଧରର ରାମାମଣ୍ଡୀରେ ରହୁଥିବା ୨୪ବର୍ଷର ହରବିନ୍ଦର କୌର ବା ରୁବୀଙ୍କୁ ହିଁ ନେଇ ନିଅନ୍ତୁ। ହରବିନ୍ଦରଙ୍କ ଉଚ୍ଚତା ୩ଫୁଟ ୧୧ଇଞ୍ଚ ଅଟେ। ତାଙ୍କର ଅଳ୍ପ ଉଚ୍ଚତା ଯୋଗୁଁ ସ୍କୁଲ, ଗଳି, ସର୍ବସାଧାରଣ ସ୍ଥାନ ପ୍ରତ୍ୟେକ ଜାଗାରେ ତାଙ୍କର ବହୁତ ମଜାକ ଉଡା ଯାଉଥିଲା। ସୋସିଆଲ ମିଡିଆରେ ତାଙ୍କୁ ଅନେକ ଖ-ରା-ପ କମେଣ୍ଟ କରା ଯାଉଛି। କିନ୍ତୁ ସେ ଏସବୁକୁ ନେଇ ନିଜକୁ ପ୍ରେରଣା ହୀନ ହେବାକୁ ଦେଇନାହାନ୍ତି। ବରଂ ଗୋଟିଏ ଖାସ ହସ ସହିତ ପହଞ୍ଚି ସମସ୍ତଙ୍କ ମୁହଁ ବ-ନ୍ଦ କରି ଦେଇଥିଲେ।
୩ଫୁଟ ୧୧ଇଞ୍ଚର ହରବିନ୍ଦର ବର୍ତ୍ତମାନ ପଞ୍ଜାବ ଜାଲନ୍ଧର କୋର୍ଟର ଓକିଲ ଅଟନ୍ତି। ସେ ଭାରତର ସବୁଠାରୁ କମ ଉଚ୍ଚତାର ଓକିଲ ଅଟନ୍ତି।ହରବିନ୍ଦରଙ୍କ ପିଲାଦିନ ବହୁତ କଷ୍ଟରେ ଭରି ହୋଇ ରହିଥିଲା। ତାଙ୍କର ଶାରୀରିକ ବୃଦ୍ଧି ହେଉନଥିଲା। ଏଥିପାଇଁ ବାପାମାଆ ତାଙ୍କୁ ଅନେକ ଡାକ୍ତରଙ୍କୁ ଦେଖାଇଥିଲେ, ଔଷଧ ଖୁଆଇ ଥିଲେ, ଧ୍ୟାନ କରାଇଥିଲେ କିନ୍ତୁ କିଛି ଲାଭ ହୋଇନଥିଲା।
ହରବିନ୍ଦର ପିଲାଦିନରୁ ଏୟର ହୋଷ୍ଟେଜ ହେବାକୁ ଚାହୁଁଥିଲେ, କିନ୍ତୁ ନିଜର କମ ଉଚ୍ଚତା କାରଣରୁ ତାଙ୍କର ଏହି ସ୍ବପ୍ନକୁ ଛାଡ଼ିବାକୁ ପଡ଼ିଥିଲା। କମ ଉଚ୍ଚତା କାରଣରୁ ହରବିନ୍ଦରଙ୍କୁ ଏତେ ର-ହ-ସ୍ୟ ଶୁଣିବାକୁ ପଡୁଥିଲା କି ସେ ଆତ୍ମ-ହତ୍ୟା କରିବା ବିଷୟରେ ମଧ୍ୟ ଚିନ୍ତା କରିବାକୁ ଲାଗିଥିଲେ। ହେଲେ ତାଙ୍କ ଜୀବନରେ ଅସଲି ପରିବର୍ତ୍ତନ ସେତେବେଳେ ହୋଇଥିଲା ଯେତେବେଳେ ୧୨ବିଂ କରିବା ପରେ ସେ ପ୍ରେରଣା ଜନକ ଭିଡିଓ ଦେଖିବା ଆରମ୍ଭ କରି ଦେଇଥିଲେ।
ଏହି ଭିଡିଓକୁ ଦେଖିବା ପରେ ତାଙ୍କ ଭିତରେ ଆତ୍ମ-ବିଶ୍ବାସ ଜନ୍ମିଥିଲା। ସେ ନିଜକୁ ଯେମିତି ହିଁ ସେମିତି ଗ୍ରହଣ କରି ନେଇଥିଲେ। ସେ ସ୍ଥିର କରି ନେଇଥିଲେ କି ସେ ନିଜ ଜୀବନରେ କିଛି ଭଲ କରି ଦେଖାଇବେ। ପୁଣି କଲେଜ ଲାଇଫରେ ତାଙ୍କ ଜୀବନ ଅଳ୍ପ ସହଜ ହୋଇ ଯାଇଥିଲା। ସେ “ଲ” ପଢ଼ିବା ଉପରେ ଧ୍ୟାନ କରିବାକୁ ଲାଗିଥିଲେ। ପରିଶେଷରେ ତାଙ୍କ ପରିଶ୍ରମ ରଙ୍ଗ ଆଣିଥିଲା ଏବଂ ସେ ଜଣେ ଓକିଲ ହୋଇ ଯାଇଥିଲେ। ବର୍ତମାନ ଭବିଷ୍ୟତରେ ସେ ଜଜ ହେବାପାଇଁ ମଧ୍ୟ ଚାହୁଁଛନ୍ତି।
ହରବିନ୍ଦର କହିଥିଲେ କି ସେ ଯେବେବି କେଉଁଆଡେ ବାହାରକୁ ଯାଉଥିଲେ ତ ତାଙ୍କୁ ନଜାଣିଥିବା ଲୋକ ଛୁଆଙ୍କ ପରି ହିଁ ବ୍ୟବହାର କରିଥାନ୍ତି। ଅନେକ ଥର ତ ଲୋକମାନେ ତାଙ୍କୁ ଛୁଆ ଭାବି ହାତରେ ଟଫୀ-ଚକୋଲେଟ ଧରେଇ ଦେଇଥାନ୍ତି। ଗୋଟିଏ ଥର କୋ-ର୍ଟ ରୁମରେ ରିଡର ଓକିଲଙ୍କୁ ଏହା ମଧ୍ୟ କହି ଦେଇଥିଲେ କି ଏହି ଛୁଆଙ୍କୁ ଓକିଲ ପୋଷାକ ପିନ୍ଧାଇ କଣପାଇଁ ନେଇ ଆସିଛ? ପରେ ତାଙ୍କ ସାଥି ଓକିଲ କହିଥିଲେ କି ଏ ମଧ୍ୟ ଜଣେ ଓକିଲ ଅଟନ୍ତି।
ହରବିନ୍ଦର ଜାଲନ୍ଧରେ କୋ-ର୍ଟରେ କ୍ରିମି-ନାଲ କେ-ସ ଲ-ଢ଼ୁ-ଛନ୍ତି। ସେ ଗତ ବର୍ଷ ହିଁ LLB ପୂରା କରିଥିଲେ।୨୩ନଭେମ୍ବର ୨୦୨୦ରେ ତାଙ୍କୁ ‘ବାର କାଉନସିଲଙ୍ଗ ଅଫ ପଞ୍ଜାବ ଆଣ୍ଡ ହରିୟଣା’ ଦ୍ଵାରା ଲାଇସେନ୍ସ ଏବଂ ଏନରୋଲମେଣ୍ଟ ସାର୍ଟିଫିକେଟ ଦିଆ ଯାଇଥିଲା। ସେ ଓକିଲ ଚାକିରି କରିବା ସହିତ ଜ୍ୟୁଡିଶିୟଲ ସର୍ବିସିଜର ପ୍ରସ୍ତୁତି ମଧ୍ୟ କରୁଛନ୍ତି। ତାଙ୍କ ବାପା ଶମଶେର ସିଂହ ଫିଲୌର ଟ୍ରାଫିକ ପୋ-ଲିସରେ ASI ଅଛନ୍ତି। ସେହି ମାଆ ସୁଖଦୀପ କୌର ଜଣେ ଗୃହିଣୀ ଅଟନ୍ତି।
ଏହାଛଡା ଆପଣଙ୍କୁ ଏହି ନୂଆ ଓକିଲ କେମିତି ଲାଗିଲେ? ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।