ମୋ ଝିଅକୁ ଟୁଙ୍ଗି ଘରକୁ ଟେକି ନେଇ, ଝିଅ ଛାତିକୁ…. ଡ୍ରେସକୁ ରକ୍ତରେ ଓଦା କରିଦେଲେ….

ମୋ ଝିଅକୁ ଟେକି ନେଇ ସେ ଅମଣିଷ ଗୁଡା ପ୍ରବଳ ମାଡ଼ ମାରିଲେ । ମୋ ଝିଅର ଡ୍ରେସ ରକ୍ତରେ ଏକ ଦମ ଓଦା ହେଇଯାଇଛି । ଜଣେ ମହିଳାଙ୍କ ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଅନୁଯାୟୀ ମୋ ଝିଅର ଛାତି ଉପରେ ସିଧା ଆସିଲେ ବସି ପଡିଲେ ଆଉ ତା ପରେ ଛାତିକୁ ମାରି ଚାଲିଲେ । ଆଉ ସେ ଦେହ ମାଂସ ଲୋଭି ନର ରାକ୍ଷାସ ମାନେ ଅଭିଯୋଗ ଆଣିଥିବା ମହିଳାଙ୍କ ନାବାଳିକା ଝିଅକୁ ଏପରି ଭାବରେ ଓ ଅତି ନିର୍ମମ ଓ ନୃଶଂସ ଭାବରେ ଗଣ ଦୁ-ଷ୍କ-ର୍ମ କଲେ ଯାହା ବର୍ଣ୍ଣନା କରିବା ଖୁବ କଷ୍ଟକର ।

ମାତିଲେ ଯୌ-ନ ପିପାଶୁ ନର ରାକ୍ଷାସ ମାନେ । ଭୁଲିଗଲେ ନିଜ ହିତାହିତ ଜ୍ଞାନ । ଦେହର ଭୋକ ମେଣ୍ଟାଇବାକୁ ମଣିଷରୁ ପାଲଟିଗଲେ ନର ରାକ୍ଷାସ । ଦେହର ଭୋକ ସେମାନଙ୍କର କୁଆଡେ ଏତେ ଥିଲା ଯେ ଯାହାକୁ ମେଣ୍ଟାଇବାକୁ ସେମାନେ କୁଆଡେ ଟପି ଯାଇଥିଲେ ସବୁ ସୀମା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ରାକ୍ଷାସ ଗୁଡା ଝିଅକୁ ଟେକି ନେଇ ତା ସହିତ ଭିଆଇ ଥିଲେ ଏଭଳି ପଶୁ ଭଳି କାଣ୍ଡ ।

ପ୍ରଥମେ ନୃଶଂସ ନର ରାକ୍ଷାସ ମାନେ ଅତି ନିର୍ମମ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଆଉ ତା ପରେ ତାଙ୍କୁ ନିର୍ଧୁମ ଭାବେ ମାଡ଼ ମାରିଲେ । ପରିବାର ଲୋକେ ଓ ଗ୍ରାମବାସୀ ଏହି ଘଟଣାକୁ ଯେଉଁଭଳି ଦୃଢ ନିନ୍ଦା କରିଛନ୍ତି ତାହା ମଧ୍ୟ କୁଆଡେ ବହୁତ କମ ବୋଲି କୁହାଯାଉଛି । କାରଣ ଯେଉଁ ଭଳି ଭାବେ ନାବାଳିକାକୁ ବଳତ୍କାର କରାଯାଇଛି ତାହା ସମସ୍ତଙ୍କ ପାଇଁ ବର୍ଣ୍ଣନା କରିବା କଷ୍ଟକର ହୋଇ ପଡିଛି ।

ଏଇ କିଛି ବର୍ଷ ପୂର୍ବରୁ ବାପାଙ୍କୁ ହରାଇଥିବା ଜଣେ ନାବାଳିକାଙ୍କୁ ଯେଉଁ ଭଳି ଭାବରେ ଦୁଷ୍କର୍ମ କରାଯାଇଛି । ସେ ବର୍ତ୍ତମାନ କଟକ ବଡ଼ ଡ଼ାକ୍ତରଖାନାରେ ଜୀବନ ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚନା ଅନୁଯାୟୀ ଗତକାଲି ରାତିରେ ମେଳା ଦେଖି ସାଙ୍ଗ ଘରେ ସୋଇଥିଲେ ନାବାଳିକା । ଆଉ ଏହାର ସୁଯୋଗ ନେଇ ଉକ୍ତ ଗ୍ରାମର ସିକୁନ ନାବାଳିକା ଥିବା ଘର ମାଲିକଙ୍କ ଘରେ ପସିଥିଲେ ।

ଘର ମାଲିକ ଯୁବକଙ୍କୁ କାବୁ କରିବା ସମୟରେ ସେ କହିଥିଲେ । ସେ ଉକ୍ତ ନାବାଳିକାଙ୍କୁ ପ୍ରେମ କରୁଛନ୍ତି ଆଉ ଏହା ପରେ ଯୁବକ ଜଣଙ୍କ ତାଙ୍କ ସାଥି ମାନଙ୍କୁ ଡାକି ଗଣ୍ଡଗୋଳ ଭିଆଇ ଏହି ଗଣ୍ଡଗୋଳର ସୁଯୋଗରେ ଲୋକ ମାନଙ୍କ ପାଟି ତୁଣ୍ଡ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଲାଗିଲେ । ଏ ନେଇ ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ । ତେବେ ପିଡିତାଙ୍କ ମା ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଆଉ ନିଜ ନାବାଳିକା ଝିଅକୁ ନେଇ ଅମଣିସ ମାନେ ଯେଉଁ କାଣ୍ଡ ଭିଆଇଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବାକୁ ଦାବି କରିଛନ୍ତି । ତେବେ କେବଳ ଏତିକି ନୁହେଁ ଏହି ଘଟଣାକୁ ଗ୍ରାମବାସୀ ମାନେ ଦୃଢ ନିନ୍ଦା କରିବା ସହିତ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ।

ଏହି ଘଟଣା ଜିଏ ଶୁଣୁଛି ସେ ମୁଣ୍ଡରେ ହାତ ଦେଉଛି । ଆଉ ସ୍ଥାନୀୟ ଅଞ୍ଚଳ ବାସୀ ମଧ୍ୟ ଗୋଟିଏ କଥା କହୁଛନ୍ତି କି ଝିଅକୁ ଉଚିତ ନ୍ୟାୟ ମିଳୁ । ତେବେ ପୋଲିସ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ଦେଖିବାକୁ ବାକି ରହିଲା ଯେଉଁ ନାବାଳିକା ଝିଅ ବର୍ତ୍ତମାନ କଟକ ବଡ଼ ମେଡ଼ିକାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି ତାକୁ ପୋଲିସ କେଉଁ ଭଳି ନ୍ୟାୟ ଦେଉଛନ୍ତି । ଦୋସୀଙ୍କୁ କେଉଁ ଦଣ୍ଡ ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *