ଯଦି ଆପଙ୍କ ହାତରେ ଏହି ରେଖା ଅଛି ତେବେ ଗୋଟିଏ ଦିନ ଆପଣ ନିଶ୍ଚିତ ଧନବାନ ହେବେ।

ଆମ ସମସ୍ତଙ୍କ ହାତରେ ଜୀବନ ସହ ଜଡିତ ପ୍ରତ୍ୟକ ଘଟଣାର ରେଖା ରହିଥାଏ। ଏହି ରେଖା ଗୁଡିକରୁ ବିବାହ , ପିଲାଛୁଆ , କାରିଅର ଏବଂ ଧନ ସମ୍ପତି ବିଷୟରେ ଜଡିତ କେତେକ ମହତ୍ବପୂର୍ଣ୍ଣ କଥା ଆମେ ଯାଣିଥାଉ।

ପ୍ରତ୍ୟକ ମନୁଷ୍ୟ ଜୀବନରେ ପଇସା ବେଶି ଜରୁରୀ ହୋଇଥାଏ। ଖାସ କରି ଆଜି କାଲି ଜୀବନରେ ପଇସାର ମହତ୍ବ ବେଶି ବଢି ଯାଇଛି। ଏମିତିରେ ଟଙ୍କା ପଇସା ସହିତ ଜଡିତ ରେଖା ହାତରେ ରହିଥାଏ , ଏହାକୁ ହସ୍ତରେଖା ବିଜ୍ଞାନରେ ମନି ଲାଇନ ରେଖା କୁହାଯାଏ। ତେବେ ଆସନ୍ତୁ ଯାଣିବା , ଶେଷରେ ମଣିଷରେ ହାତରେ କେଉଁଠି ଆଛି ମନି ଲାଇନ ଏବଂ କ’ଣ କହୁଛି ଏହି ରେଖା।

ଏଠାରେ ଥାଏ ମନି ଲଇନି

ହସ୍ତରେଖା ଶାସ୍ତ୍ର ଅନୁସାରେ ଆମ ସମସ୍ତଙ୍କ ହାତର ଛୋଟ ଆଙ୍ଗୁଳିର ତଳେ ଏକ ଖଡି ରେଖା ଥାଏ , ଯାହାକୁ ମନି ଲାଇନ ବା ଧନ ରେଖା କୁହାଯାଏ। ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ରେଖା ସ୍ପଷ୍ଟ ରୂପେ ଦେଖାଯାଏ , ତାଙ୍କୁ ଅନ୍ୟ ମାନଙ୍କକ ଠାରୁ ବହୁତ ସାହାର୍ଯ୍ୟ ମିଳିଥାଏ ଏବଂ ତାଙ୍କ କାର୍ଯ୍ୟ ନ ଅଟକି ହୋଇଥାଏ। ଏହା ସହିତ ଏହି ଲୋକମାନଙ୍କ ପାଖରେ କେବେ ବି ଧନର ଅଭାବ ହୋଇ ନଥାଏ ଏବଂ ଏମାନେ ତାଙ୍କ ଜୀବନରେ ବହୁତ ଧନ କମାଇ ଥାନ୍ତି।

ଯଦି କୌଣସି ବ୍ୟକ୍ତିର ହାତରେ ମନି ଲାଇନ ଅଙ୍କା ବଙ୍କା ବା ଅଳ୍ପ ରେଖା ଦେଖାଯାଏ ସେପରି ଲୋକମାନଙ୍କ ପାଖକୁ ଧନ ଆସେ ସତ କିନ୍ତୁ ଧନ ରୁହେ ନାହିଁ। ଏମାନେ ଫାଲତୁ ଖର୍ଚ୍ଚରେ ଧନ ବ୍ୟର୍ଥ କରିଥାନ୍ତି।

ଯଦି କାହର ହାତରେ ମନି ଲାଇନି ସ୍ପଷ୍ଟ ହୋଇଥାଏ ତେବେ ଏହାର ଏହି ମାନେ କି ଏହି ଲୋକମାନଙ୍କ ଜୀବନରେ ଆସିଥିବା କେତେକ ସ୍ରୋତ ରହିଥାଏ। ଏହା ସହିତ ଏମାନେ ବହୁତ ସ୍ମାର୍ଟ ଭାବରେ ପଇସା କମାଇ ଥାନ୍ତି। ଏମାନଙ୍କୁ କେବେବି ଜୀବନରେ ଧନ ସମସ୍ୟାର ସାମ୍ମନା କରିବାକୁ ପଡି ନଥାଏ।

କେତେକ ଲୋକମାନଙ୍କ ହାତରେ ମନି ଲାଇନ ଅସ୍ପଷ୍ଟ ଏବଂ ଅଧା ରହିଥାଏ , ତେବେ ଏହି ପ୍ରକାରର ଲୋକମନେ କେବେବି ଧନ ମାମଲାରେ ଲକି ହୋଇ ନଥାନ୍ତି। ଏହି ଲୋକମାନେ ସବୁବେଳେ ଆର୍ଥିକ ସମସ୍ୟା ଦେଇ ଗତି କରି ଥାନ୍ତି।

ଏହା ସହିତ ଏମାନଙ୍କୁ ଜୀବନରେ ବହୁତ କଠିନ ପରିସ୍ଥିତିର ସାମ୍ମନା କରିବାକୁ ପଡିଥାଏ , ହସ୍ତରେଖା ବିଜ୍ଞାନ ଅନୁସାରେ ମନି ଲାଇନି ଅଧା ଅଧା ରହିଥାଏ ତେବେ ଧନ ଦେବୀ ମା ଲକ୍ଷ୍ମୀ ମଧ୍ୟ ରହି ରହି ଆସନ୍ତି।

ଯାଣନ୍ତୁ ହାତରେ ସୂର୍ଯ୍ୟ ରେଖା ରହିବାର ଅର୍ଥ।

ଯେଉଁ ଲୋକମାନଙ୍କ ହାତରେ ସୂର୍ଯ୍ୟ ରେଖା ଥାଏ ସେମାନେ ଧନ ସମ୍ପତି ବିଷୟରେ ବହୁତ ସମ୍ପନ୍ନ ହୋଇଥାନ୍ତି। ଏମିତିରେ ଜଦି ଆପଣଙ୍କ ହାତରେ ସୂର୍ଯ୍ୟ ରେଖା ସ୍ପଷ୍ଟ ରୂପରେ ରହିଥାଏ ତେବେ ଆପଣ ଜୀବନରେ ବହୁତ ପଇସା କମେଇବେ। ଏହା ସହିତ ଜୀବନରେ ଧନ ସହିତ ସମାଜରେ ମାନ ସମ୍ମାନ ମଧ୍ୟ ବଢିବ।

ଯଦି କାହା ହାତରେ ଜୀବନ ରେଖା ଠିକ ଗୋଲକ ରେ ଅଛି ଏବଂ ସଷ୍ତିସ୍କ ରେଖା ଦୁଇ ଭାଗରେ ବଣ୍ଟା ହୋଇଥାଏ ଏବଂ ଏହି ତିନୋଟି ମିଶି ଏକ ତ୍ରିକୋଣ ହୋଇଥାଏ ତେବେ ଏହା ଧନ ଆସିବାର ସୂଚନା ଦେଇଥାଏ। କୁହାଯାଏ କି ଏମାନଙ୍କ ଦ୍ବାରା କରା ଯାଇଥିବା କାର୍ଯ୍ୟ ସଫଳ ହୋଇଥାଏ ଏବଂ ଏମାନଙ୍କୁ କେବେବି ପଇସାର ଅଭାବ ହୋଇ ନଥାଏ।

ଯଦି କାହା ହାତରେ ଭାଗ୍ୟ ରେଖା ମଣିବନ୍ଧରୁ ଆରମ୍ଭ ହୋଇ ଶନି ପର୍ବତ ପର୍ଯ୍ୟନ୍ତ ପହଁଚେ। ଏହା ସହିତ ଭାଗ୍ୟ ରେଖାରେ କୌଣସି ବାଧା ବା ଦାଗ ରହି ନଥାଏ ତେବେ ଏହି ଲୋକମାନେ ବ୍ୟପାର କ୍ଷେତ୍ରରେ ବହୁତ ଲାଭବାନ ହୋଇଥାନ୍ତି।

ଯଦି ଆପଣଙ୍କ ହାତରେ ସୂର୍ଯ୍ୟ ରେଖାରୁ ଗୋଟିଏ ଅନ୍ୟ ରେଖା ଛୋଟ ଆଙ୍ଗୁଳି ଆଡକୁ ଯାଉଛି ତେବେ ଆପଣ ବିଜନେସ ମାଂଇଡେଡ ଲୋକ ଅଟନ୍ତି। ବିଜନସରେ ଆପଣଙ୍କୁ ବହୁତ ଫାଇଦା ହେବ। ବାସ୍ତବରେ ଏହି ଲୋକ ଲଗାତାର ସଫଳ ହୋଇଥାନ୍ତି ଏବଂ ଏମାନଙ୍କ ପାଖରେ କେବେବି ପଇସାର ଅଭାବ ହୋଇ ନଥାଏ। ଏମାନେ ପଇସାର ମହତ୍ବ ଯାଣନ୍ତି ଏବଂ ଏମାନେ କେବେବି ଫାଲତୁ ଖର୍ଚ୍ଚ କରି ନଥାନ୍ତି।

Leave a Reply

Your email address will not be published. Required fields are marked *