ଟାଟା ନା ବିର୍ଲା , ଏହି ବ୍ୟକ୍ତି ଥିଲା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, ଆମ୍ବାନିର ସମ୍ପତ୍ତି ଠାରୁ ଅଧିକ ଦାନ କରୁଥିଲେ ପ୍ରତିଦିନ

କରୋନା କାରଣରୁ ଦୁନିଆରେ ଆର୍ଥିକ ଅବସ୍ଥା ବହୁତ ଖରାପ ହୋଇଛି। ଏହି ଭାଇରସ ଟି ହାରା ହାରି ପ୍ରତ୍ୟେକ ଦେଶର ଆର୍ଥିକ ଅବସ୍ଥାକୁ କ୍ଷତି ପହଞ୍ଚାଇଛି। କିନ୍ତୁ କିଛି ଲୋକ ନିଜ ସମ୍ପତିରୁ ଏହି ସମୟରେ ଦାନ କରିବାରେ ଲାଗିଛନ୍ତି। କୋବର୍ଶ ର ଅନୁସାରେ ,ଏହି ଦୁନିଆରେ ସବୁଠାରୁ ଧନୀ ବ୍ୟକ୍ତି ଆମାଜନ ର ସଂସ୍ଥାପକ ଜେଫ ବେଜୋସ ତାଙ୍କ ପାଖରେ ୧୭୫ ବିଲିୟନ ଡଲାରର ସମ୍ପତି ଅଛି। ଏହି ଲିଷ୍ଟ ର ଟପ୍ ପାଞ୍ଚ ଜଣଙ୍କ ମଧ୍ୟରେ କେହି ଭାରତୀୟ ନାହାନ୍ତି। କିନ୍ତୁ ୬ନମ୍ବର ରେ ମୁକେଶ ଅମ୍ବାନୀ ନିଜ ସ୍ଥାନ ବନେଇଛନ୍ତି। କିନ୍ତୁ ଆଜି ଆପଣଙ୍କୁ ଆମେ ଏମିତି ଏକ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ସେ ଏହି ଲିଷ୍ଟ ରେ ସାମିଲ୍ ନାହାଁନ୍ତି। ଏହି ବ୍ୟକ୍ତିଙ୍କ ପାଖରେ ଏତେ ପଇସା ଥିଲା କି ସେ ଗୋଟେ ଦିନରେ ଆମ୍ବନୀଙ୍କ ସମ୍ପତି ଠାରୁ ଅଧିକ ଦାନ କରୁଥିଲେ। କିନ୍ତୁ ଏହି କାରଣରୁ ସେ ଏବଂ ତାଙ୍କ ଦେଶ କାଙ୍ଗାଳ ହୋଇଯାଇଥିଲା। ଆସନ୍ତୁ ଆପଣଙ୍କୁ କହୁଛୁ ଦୁନିଆର ସବୁଠୁ ବଡ଼ ଓ ଧନୀ ବ୍ୟକ୍ତି ବିଷୟରେ।

ଇତିହାସରେ ସବୁଠାରୁ ଧନୀ ରାଜା ରୂପରେ ମନସା ମୁସା ଙ୍କ ନାମ ଅଛି। ଦୁନିଆର ସବୁଠୁ ଧନୀ ଏବଂ ଉଦାର ରାଜା ରୂପରେ ପରିଚିତ।

ରାଜା ମୋଶା ମାଲି ଜନ୍ମ ୧୨୮୦ରେ ରାଜସି ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ରାଜା ମୋଶା ମାଲି ସାନ ଥିଲେ କିନ୍ତୁ ଯେବେ ତାଙ୍କର ବଡ଼ ଭାଇ ଅଭିଯାନ ରୁ ଫେରି ନ ଥିଲେ ତାକୁ ସାମ୍ରାଜ୍ୟ ମିଳିଯାଇ ଥିଲା।

ରାଜା ମୋଶା ମାଲି ଦେଶର ରାଜା ଥିଲେ। ସେ ସମୟରେ ସେଠାରେ ସୁନା ଏବଂ ଅନ୍ୟ ମୂଲ୍ୟବାନ ଜିନିଷର ବ୍ୟାପାରିକ କେନ୍ଦ୍ର ଥିଲା। ସେଥିରୁ ମାଳି ଦେଶକୁ ବହୁତ ଲାଭ ମିଳୁଥିଲା। ସେ ସମୟରେ ମାଳି ଦେଶ ପାଖରେ ଅଧିକ ସୁନା ଥିଲା।

ଏମିତି ରାଜା ମୋଶା ମାଲି ଉଦାର ହେବା କାରଣରୁ ଲୋକ ମାନଙ୍କୁ ସୁନା ବାଣ୍ଟୁ ଥିଲେ। ରାଜା ମୋଶା ମାଲି ଥରେ ହଜ ଯାତ୍ରାରେ ବାହାରି ଥିଲେ। ତିନି ମାସ ର ଏହି ଯାତ୍ରାରେ ୨୦ ହଜାରରୁ ଅଧିକ ଲୋକ ରାଜାଙ୍କ ସହ ବାହାରି ଥିଲେ ଏବଂ ଏହି ଯାତ୍ରା ଟି ତାଙ୍କୁ ମହଙ୍ଗା ପଡ଼ିଥିଲା।

ପ୍ରକୃତରେ କୁହାଯାଏ କି ଏହି ଯାତ୍ରା ସମୟରେ ରାଜା ରାସ୍ତାରେ ବହୁତ ସୁନା ଦାନ ଦେଇଥିଲେ। ଏଥିରେ ମିଶ୍ର ଧର୍ମ ଅବସ୍ଥା ଠପ୍ ହୋଇଯାଇଥିଲା। ମୋଶା ମାଲିଙ୍କ ର ଦାନ ଯୋଗୁଁ ଏହି ସୁନାର ଦାମ କମିଯାଇଥିଲା।

ଏକ ଅନୁମାନ ମୁତାବକ ଏହି ସମୟରେ ମିଡିଲିଷ୍ଟ୍ ର ପାଖାପାଖି ୧୦୦ ଆରବାରୁ ଅଧିକ କ୍ଷତି ହୋଇଥିଲା। ଯେବେ ରାଜା ମୋଶା ମାଲିଙ୍କୁ ଏହି ବିଷୟରେ ଜଣା ପଡିଲା ସେ ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସୁନା କୁ ଏଥିରୁ ବାହାର କରିବାକୁ ପ୍ରୟାସ କରିଥିଲେ।

ରାଜା ମୋଶା ମାଲି ହିଁ ଆଫ୍ରିକାରେ ଶିକ୍ଷାର ଆରମ୍ଭ କରିଥିଲେ। ସେ ସାହିତ୍ୟ, କଳା ଏବଂ ବାସ୍ତୁ କଳାରେ ବହୁତ ରୁଚି ରଖୁଥିଲେ।

ଆର୍ଥିକ ଇତିହାସକାରିଙ୍କୁ ମାନିବା ତ ରାଜା ତାଙ୍କ ଜୀବନରେ ଏତେ ଧନ ଦାନ କରିଛନ୍ତି କି କେତେ ଲୋକଙ୍କ ଜୀବନ ମଧ୍ୟ ଆରାମରେ କଟିଯିବ। ହେଲେବି,ଏ ପର୍ଯ୍ୟନ୍ତ କୌଣସି ଠିକ୍ ପ୍ରମାଣ ପତ୍ର ମିଲିନିକି ତାଙ୍କ ସମ୍ପତି କେତେ ବୋଲି ଜଣା ପଡ଼ିଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *