ଯେବେବି ଯେଉଁ ମୃ-ତ ବ୍ୟକ୍ତି ସ୍ୱପ୍ନରେ ଆସିଥାନ୍ତି, ବ୍ୟକ୍ତିକୁ ମିଳିଥାଏ ଏହି ସଂକେତ।

ବନ୍ଧୁଗଣ ବ୍ୟକ୍ତି ଦିନସାରା କାମ କରି ଥକିଯାଏ। ଏବଂ ଯେବେ ରାତିରେ ଶୋଇଥାଏ ତ ସେତେବେଳେ ଆମ ଜୀବନ ସହିତ ଜଡ଼ିତ ବହୁତ କଥା କିମ୍ବା ଘ-ଟ-ଣା ଏହି ସବୁ ଆମ ସ୍ୱପ୍ନରେ ଘୁରିବୁଲେ। କିନ୍ତୁ ଯଦି ରାତିରେ ଶୋଇବା ପରେ ଅନ୍ୟ ବ୍ୟକ୍ତି ଆମ ପାଖରୁ କୌଣସି ବସ୍ତୁକୁ ଉଠେଇ ନେଇଯାଏ ତ ଆମକୁ ଜଣା ପଡିନଥାଏ। କିନ୍ତୁ ସ୍ୱପ୍ନରେ ଆମେ ଅନ୍ୟ କୌଣସି ଏକ ଦୁନିଆ ବିଷୟରେ ଦେଖିଥାଉ। ଯାହାକି ଆମର ମନେ ରହିଥାଏ। କିଛି ସ୍ୱପ୍ନକୁ ଦେଖି ଆମେ ଖୁସି ହୋଇଥାଉ। କିନ୍ତୁ ଏପରି କିଛି ଏମିତିବି ସ୍ୱପ୍ନ ଅଛି ଯାହାକୁ ଦେଖି ଆମେ ଡ଼ରିଯାଉ। ଏବଂ ଆମର ନିଦ ଭାଙ୍ଗିଯାଏ। କିନ୍ତୁ ଆପଣଙ୍କ ମନକୁ କେବେ ଏପରି ପ୍ରଶ୍ନ ଆସିଛି କି ଆପଣଙ୍କୁ ଏହି ସ୍ୱପ୍ନ କଣ ପାଇଁ ଦେଖାଗଲା।

ଏହି ସ୍ୱପ୍ନ ପଛରେ କଣ ସତ୍ୟତା ଲୁଚି ରହିଛି। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆପଣଙ୍କର ପ୍ରତ୍ୟକ ସ୍ୱପ୍ନ ପଛରେ କିଛି ନାଁ କିଛି ଅର୍ଥ ଲୁଚି ରହିଛି। ସ୍ୱପ୍ନ ବିଷୟରେ ଗୋଟିଏ ଶାସ୍ତ୍ର ରହିଛି ଯାହା ସ୍ୱପ୍ନ ଶାସ୍ତ୍ର ନାମରେ ଜଣାଶୁଣା। କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଯଦି ଜଣେ ମୃ-ତ ବ୍ୟକ୍ତି ଆପଣଙ୍କ ସ୍ୱପ୍ନରେ ଆସେ ତାହାର ଅର୍ଥ କଣ। କେତେଥର ମଧ୍ୟ ଆମେ ଏପରି ସ୍ୱପ୍ନ ଦେଖିଥିବା। ଯେଉଁ ସ୍ୱପ୍ନରେ ଆମର କେହି ସମ୍ପର୍କୀୟ, ମୃ-ତ ବ୍ୟକ୍ତି ଆମର ସ୍ୱପ୍ନରେ ଆସିଥାନ୍ତି। କଣ କହିବାକୁ ଚାହିଁଥାନ୍ତି ଆସନ୍ତୁ ଜାଣିବା।

ବନ୍ଧୁଗଣ ଯେଉଁ ମାନଙ୍କ ସ୍ୱପ୍ନରେ ଅଧିକ ମୃ-ତ ବ୍ୟକ୍ତିମାନେ ଆସିଥାନ୍ତି। କୌଣସି ଖାସ ଲୋକଙ୍କର ମୃ-ତ୍ୟୁ ବା ଦେ-ହା-ନ୍ତ ହୋଇଯାଇଛି ଆପଣ ସେହି ଦୁଃଖରୁ ବାହାରି ପାରୁନାହାନ୍ତି, ଘରର କୌଣସି ସଦସ୍ୟଙ୍କର ମୃ-ତ୍ୟୁ ହୋଇଯାଇଛି, ଘରର ଅନ୍ୟ ସଦସ୍ୟମାନେ ସେହି ଦୁଃଖରୁ ଶୀଘ୍ର ବାହାରି ପାରୁନାହାନ୍ତି। ବେମାରରେ ପଡି ମୃ-ତ୍ୟ ବରଣ କରନ୍ତି ସେହି ବ୍ୟକ୍ତି ଆପଣଙ୍କ ସ୍ୱପ୍ନରେ ସୁସ୍ଥ ଦେଖାଦିଏ ତ ଏହାର ଅର୍ଥ ତାଙ୍କର ଜନ୍ମ କୌଣସି ଭଲ ସ୍ଥାନରେ ହୋଇଛି। ସେ ଆପଣଙ୍କୁ ଏପରି ସ୍ୱପ୍ନ ମାଧ୍ୟମରେ ସଂକେତ ଦେଇଥାନ୍ତି କି ଆପଣ ତାଙ୍କ ବିଷୟରେ ଭାବି ନିଜକୁ କଷ୍ଟ ଦିଅନ୍ତି।

ସ୍ୱପ୍ନଶାସ୍ତ୍ରରେ ଏପରି ସ୍ୱପ୍ନକୁ ଆଶବାସନ ସ୍ୱପ୍ନ ବୋଲି କୁହାଯାଏ। ଏପରି ସ୍ୱପ୍ନ ଦେଖିଲେ ଆପଣ ପ୍ରସନ୍ନ ହେବା ଉଚିତ। ଆମର ପୂର୍ବଜଙ୍କ ଜନ୍ମ କୌଣସି ଭଲ ଜାଗାରେ ହୋଇଥାଏ। ଯଦି କୌଣସି ସ୍ୱାସ୍ଥ୍ୟ ସଦସ୍ୟଙ୍କ ମୃ-ତ୍ୟୁ ହୋଇଯାଇଛି ଆଉ ସେ ସ୍ୱପ୍ନରେ ଆପଣଙ୍କୁ ବିମାରି ଦେଖାଯାଉଛନ୍ତି ତ ଏହାର ସଂକେତ ସେ ଆପଣଙ୍କୁ ନିଜର କୌଣସି ଇଛା ବ୍ୟକ୍ତ କରିବାକୁ ଚାହୁଁଛନ୍ତି। ଆପଣଙ୍କୁ ଏହା ବୁଝିବାକୁ ପ୍ରୟାସ କରିବା ଉଚିତ କିମ୍ବା ଆପଣ ଏପରି ଭାବନ୍ତୁ କି ସେ ମ-ରି-ବ ଆଗରୁ ତାଙ୍କର କୌଣସି ଇଛା ଥିଲା ଯାହାକୁ କି ସେ ପୁରା କରିବାକୁ ଚାହୁଁଥିଲେ କିନ୍ତୁ କରିପାରିନାହାନ୍ତି।

ଯଦି ଆପଣଙ୍କୁ ଏହି ଇଛା ଜଣାଅଛି ତ ଆପଣ ତାକୁ ପୁରା କରନ୍ତୁ। ଏହା ଦ୍ୱାରା ସ୍ୱର୍ଗବାସୀ ବ୍ୟକ୍ତିଙ୍କର ଆ-ତ୍ମା-କୁ ସ୍ୱର୍ଗତି ପ୍ରାପ୍ତ ହୋଇଥାଏ। ତା ସହିତ ଆମ ପରିବାରର ମଧ୍ୟ ସୁଖଶାନ୍ତି ବନି ଥାଏ।ଯଦି ଆପଣଙ୍କୁ ଜଣା ଥିଲେ ମଧ୍ୟ ଆପଣ ସେହି ଇଚ୍ଛାକୁ ପୁରା କରନ୍ତି ନାହିଁ ତ ଆପଣଙ୍କ ଉପରେ ସ-ଙ୍କ-ଟ ଆସିଥାଏ। ଯଦି ସ୍ୱପ୍ନରେ ମୃ-ତ୍ୟୁ ବ୍ୟକ୍ତି ଦେଖାଦିଏ ତ ଆପଣ ଡରିଯାନ୍ତି। ସ୍ୱପ୍ନଶାସ୍ତ୍ର ଅନୁସାରେ ଯଦି କୌଣସି ଜୀବିତ ବ୍ୟକ୍ତି ମୃ-ତ୍ୟ ଦେଖାଦିଏ ତ ଏହାର ସଂକେତ ସେହି ବ୍ୟକ୍ତିର ଆୟୁ ଆହୁରି ଅଧିମ ହୋଇଗଲା । ଏପରି ସ୍ୱପ୍ନ ଲମ୍ବା ଆୟୁର ସୂଚନା ଦେଇଥାଏ। ଏବଂ ଏପରି ସ୍ୱପ୍ନକୁ ଆପଣ ଖ-ରା-ପ ବୋଲି ଭାବନ୍ତୁ ନାହିଁ।

ଆପଣ କେତେଥର ଦେଖିବାକୁ ପାଇଥିବେ କି ଆମର ସ୍ୱର୍ଗବାସୀ ଆମର ସ୍ୱପ୍ନରେ ଦେଖା ଦେଇଥାନ୍ତି କିନ୍ତୁ କିଛି କଥା କହିଁନଥାନ୍ତି। ଏହାକୁ ଆମେ ବୁଝିପାରୁ ନାହିଁ। ଆମେ ଆପଣଙ୍କୁ କହିଦେଉଛୁ କି ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ମୃ-ତ୍ୟୁ ପରିଜନ ଆମର ସ୍ୱପ୍ନରେ ଆସନ୍ତି ଆଉ କିଛି କୁହନ୍ତି ନାହିଁ ତ ଏପରି ସ୍ୱପ୍ନ ବିଷୟରେ କୁହାଯାଇଛି କି ଆମର ମୃ-ତ୍ୟୁ ପରିଜନ ଆମର ଜୀବନରେ ଘ-ଟୁ-ଥି-ବା ଗତିବିଧି ବିଷୟରେ କହିବାକୁ ପ୍ରୟାସ କରୁଛନ୍ତି।

ଅର୍ଥାତ ଯଦି ଆପଣ କୌଣସି ଭୁଲ କାମ କରିବାକୁ ଯାଉଛନ୍ତି କିମ୍ବା ଭୁଲ କାମ କରିବାକୁ ଭାବୁଛନ୍ତି ସ୍ୱପ୍ନଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯଦି ସ୍ୱପ୍ନରେ ଆସି ଆମକୁ ଆଶୀର୍ବାଦ ଦେଇଥାନ୍ତି କିନ୍ତୁ କିଛି କୁହନ୍ତି ନାହିଁ ତ ଏହାର ସଂକେତ ଏହା କି ଆପଣ ଯାହାବି କାର୍ଯ୍ୟ କରୁଛନ୍ତି କିମ୍ବା କରିବା ପାଇଁ ଭାବୁଛନ୍ତି ସେଥିରେ ଆପଣଙ୍କୁ ସତ ପ୍ରତିଶତ ସଫଳତା ମିଳିବ।

ଯଦି ଆପଣଙ୍କୁ ସ୍ୱପ୍ନରେ ସେମାନେ ଉଦାସ ଦେଖାଯାନ୍ତି ତ ଆପଣ ବୁଝି ଯାଆନ୍ତୁ କି ସେ ଆପଣଙ୍କ ଦ୍ୱାରା କରାଯାଇଥିବା କାମରେ ପ୍ରସନ୍ନ ନୁହଁନ୍ତି। ଆପଣ ସେ କାମକୁ ଶୀଘ୍ର ଛାଡି ଦିଅନ୍ତୁ। କାରଣ ଏହା ଆପଣଙ୍କ ପାଇଁ ଅଶୁଭ ପରିଣାମ ଆଣିଦେବ। କାରଣ ସ୍ୱପ୍ନ ମାଧ୍ୟମରେ ପୂର୍ବଜ ଆମକୁ ଆଗୁଆ ସଂକେତ ଦେଇ ଦେଇଥାନ୍ତି। କିନ୍ତୁ ଆମେ ଏହାକୁ ବୁଝି ନ ପାରି ଅନେକ ଭୁଲ କାମ କରିଦେଇଥାଉ। କେତେଥର ମଧ୍ୟ ଆମର ମୃ-ତ୍ୟୁ ପରିଜନ ଆମର ସ୍ୱପ୍ନରେ ଆସି ଆମକୁ କିଛିବି ବସ୍ତୁର ଦର୍ଶନ କରାନ୍ତି। କିନ୍ତୁ ମୁହଁରେ କିଛି କୁହନ୍ତି ନାହିଁ।

ଯଦି ସେହି ସ୍ୱପ୍ନରେ ଆମକୁ ନିବସ୍ତ୍ର ଦେଖାଯାନ୍ତି କିମ୍ବା ପାଦରେ ଜୋତା ନଥାଏ କିମ୍ବା ସେ ଭୋକିଲା ଦେଖାଯାନ୍ତି ଏସବୁ ଆପଣଙ୍କୁ ଲାଗେ ତ ଏହାର ସଂକେତ ଆପଣଙ୍କୁ ସେହି ଦ୍ଵପ୍ନରେ ଯାହା ସବୁ ନଥିବାର ଦେଖାଗଲା ଆପଣ ସେସବୁକୁ କୌଣସି ବ୍ରାହ୍ମଣଙ୍କୁ ଦାନ କରନ୍ତୁ। କିମ୍ବା କୌଣସିବି ମନ୍ଦିରକୁ ଯାଇ ଆପଣ ସେହି ଜିନିଷ ଗୁଡିକର ଦାନ କରନ୍ତୁ। ଦାନ କରିବା ସମୟରେ ମନରେ ଧ୍ୟାନ କରନ୍ତୁ ଏସବୁ ଜିନିଷ ସ୍ୱର୍ଗବାସୀ ବ୍ୟକ୍ତିଙ୍କୁ ପ୍ରାପ୍ତ ହେଉ। ଏପରି କରିବା ଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି। ଆପଣଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ।

ଯଦି କୌଣସି ସ୍ୱର୍ଗବାସୀ ବ୍ୟକ୍ତି ଆମକୁ ଦୂର କିଛି ସ୍ୱର୍ଗରେ ଦେଖାଦିଅନ୍ତି ତ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ସ୍ୱପ୍ନ ଦର୍ଶାଇଥାଏ କି ସେ ସୂର୍ଯ୍ୟ ପ୍ରାପ୍ତି ହୋଇଛନ୍ତି। ଏବଂ ସେ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଯଦି ସ୍ୱର୍ଗବାସୀ ବ୍ୟକ୍ତି ଆପଣଙ୍କୁ ଆପଣଙ୍କ ଘରର କୌଣସି ନଜର ଦେଖାନ୍ତି ତ ଏହାର ସଂକେତ ଆଜିବି ସେ ପରିବାର ଠାରୁ ମୋହ ଛାଡି ନାହାନ୍ତି ସେ ଆପଣଙ୍କର ପରିବାରକୁ ଆଜି ମଧ୍ୟ ନିଜ ଛାୟାରେ ରଖିଛନ୍ତି। ତ ଆପଣ ଗାଈକୁ ସବୁଦିନେ ରୁଟି ଖାଇବାକୁ ଦିଅନ୍ତୁ। ଏବଂ ଅମାବାସ୍ୟା ଦିନ ନିଜର ପିତୃପୁରୁଷଙ୍କ ନାମରେ ଭୋଗ ଲଗାନ୍ତୁ।

ଯଦି ସମ୍ଭବ ତ କିଛି ବ୍ରାହ୍ମଣଙ୍କୁ ଅମାବାସ୍ୟା ଦିନ ଭୋଜନ କରାନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିବ। ଏବଂ ସେମାନେ ପ୍ରସନ୍ନ ହୋଇଥାନ୍ତି। ଏହା ସହିତ ଆମେ ଆପଣଙ୍କୁ କହିରଖୁଛୁ କି ଆମର ହିନ୍ଦୁ ଧର୍ମରେ ୩୩ କୋଟି ଦେବତା ଅଛନ୍ତି ଯେଉଁମାନେ ସମସ୍ତଙ୍କ ପାଇଁ ସମାନ। କିନ୍ତୁ ଆମର ପିତୃପୁରୁଷ ଆମର ନିଜର ଦେବତା ଅଟନ୍ତି। ମୃତ୍ୟ ପରେ ବି ମଧ୍ୟ ମନୁଷ୍ୟ ବୃତି ଏବଂ ମନୁଷ୍ୟର ଉନ୍ନତି ପାଇଁ ଆମକୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ବନ୍ଧୁଗଣ ଯଦି ଆପଣଙ୍କୁ ଏମିତି ବିଚିତ୍ର ସ୍ୱପ୍ନ ଦେଖାଦିଏ ତ ଆପଣ ଅଧିକ କିଛି କରନ୍ତୁ ନାହିଁ। ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *