ବନ୍ଧୁଗଣ ନିକଟରେ ପ୍ରାଇ-ଭେଟ ପା-ର୍ଟରେ ଟାଟୁ କରି ଚର୍ଚ୍ଚାରେ ଥିଲେ ଜଣେ ସ୍ତ୍ରୀ। ଆଉ ଏବେ ଆଉ ଜଣେ ସ୍ତ୍ରୀଙ୍କ ନାମରେ ସ୍ୱାମୀ ଆଣିଛନ୍ତି ସାଂଘା-ତିକ ଅଭି-ଯୋଗ। ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବିରୋ-ଧରେ ଏଭଳି ଅଭି-ଯୋଗ ଆଣିଛନ୍ତି ଯାହା ଶୁଣିଲେ ହୁଏତ ଆପଣଙ୍କ ଲୋମ ଟା-ଙ୍କୁରି ଉଠି ପାରେ। ସ୍ୱାମୀଙ୍କ ଅଭି-ଯୋଗ ଅନୁଯାୟୀ ସ୍ତ୍ରୀ ତାଙ୍କ ପାଦରେ ର-କ୍ତରେ ଲେଖିଥିଲେ ଆଇ ଲଭ ୟୁ ଲୁଲୁ।
ଆଉ ଯାହା ଦେଖିନେଇଥିଲେ ସ୍ୱାମୀ। ଏହା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ।ଏହା ପରେ ସ୍ବାମୀ ସ୍ତ୍ରୀ ଦୁହେଁ ହୋଇଯାଇଥିଲେ ଅଲଗା। ଏହା ପରେ ସ୍ତ୍ରୀ ପିଲା ମାନଙ୍କୁ ନେଇ ଚାଲିଯାଇଥିଲେ ବାପାଙ୍କ ଘରକୁ। ହେଲେ କିଛି ଦିନ ପରେ ସ୍ତ୍ରୀ ତାର ଅଧିକାର ଆଉ ପିଲା ମାନଙ୍କୁ ନ୍ୟା-ୟ ଦାବିରେ ସ୍ୱାମୀ ଘର ଆଗରେ ଧାରଣାରେ ବସିଥିଲେ।
ହେଲେ ସ୍ତ୍ରୀ ଯେତେବେଳେ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ ସେତେବେଳେ ସ୍ତ୍ରୀଙ୍କ ନାମରେ ସ୍ୱାମୀ ଆଣିଥିଲେ ସାଂଘା-ତିକ ଅଭି-ଯୋଗ। ସ୍ୱାମୀ ଅଭି-ଯୋଗ କରିଥିଲେ କି ସ୍ତ୍ରୀ ତାଙ୍କୁ ପଛରୁ ଛୁ-ରୀ ମା-ରୁଥିଲେ ଅର୍ଥାତ ସ୍ତ୍ରୀ କୁଆଡେ ତାଙ୍କ ପାଦରେ ଲେଖିଥିଲେ ର-କ୍ତରେ ଆଇ ଲଭ ୟୁ। ଲୁଲୁ ପାଇଁ ଆମ ସଂସାର ଭା-ଙ୍ଗିଗଲା ବୋଲି ସ୍ୱାମୀ ଅଭି-ଯୋଗ ଆଣିଛନ୍ତି।
ଆଉ ତାଙ୍କ ପତ୍ନୀଙ୍କର ସେହି ଲୁଲୁଙ୍କ ସହ କୁଆଡେ ଚୋ-ରା ପୀ-ରତି ଚାଲିଥିଲା ବୋଲି ମଧ୍ୟ କହିଛନ୍ତି। କେବଳ ଏତିକି ରେ ଅଭି-ଯୋଗ ସରିନାହିଁ ସ୍ୱାମୀଙ୍କର। ସ୍ୱାମୀ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ମାସରେ ଘରକୁ ଥରେ ସ୍ୱାମୀ ବୁଲିବାକୁ ଆସନ୍ତି ହେଲେ ସ୍ତ୍ରୀ ସ୍ୱାମୀଙ୍କ ଅନୁପସ୍ଥିତରେ ପର ପୁରୁଷ ମାନେ ଲୁଲୁ ସାଥିରେ ସ-ମ୍ପର୍କ ରଖୁଥିଲା। କେବଳ ସମ୍ପ-ର୍କ ନୁହେଁ ସ୍ତ୍ରୀ କୁଆଡେ ଶାରୀ-ରିକ ସମ୍ପ-ର୍କରେ ମଧ୍ୟ ଲିପ୍ତ ଥିଲା।
ସେପଟେ ସ୍ତ୍ରୀ ଏଭଳି ଅଭି-ଯୋଗକୁ ଖ-ଣ୍ଡନ କରିଥିବା ବେଳେ ସ୍ତ୍ରୀ କହିଛନ୍ତି କି ବର୍ଷେ ହେଲା ମୋ ସ୍ୱାମୀ ମତେ ପଚାରୁ ନାହାଁନ୍ତି ମୋ କୋଳରେ ଦୁଇଟି ଛୁଆ ଥିବା ବେଳେ ସ୍ୱାମୀ ଆମ ଖାଇବା ପିଇବା କଥା ବୁଝୁନାହାଁନ୍ତି। ଆମେ ଖାଇବା ପିଇବାକୁ ବହୁତ ହଇ-ରାଣ ହେଉଛି ହେଲେ ସ୍ୱାମୀ କିନ୍ତୁ ମୋ ନାଁରେ ମି-ଛ ଅଭି-ଯୋଗ ଆଣିଛନ୍ତି। ମୋ କୋଳରେ ଦୁଇଟି ଛୁଆ ଥିବା ବେଳେ ମୁଁ ସିନା ଉପାସ ଭୋକରେ ରହି ଯାଉଛି ହେଲେ ମୋ ଦୁଇ ଛୁଆ କିନ୍ତୁ ଉପାସ ଭୋକରେ ରହି ପାରୁନାହାନ୍ତି। ଆଉ ଏବେ ସେ ଶୁଣିବାକୁ ପାଉଛନ୍ତି କି ତାଙ୍କ ସ୍ୱାମୀ କୁଆଡେ ବାହାରେ ଆଉ ଜଣେ ମହିଳାଙ୍କୁ ବିବାହ କରି ରହୁଛନ୍ତି। ସ୍ତ୍ରୀ ସ୍ୱାମୀଙ୍କ ନାମରେ ଅଭି-ଯୋଗ କରୁଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି।
ସେପଟେ ଏଭଳି ଘ-ଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ପୋଡା ଡିହା ଅଞ୍ଚଳରୁ। ଏହି ଅଞ୍ଚଳର ବସନ୍ତ ରାଉତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ଘଟିଥିଲା। ତେବେ ସ୍ତ୍ରୀ ମଞ୍ଜୁଲତା ଦୁଇ ଛୁଆଙ୍କୁ ଧରି ନିଜ ବାପାଙ୍କ ଘରକୁ ଚାଲିଯାଇଥିଲେ । ହେଲେ ଯେତେବେଳେ ଜାଣିବାକୁ ପାଇଲେ କି ମଞ୍ଜୁଲତା ତାଙ୍କ ସ୍ୱାମୀ ବାହାରେ ଆଉ ଏକ କାହାକୁ ବିବାହ କରି ରହୁଛନ୍ତି ସେତେବେଳେ ନିଜ ସଙ୍ଖା ସିନ୍ଦୁର ଆଉ ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ସ୍ତ୍ରୀ ଆସି ସ୍ୱାମୀ ଘର ସାମନାରେ ଧାରଣାରେ ବସିଥିଲେ।
ତେବେ ସ୍ୱାମୀଙ୍କ କହିବା କଥା ସ୍ତ୍ରୀ ପର ପୁରୁଷ ସାଥିରେ ଶାରୀ-ରିକ ସମ୍ପ-ର୍କ ରଖିଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ। ହେଲେ ଏହି ଘଟ-ଣାକୁ ସ୍ତ୍ରୀ ଅସ୍ବୀକାର କରିବା ସହିତ ସ୍ତ୍ରୀ କହିଛନ୍ତି ସ୍ୱାମୀ ବାହାରେ ବିବାହ କରି ସଂସାର ଆରମ୍ଭ କରିଥିବା ବେଳେ ମତେ ସେ ଅଣଦେଖା କରି ମୋ ନାମରେ ମି-ଛ ଅଭି-ଯୋଗ ଆଣିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମଞ୍ଜୁଲତାଙ୍କୁ କେବେ ମିଳୁଛି ନ୍ୟା-ୟ।