ପବିତ୍ର ର୍ଦୁଗା ପୂଜା ଏହି ୮ ଟି ରାଶି ସୁନା ଭଳି ଚମକିବ। ଯେତେବେଳେ ଭଗବାନ ପ୍ରଶନ୍ନ ହୋଇଥାନ୍ତି। ମନୁଷ୍ୟ ର ଜୀବନରେ ବହୁତ କିଛି ପରିର୍ବତ୍ତନ ଆସିଥାଏ। ତେବେ ର୍ଦୀଘ ୫୦୦ ବର୍ଷ ପରେ ର୍ଦୁଗା ପୂଜା ରେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ଗତି ବିଧୀ ରେ ବହୁତ ବଡ ପରିର୍ବତ୍ତନ ହେବାକୁ ଯାଉଛି। ଯେମିତିକି ଆପଣମାନେ ଜାଣିଥିବେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ରାଶି ଚକ୍ର ର ୧୨ ଗୋଟି ରାଶି ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ।
ତେଣୁ ଏହି ମହା ସଂଯୋଗ ପବିତ୍ର ର୍ଦୁଗା ପୂଜା ଅବସର ରେ ଘଟୁଥିବା ରୁ ମା ଜଗତ୍ ଜନନୀ ମା ର୍ଦୁଗା ଏହି ୮ଟି ରାଶି ମାନଙ୍କ ଉପରେ ଆର୍ଶୀବାଦ କରିବାକୁ ଯାଉଛନ୍ତି। ଯାହା ଫଳରେ ଏହି ରାଶି ର ବ୍ୟକ୍ତି ମାନଙ୍କର ଭାଗ୍ୟ ପବିତ୍ର ଦଶହରା ପର ଠାରୁ ସୁନା ଭଳି ଚମକି ବାକୁ ଲାଗିବ। ତେବେ ଆସନ୍ତୁ ଯାଣିବା ଏହି ଭାଗ୍ୟଶାଳୀ ରାଶି ଭାଗ୍ୟ ରେ ମା ର୍ଦୁଗା ଙ୍କ ଆର୍ଶୀବାଦ ରୁ କ’ଣ ସବୁ ଘଟିବାକୁ ଯାଉଛି।
ମା ର୍ଦୁଗା ଙ୍କର ଆର୍ଶୀବାଦ ରୁ ଆପଣଙ୍କର ସବୁ ଦିନ ହସ ଖୁସି ରେ ବିତିବ କୌଣସି ବି ସମସ୍ୟା ରହିବ ନାହିଁ। କାହା କଥାରେ ମୁଣ୍ଡ ପୁରେଇବା ଠିକ୍ ହେବ ନାହିଁ। ଅଜଥା ଏହା ଆପଣଙ୍କ ର ମୁଣ୍ଡ ବିନ୍ଧା ର କାରଣ ମଧ୍ୟ ହୋଇପାରେ। ବେପାର ବାଣିଜ୍ୟ ରେ ଭଲ ଲାଭ ହେବ। କାରବାର ଦିନ କୁ ଦିନ ବୃଧି ହେବାକୁ ଲାଗିବ କାରବାର ରେ କୌଣସି ଅଭାବ ରହିବ ନାହିଁ। ଆୟ ରେ ବୃଧି ହେବ। ବୁଡି ଯାଇଥିବା ପୁରୁଣା ଟଙ୍କା ପଇସା ଫେରି ପାଇବାର ସମ୍ଭାବନା ଅଛି। ଚାକିରୀ ରେ ପଦଉନ୍ନତି ହେବ। ଯଦି ଭଲ ଜୀବନ ସାଥୀର ଖୋଜ ରେ ଥାନ୍ତି ତେବେ ତାହା ଆପଣଙ୍କର ପୁରଣ ହେବ।
ତାହା ସହିତ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଜୀବନ ସାଥୀ ଟେ ନିଶ୍ଚିତ ମିଳିବ। ଜୀବନ ସାଥୀଙ୍କ ସହିତ ପ୍ରମ ସଂମ୍ପର୍କ ଅଧିକ ମଧୁର ରହିବ। ଆପଣଙ୍କର ଅଧିକ ଆୟ ହେବା ସହିତ ଖର୍ଚ୍ଚ ମଧ୍ୟ ଅଧିକ ହେବ। ଅଯଥା ଜିନିଷ ରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ତେଣୁ ଏଥି ପ୍ରତି ସାବଧାନ ରହିବା ଆବଶ୍ୟକ। ଆପଣ ଆପଣଙ୍କ ପରିବାର ପାଇଁ କର୍ତ୍ତବ୍ୟ ଭଲ ରହିବ। ସମସ୍ତେ ଆପଣଙ୍କ ଠାରେ ଖୁସି ରେ ରହିବେ ଏବଂ ଧନ ସମ୍ପନ୍ତି ଭର ପୁର ରହିବ। ଘରେ ଏବଂ ପରିବାରର ସମସ୍ତେ ବେଶି ହସ ଖୁସି ରେ ଭାବୁକ ସ୍ବୋଭାବ ର ହୁଅନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ହୃଦୟ କୁ ଆଘାତ ଲାଗିଥାଏ। ଏବଂ ଆପଣ ଏଥି ପାଇଁ ଦୁଃଖି ମଧ୍ୟ ହୋଇ ପାରନ୍ତି। ଏହି ସବୁ ରାଶି ଗୁଡିକ ହେଉଛନ୍ତି – ୧ – ଧନୁ ରାଶି, ୨ – ବୃଷ ରାଶି, ୩ – ତୁଳା ରାଶି, ୪ – ସିଂହ ରାଶି, ୫ – କନ୍ୟା ରାଶି, ୬ – ମେଷ ରାଶି, ୭ – ମୀନ ରାଶି, ୮- କୁମ୍ଭ ରାଶି।
ମା ଦୁର୍ଗାଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମା ଦୁର୍ଗତି ନାଶିନୀ “