ସୋଶିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି। ନେହା କକ୍କରଙ୍କ ଗର୍ଭାବସ୍ଥା ଦେଖି କେତେକ ଫ୍ୟାନ୍ସ ବହୁତ ସର୍ପାଇଜ ମଧ୍ୟ ଅଛନ୍ତି କାରଣ କେହି ଭାବିବି ନଥିଲେ କି ଏତେ ଜଲଦି ଖୁସି ଖବର ମିଳିବ ବୋଲି।
ନେହା ସିଙ୍ଗର ରୋହନପ୍ରୀତଙ୍କ ସହିତ ଅକ୍ଟୋବରରେ ବିବାହ କରିଥିଲେ। ଏହାପରେ ସେ ଦୁଇ ଜଣ ନିଜର ହନିମୁନ ମନେଇବା ପାଇଁ ଦୁବାଈ ମଧ୍ୟ ଯାଇଥିଲେ। ତାଙ୍କର ସବୁ ଫଟୋ ସୋଶିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା।
ସିଙ୍ଗର ନେହା କକ୍କର ମା ହେବାକୁ ଯାଉଛନ୍ତି। ରୋହନପ୍ରୀତଙ୍କ ସହ ତାଙ୍କର ବିବାହ ପରେ ଏବେ ସିଙ୍ଗରଙ୍କ ଜୀବନରେ ଆଉ ଏକ ଖୁସିଖବର ଆସୁଛି। ସୋଶିଆଲ ମିଡିଆରେ ନେହାଙ୍କର ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ତାଙ୍କର ଗର୍ଭ ସମ୍ପୁର୍ଣ୍ଣ ଦେଖାଯାଉଛି।
ବିବାହ ପରେ ପ୍ରତ୍ୟେକ ମୌକାରେ ନେହା ଏବଂ ରୋହନପ୍ରୀତ କପଲ ଗୋଲ୍ସ ଦେଉଛନ୍ତି। ତାଙ୍କର କମେଷ୍ଟ୍ରି ଦେଖି ଫ୍ୟାନସ୍ ମଧ୍ୟ ବହୁତ ତାଙ୍କର ତାରିଫ କରୁଛନ୍ତି। ଏବେ ଯେତେବେଳେ ନେହା ମା ହେବାକୁ ଯାଉଛନ୍ତି, ତେବେ ଫ୍ୟାନସ୍ ତାଙ୍କୁ ଏହାର ଶୁଭେତ୍ସା ମଧ୍ୟ ଯଣାଉଛନ୍ତି।
ବର୍ତ୍ତମାନ ନେହା କକ୍କଡ ଇଣ୍ଡିଆନ ଆଇଡିଆଲର ସୁଟିଂଗରେ ବ୍ୟସ୍ତ ଅଛନ୍ତି। ଏମିତିରେ ତାଙ୍କର ମା ହେବା ଶୋ ର ସୁଟିଂଗ ଉପରେ କଣ ପ୍ରଭାବ ପକାଉଛି, ଏହା ଦେଖିବାର ବିଷୟ ଅଟେ। ଏବେ ତ କେବଳ ଏହାର ଶୁବେତ୍ସା କପଲଙ୍କୁ ଦିଆ ଯାଉଛି।
ନେହା ଏବଂ ରୋହନପ୍ରୀତଙ୍କ ଲଭ ଷ୍ଟୋରିର କଥା କହିବାକୁ ଗଲେ ଏହା କେଉଁ ପୁରୁଣା ଲଭ ସ୍ଟୋରି ନୁହେଁ। ବଂର ରୋହନପ୍ରୀତଙ୍କ କହିବା ଅନୁସାରେ ନେହୁ ଦ ବିହା ଗୀତରୁ ତାଙ୍କର ପ୍ରଥମ ଦେଖା ହୋଇଥିଲା।
ରୋହନପ୍ରୀତ ପ୍ରଥମ ଦେଖାରେ ହିଁ ନେହାଙ୍କୁ ପସନ୍ଦ କରିଥିଲେ। ସେ କହୁଛନ୍ତି କି ଗୀତରେ ଯାହା ସବୁ ହୋଇଥିଲା ଏବେ ବର୍ତ୍ତମାନ ତାଙ୍କ ନିଜ ଲାଇଫରେ ତାହା ହେଉଛି।