ଘରକୁ ଆସିଲା ନୂଆ ସାଇକେଲ, ତେବେ ମହିଳା ଜଣକ ଧୂପକାଠି ଜଳାଇ କଲେ ପୂଜା, IPS କହିଲେ ଭାରତୀୟ ସଂସ୍କୃତିର ସୁନ୍ଦରତା

ସୋସିଆଲ ମିଡ଼ିଆରେ ଯେଉଁ ଫୋଟୋ ଭାଇ-ରାଲ ହେଉଛି ତାହାକୁ ଦେଖି ଆପଣ ଦେଖି ଆ-ଶ୍ଚ-ର୍ଯ୍ୟ ହେବେ ନାହିଁ, ଯଦିଓ ଏହା ଆମକୁ ଆମ ସଂସ୍କୃତି ମନେପକାଉଛି। ଫୋଟୋରେ ଆପଣ ଦେଖିବେ ଜଣେ ମହିଳା ଧୂପକାଠି ଜଳାଇ ସାମ୍ନାରେ ଥିବା ସାଇକେଲକୁ ପୂଜା କରିବାର ନଜର ଆସୁଛି।

ଆମ ସଂସ୍କୃତିର ଆଭାସ:-

ସୋସିଆଲ ମିଡ଼ିଆରେ ଅନେକଥର ଆଚମ୍ବିତ କରିଦେଲା ଭଳି ଫୋଟୋ ଭିଡିଓ ଭାଇ-ରାଲ ହୋଇଥାଏ। କେତେ ଥର ଏଭଳି ଫୋଟୋ ଭାଇ-ରାଲ ହୁଏ, ଯାହାକୁ ଦେଖି ଆମେ ତାହା ଉପରେ ବି-ଶ୍ୱା-ସ କରିପାରନ୍ତି ନାହିଁ ଅଥବା ଆମେ ଆ-ଶ୍ଚ-ର୍ଯ୍ୟ ଚକିତ ହୋଇଥାଆନ୍ତି। କିନ୍ତୁ ଏହି ଥର ସୋସିଆଲ ମିଡ଼ିଆରେ ଯେଉଁ ଫୋଟୋ ଭାଇ-ରାଲ ହେଉଛି, ତାହାକୁ ଦେଖି ଆପଣ ଆ-ଶ୍ଚ-ର୍ଯ୍ୟ ଚକିତ ହେବେ ନାହିଁ। ବରଂ ଫୋଟୋ ଆମକୁ ଆମ ସଂସ୍କୃତିର ଆଭାସ ଦେଉଛି।

IPS ଅଫିସର କଲେ ସେୟାର:-

ଏହି ଫୋଟୋ ସୋସିଆଲ ମିଡ଼ିଆରେ IPS ଅଫିସର ଦୀପାଂଶୁ କାବରା ସେୟାର କରିଛନ୍ତି। ଫୋଟୋ ସହ ସେ ଏକ କ୍ୟାପସନ ଲେଖିଛନ୍ତି,’ ନୂଆ ଲକ୍ସଜୁରୀ କାର ହେଉ, ନୂଆ ସାଇକେଲ ହେଉ କିମ୍ବା ନୂଆ ଯେକୌଣସି ବସ୍ତୁ ହେଉ ତାହାକୁ ଆମେ ଘରେ ତାକୁ ସମ୍ମାନ ଦେଇ ସ୍ୱାଗତ କରିଥାଉ। ମାନନ୍ତୁ ଈଶ୍ୱରଙ୍କ ଆଶୀର୍ବାଦରୁ ପରିବାରରେ ଏକ ନୂଆ ସଦସ୍ୟ ଆସିଛି’।

ଈଶ୍ୱରଙ୍କୁ ସ୍ମରଣ କରି ନୂଆ ଜିନିଷର ବ୍ୟବହାର:-

ଫୋଟୋରେ ଆପଣ ଦେଖିବେ କି ଏକ ମହିଳା ଧୂପକାଠି ଜଳାଇ ସାମ୍ନାରେ ଛିଡା ହୋଇଥିବା ସାଇକେଲକୁ ପୂଜା କରୁଥିବାର ନଜର ଆସୁଛି। ଆମମାନଙ୍କ ଭିତରେ ଅନେକ ଲୋକ ଆଜି ମଧ୍ୟ ଏଭଳି ଥିବେ, ଯିଏ ଘରକୁ ଯେବେ କୌଣସି ନୂଆ ବସ୍ତୁ ଆସିଥାଏ ତାକୁ ସେ ପୂଜା ନି-ଶ୍ଚ-ୟ କରିଥାନ୍ତି। ଏବଂ ପୂଜା କରିସାରିଲା ପରେ ସେହି ଜିନିଷକୁ ବ୍ୟବହାର କରିଥାନ୍ତି, ତାହା ପୁଣି ଗାଡ଼ି ହୋଉ, ଟିଭି ହେଉ ଅଥବା ନୂଆ ଘର ହେଉ। କାରଣ ଏହା ଆମର ଭାରତୀୟ ସଂସ୍କୃତିର ପରିଚୟ ଅଟେକି ଆମେ ଜେବେବି କିଛି ନୂଆ କରିଥାନ୍ତି, ତେବେ ପ୍ରଥମେ ଈଶ୍ୱରଙ୍କୁ ସ୍ମରଣ କରନ୍ତି।

Leave a Reply

Your email address will not be published. Required fields are marked *