ନିରଜ ସିଂହ ବବୁଲ ପଞ୍ଚମ ଥର ବନିଲେ ବିଧାୟକ,ଆକ୍ଟର ସୁଶାନ୍ତ ସିଂହଙ୍କ କଜନ ବ୍ରଦର

ପାଟନା ବିହାର ; ବିଜେପି ପ୍ରାର୍ଥୀ ନିରଜ ସିଂହ ବବୁଲ ଛାତପୁରାରୁ ବିଜୟ ଲାଭ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ପାଞ୍ଚ ଥର ଇଲେକସନ ରେ ଜିତି ସାରିଛନ୍ତି। ସେ ଆରଜେଡି ପ୍ରାର୍ଥୀ ଡା. ବିପିନ କୁମାର ନୋନିଆ ଙ୍କୁ ୨୦୬୩୫ ଭୋଟ ରେ ହରାଇଛନ୍ତି। ନିରଜ ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୂତ ଙ୍କର କଜନ ଭାଈ ଅଟନ୍ତି। ନିରଜ ୨୦୦୫ ରେ ରାଜଦ ର ଜହୁର ଆଲମ ଙ୍କୁ ୯୨୯୨ ଭୋଟ ରେ ହରାଇ ଥିଲେ।

ଅଭିନେତା ସୁଶାନ୍ତଙ୍କୁ ନେଇକି ବହୁତ ଆକ୍ଟିଭ ଥିଲେ;

ନିରଜ ସିଂହ ବବୁଲ ସୁଶାନ୍ତ ସିଂହ ରାଜପୂତ ଙ୍ ମୃତ୍ୟୁ ଘଟଣା ରେ ବହୁତ ଥର ଆଓ୍ବାଜ ଉଠାଇ ଥିଲେ। ସେ କେତେଥର ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ଙ୍କୁ ବ୍ୟକ୍ତିଗତ ଭାବରେ ଏହି ଘଟଣା ର ସିବିଆଈ ଜାଞ୍ଚ ପାଇଁ ଦାବି କରିଥିଲେ। ସେ ନିଜର ର୍କଜନ ଭାଇ ସୁଶାନ୍ତ ସିଂହ ଙ୍କର ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇ ଯାଇଥିଲେ।

ଜେଲ ଭି ଯାଇଛନ୍ତି ନିରାଜ:

ନିରଜ କୁମାର ବବୁଲ ୧୯୮୮ ରେ ରାଜନୀତି ରେ ପାଦ ଦେଇଥିଲେ। ସାମାଜିକ ଆନ୍ଦୋଳନ ରେ ଜେଲ ଯାଇଥିଲେ। ସେ ପାଞ୍ଚ ଥର ବିଧାୟକ ହୋଇ ସାରିଛନ୍ତି। ପୂର୍ବ ଥର ସେ ଛାତାପୁର ଜିତ ରେ ହାଟ୍ରିକ ବନେଇ ଥିଲେ। ସେ ୨୦୦୫ ରୁ ଲଗାତାର ଜିତି ଆସୁଛନ୍ତି।

୧୦ ବର୍ଷରେ ୧୪ କୋଟି ହୋଇଗଲା ସମ୍ପତି:

ଗ୍ରାଜୁଏଟ ଅଟନ୍ତି। ତାଙ୍କ ଉପରେ ତିନୋଟି କ୍ରିମିନାଲ କେସ ଏବେ ଚାଲିଛି। ସମ୍ପତି ର କଥା କହିବାକୁ ଗଲେ ଦଶ ବର୍ଷ ରେ ସମ୍ପତି ୯୯୧.୨% ବଢିଛି। ବର୍ତ୍ତମାନ ତାଙ୍କ ସମ୍ପତି ୧୪.୦୮ କୋଟି ଟଙ୍କା ଅଛି। ୨୦୦୫ ରେ ଯେତେବେଳେ ତାଙ୍କର ସମ୍ପତି ୩୨.୪୧ ଲକ୍ଷ ଟଙ୍କା ଥିଲା। ୨୦୧୦ ରେ ୧.୦୭ କୋଟି ଟଙ୍କା ଥିଲା। ୨୦୧୫ ରେ ତାଙ୍କ ସମ୍ପତି ୩.୫୩ କୋଟି ଟଙ୍କା କହିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *