ଆଜି ଆପଣଙ୍କୁ ଗୋଟେ ଘୋରାଇ ଉପଚାର ଶିଖେଇବି ଯାହା ଦ୍ଵାରା ଆପଣଙ୍କ ଗଳାରେ ଥିବା କଷ୍ଟ,ଥଣ୍ଡା,କାଶ, କଫ ଏହି ସମସ୍ତ ସମସ୍ୟା ଦୂର ହୋଇଯିବ।
ଆସନ୍ତୁ ଜାଣିବା ଆପଣ ଆକୁ କେମିତି ବନେଇବେ ଏବଂ କେମିତି ସେବନ କରିବେ।
ପ୍ରଥମେ ଏକ ପ୍ୟାନ ନେଇ ଗ୍ୟାସ୍ ରେ ବସେଇ ବେ ଏବଂ ସେଥିରେ ଏକ ଗ୍ଲାସ୍ ପାଣି ଢାଳି ବେ ।ପାଣି ଫୁଟିବା ଆରମ୍ଭ କଲେ ସେଥିରେ ଅଧା ଚାମଚ ହଳଦୀ ମିଶାନ୍ତୁ । ବନ୍ଧୁଗଣ ଆପଣ ଜାଣି ଥିବେ ହଳଦୀ ଆମ ଶରୀର ପାଇଁ କେତେ ଉପକାରି ଅଟେ। ପରେ ସେଥିରେ ଏକ ଚାମଚ କଳା ଲୁଣ ମିଶାନ୍ତୁ ତାପରେ ଏକ ଚାମଚ ଗାଈ ଘିଅ ମିଶାନ୍ତୁ ।
ଘିଅ ମିଶାଇ ବାର କାରଣ ଏହିକି ଯେ କଫ ଓ କାଶ କାରଣରୁ ଗଳାରେ ଯୋଉ କଷ୍ଟ ହୋଇଥାଏ ତାହା ଦୂର ହୋଇଯିବ ।ଆପଣଙ୍କ ର ଏହି କାଢ଼ା ପାଞ୍ଚ ମିନଟରେ ବନି ପ୍ରସ୍ତୁତ ହୋଇଯିବ । ତାପରେ ଏହି କାଢ଼ା କୁ ଏକ କପକୁ ଛାଣି ନିଅନ୍ତୁ ।ତାପରେ ସେଥିରେ କିଛି ବୁନ୍ଦା ଲେମ୍ବୁରସ ଚିପୁଡ଼ନ୍ତୁ ଏହାପରେ ତାକୁ ମୀକ୍ସ୍ କରି ଦିଅନ୍ତୁ ।
ଏବେ ଜାଣିବା ଆପଣ ଏହାକୁ ସେବନ କେମିତି କରିବେ ।ଏହା ହାଲକା ଉଷୁମ ଥିଲାବେଳେ ଏହାକୁ ସେବନ କରନ୍ତୁ । ଯେବେ ସେବନ କରିବାକୁ ଚାହିଁ ବେ ତେବେ ଆକୁ ବାନେଇବେ ପୂର୍ବରୁ ପ୍ରସ୍ତୁତ କରି ରଖନ୍ତୁ ନାହିଁ । ଆପଣ ଆକୁ ସକାଳେ ସେବନ କରିବେ । ନିହାତି ଆପଣ ଆକୁ ସେବନ କରନ୍ତୁ ଦେଖିବେ ବହୁତ ଆରାମ ମିଳିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।