ପଥର କିମ୍ବା ଢେଲା ନୁହେଁ,ଏହା ହେଉଛି ଭାରତର ସବୁଠାରୁ ମହଙ୍ଗା ପରିବା, ଏକ କିଲୋ ଦାମରେ କିଣି ପାରିବେ ଏକ ଗ୍ରାମ ସୁନା

ଦୁନିଆରେ କେତେକ ପ୍ରକାରର ଜୀବ ଜନ୍ତୁ ଗଛ ମିଳିଥାଏ। ଅଲାଗା ଅଲଗା ଜାଗାରେ ଅଲଗା ଅଲଗା ପରିବା ଲୋକଙ୍କୁ ପସନ୍ଦ ହୋଇଥାଏ। କିଛି ପରିବା ଋତୁ ଅନୁସାରେ ହୋଇଥାଏ। ସେ ସେହି ସମୟ ରେ ବହୁୁତ ମିଳିଥାଏ ଏବଂ ବହୁତ ସସ୍ତା ହୋଇଥାଏ। କିନ୍ତୁ କିଛି ପରିବା ମହଙ୍ଗା ହୋଇଥାଏ। ଏହି ପରିବା ସବୁ ଜାଗାରେ ହୋଇ ନଥାଏ। ଏହା କିଛି ଖାସ ଇଲାକା ରେ ହୋଇଥାଏ। ଏହିଥି ପାଇଁ ଏହାର ଦାମ ଆକାଶ ଛୁଆଁ ହୋଇଥାଏ। ଆଜି ଆମେ ଆପଣଙ୍କୁ ଭାରତ ରେ ହେଉଥିବା ଏମିତି ଏକ ପରିବା ବିଷୟ ରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଜାଣି ଆପଣ ଚମକି ପଡିବେ। ଏହି ପରିବା ର ଏତେ ଦାମ ଯେ ଏହାକୁ ଜଣେ ସାଧାରଣ ମଣିଷ କିଣିବା ଭାବି ବି ପାରିବ ନାହିଁ। ଏହି ପରିବା ଶହେ ଦୁଇ ଶହ ରେ ନୁହେଁ ୩୦ ହଜର କିଲୋ ପ୍ରତି ବିକ୍ରି ହୋଇଥାଏ।

ଭାରତରେ କେତେଥର ପିଆଜି,ଟମାଟୋ କିଲୋ ପତ୍ରି ଶହେ ରୁ ଅଧିକ ହୋଇଯାଇ ଥାଏ। ଏହି ସମୟରେ ବଜାର ରେ ବହୁତ ବିଶୃଖଳା ଦେଖାଯାଇ ଥାଏ। କିନ୍ତୁ ଯଦି ଆମେ ଆପଣଙ୍କୁ କହୁ କି ବଜାର ରେ ଏମିତି ଏକ ଟମାଟୋ ଅଛି ଯାହାର ମୂଲ୍ୟ ୩୦ ହଜାର ଟଙ୍କା ଏକ କିଲୋ ପ୍ରତି ଅଟେ।

ହୁଏତ ଆପଣଙ୍କୁ ଏହା ବିଶ୍ବାସ ହେବ ନାହିଁ କିନ୍ତୁ ଏହା ପୁରା ସତ୍ୟ,ଏହି ପରିବାର ନାମ ଗୁଛି ଅଟେ। ଏହି ପରିବା ଛତୁ ର ଏକ ଜଗଂଲୀ ପ୍ରଜାତି ର ଅଟେ। ଏହା କେବଳ ହିମାଳୟ ରେ ହୋଇଥାଏ। ଏହାକୁ ର୍ଦୁଲଭ ପରିବାର ଲିଷ୍ଟ ରେ ରଖାଯାଏ।

ଗୁଛି ର ମାର୍କେଟ ରେ ଦାମ କିଲୋ ପ୍ରତି ୩୦ ହଜାର ଅଟେ। ଏହାକୁ ନେଇ କେତେକ ଲୋକ ଏହି ପର୍ଯ୍ୟନ୍ତ ମନ୍ତବ୍ୟ ଦେଉଛନ୍ତି କି ଏହାକୁ ଖାଇବା ପାଇଁ ଆପଣଙ୍କୁ ବ୍ୟାଙ୍କ ରୁ ଲୋନ ନେବାକୁ ପଡିବ। ଭରତ ବ୍ୟତିତ ଏହି ପରିବା ର ଚାହିଦା ବିଦେଶ ରେ ମଧ୍ୟ ଅଧିକ ଅଛି।

ବାସ୍ତବରେ ଗୁଛିରେ ବହୁତ ଔଷଧିଅ ଗୁଣ ରହିଛି। ଏହା ହୃଦୟ ଗ୍ରସ୍ତ ରୋଗୀ ଙ୍କ ପାଇଁ ବହୁତ ଉପକାରୀ ଅଟେ। ଏହା ସହିତ ସେହି ପରିବା ରେ ବହୁତ ପୋଷଣ ଗୁଣଥାଏ। ଏହି କାରଣ ରୁ ବିଦେଶ ଏହାର ବହୁତ ମୂଲ୍ୟ ରହିଛି।

କେତେକ ଡକ୍ଟର ଏହାକୁ ଖାଇବା ପାଇଁ ପରାର୍ମସ ଦିଅନ୍ତି। ଏହା ଏକ ପ୍ରକାର ର ମଲଟି ଭିଟାମିନ ନାଚୁରାଲ ଟାବଲେଟ ଅଟେ। ଏହି ସବୁ କାରଣ ପାଇଁ ଏହାର ଚାହିଦା ଅଧିକ। ଏଥିପାଇଁ ଏହାର ମୂଲ୍ୟ ଟିକେ ଅଧିକ। ଏହା ଖୁବ କମ ହୋଇଥାଏ।

ଗୁଛି ହେବାର ଏକ ଖାସ ସମୟ ହୋଇଥାଏ। ଏହା କେବଳ ହିମାଳୟ ରେ ହୋଇଥାଏ। ଏହା ସହିତ ଏହି ଗୁଛି ପେବୃଆରୀ ରୁ ଏପ୍ରିଲ ପର୍ଯ୍ୟନ୍ତ ଫଳି ଥାଏ। ଯେମିତି ଏହି ଫଳ ବଡ ହୋଇଥାଏ ସେତେବେଳେ ବଡ ବଡ କମ୍ପାନୀ ଏବଂ ହୋଟେଲ ବାଲା ତାକୁ କିଣିବାକୁ ଆସନ୍ତି।

ଏହି ଫଳ କୁ ତୋଳିବା ପାଇଁ କୃଷକଙ୍କୁ ବହୁତ ଉଚ୍ଚ ପର୍ଯ୍ୟନ୍ତ ଚଢିବାକୁ ପଡିଥାଏ । ଏହାକୁ ତୋଳି ବର୍ଷା ଦିନେ ଏହାକୁ ବହୁତ କଷ୍ଟ ରେ ସୁଖା ଯାଇଥାଏ | ଏହା ପରେ ଏହାକୁ ବିକ୍ରି କରିଯାଏ। ସବୁଠାରୁ ବଡ ଅସୁବିଧା ଏହାକୁ ତୋଳି ବାରେ ହୋଇଥାଏ । ଗୁଛିର ଚାହିଦା ଆମେରିକା, ଫ୍ରାନ୍ସ, ୟୁରୋପ,ଇଟାଲୀରେ ବହୁତ ହୋଇଥାଏ। ଭାରତର ହିମାଳୟର ଇଲାକା ଛଡା ଏହା ପାକିସ୍ଥାନର ହିନ୍ଦୁକଶରେ ହୋଇଥାଏ। କୁହାଯାଏ କି ଏହା ଫଳିବାର ଅଲଗା ପ୍ୟାର୍ଟନ ରହିଥାଏ। ଯେତେବେଳେ ପାହଡ ଉପରେ ତୋଫାନ ଆସେ ଏବଂ ବିଜୁଳି ପଡିଥାଏ ସେତେବେଳେ ଏଠାରେ ଗୁଛି ଫଳି ଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *