ବୃଦ୍ଧ ମହିଳା ଜଣଙ୍କ ଭୟ-ଙ୍କର ସା-ପ ସହିତ କରିଥିଲେ କିଛି ଏମିତି, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଯେଉଁ ସା-ପର ନାମ ଶୁଣିବା ମାତ୍ରେ ହିଁ ଲୋକମାନଙ୍କର ଝାଳ ବାହାରି ଯାଇଥାଏ।ଏମିତି ଯଦି କାହାର ତା ସହିତ ସାମ୍ନା ହୋଇଯିବ ତାହେଲେ କଣ ଅବସ୍ଥା ହେବ ତା’ର ଅନୁମାନ କରିବା ମଧ୍ୟ ମୁସ୍କିଲ ଅଟେ? କିନ୍ତୁ, ଏହି ବୃଦ୍ଧ ମହିଳା ଜଣଙ୍କ ତ ଘଟଣା ହିଁ ଘଟେଇ ଦେଇଥିଲେ। ଗୋଟିଏ ବଡ଼ ସା-ପକୁ ସେ ଘୋ-ଷାରି ଘୋ-ଷାରି ବାହାରକୁ ନେଇଯାଇଥିଲେ ଏବଂ ଜୋରରେ ଦୂରକୁ ଫି-ଙ୍ଗି ଦେଇଥିଲେ।

ସୋସିଆଲ ମିଡିଆରେ ପ୍ରତିଦିନ କୈାଣସି ନା କୈାଣସି ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଏଥିରୁ କିଛି ଭିଡିଓକୁ ଦେଖି ଲୋକମାନଙ୍କୁ ମଜା ଲାଗିଥାଏ,ତ କିଛିକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି। ସେଠାରେ, କିଛି ଏମିତି ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ, ଯାହା ବିଷୟରେ ସାଧାରଣ ଭାବରେ କଳ୍ପନା କରାଯାଇ ପାରିବ ନାହିଁ। ଗୋଟିଏ ଏମିତି ହିଁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚ-କ୍କ-ର କାଟୁଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ, ଜଣେ ମହିଳା ଯେଉଁ ନିର୍ଭି-କତାର ସହିତ ସା-ପକୁ ହଟେଇଥିଲେ ତାହା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ।

ଯେଉଁ ସା-ପର ନାମ ଶୁଣିବା ମାତ୍ରେ ହିଁ ଲୋକମାନଙ୍କର ଝାଳ ବାହାରି ଯାଇଥାଏ।ଏମିତି ଯଦି କାହାର ତା ସହିତ ସାମ୍ନା ହୋଇଯିବ ତାହେଲେ କଣ ଅବସ୍ଥା ହେବ ତା’ର ଅନୁମାନ କରିବା ମଧ୍ୟ ମୁସ୍କିଲ ଅଟେ? କିନ୍ତୁ, ଏହି ବୃଦ୍ଧ ମହିଳା ଜଣଙ୍କ ତ ଘଟଣା ହିଁ ଘଟେଇ ଦେଇଥିଲେ। ଗୋଟିଏ ବଡ଼ ସା-ପକୁ ସେ ଘୋ-ଷାରି ଘୋ-ଷାରି ବାହାରକୁ ନେଇଯାଇଥିଲେ ଏବଂ ଜୋରରେ ଦୂରକୁ ଫିଙ୍ଗି ଦେଇଥିଲେ।ଯେମିତି କି ଆପଣ ଭିଡିଓରେ ଦେଖି ପାରିବେ କେଉଁ ଭଳି ଭାବରେ ମହିଳା ଜଣଙ୍କ ସା-ପକୁ ଧରି ଯାଇଥିଲେ ଏବଂ ଜୋରରେ ଦୂରକୁ ଫୋପାଡ଼ି ଦେଇଥିଲେ।ଯିଏ ମଧ୍ୟ ଏହି ଭିଡିଓକୁ ଦେଖିଛନ୍ତି ତାଙ୍କ ‘ଝାଳ’ ବାହାରି ଯାଇଛି।ତ ସବୁଠାରୁ ପ୍ରଥମେ ଆପଣ ଏହି ଭିଡିଓକୁ ଦେଖନ୍ତୁ…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

https://twitter.com/fred035schultz/status/1391386159809433603?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1391386159809433603%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fold-woman-throwing-snake-like-pro-video-goes-to-viral-on-social-media-649189.html

ଏହି ଭିଡିଓକୁ ଦେଖିବା ପରେ ଗୋଟିଏ ମୂହୁର୍ତ୍ତ ପାଇଁ ଆପଣ ମଧ୍ୟ ନିଶ୍ଚିତ ଭାବରେ ଡ-ରି ଯାଇଥିବେ। ସୋସିଆଲ ମିଡିଆର ଅଲଗା-ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଉଛି। ଟୁଇଟରରେ ଏହି ଭିଡିଓକୁ‘Fred Schultz’ ନାମକ ଆକାଉଣ୍ଟରେ ସେୟାର କରାଯାଇଛି।ବର୍ତମାନ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ୨୨ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ସେଠାରେ, ଏହି ଭୟ-ଙ୍କର ଭିଡିଓକୁ ଦେଖିବା ପରେ ଲୋକମାନେ ଏହା ଉପରେ ବହୁ ମାତ୍ରାରେ କମେଣ୍ଟ ମଧ୍ୟ କରୁଛନ୍ତି।

https://twitter.com/fred035schultz/status/1391386159809433603?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1391386946501554176%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fold-woman-throwing-snake-like-pro-video-goes-to-viral-on-social-media-649189.html

https://twitter.com/fred035schultz/status/1391386159809433603?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1391387335842013190%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fold-woman-throwing-snake-like-pro-video-goes-to-viral-on-social-media-649189.html

Leave a Reply

Your email address will not be published. Required fields are marked *