ଫ୍ରେଣ୍ଡସ ଆପଣତ ମାନିନୀଙ୍କୁ ଜାଣିଥିବେ। ଜୀ-ସାର୍ଥକରେ ପ୍ରଯୋଜିତ ହେଉଥିବା ମାନିନୀ ଧାରାବାହିକରେ ଅଭିନୟ କରି ଲୋକମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ମାନିନୀ ପୁଣି ଆସିବାକୁ ଯାଉଛନ୍ତି ତାରା ତାରିଣୀ ଧାରାବାହିକରେ। ତେବେ ତାରା ତାରିଣୀ ଧାରାବାହିକରେ କେବେ ଆସିବେ ଏବଂ ଏହି ଧାରାବାହିକରେ କେବେ ଅଭିନୟ କରିବେ ଏକଥା ଜାଣିବାକୁ ହେଲେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ତେବେ ଆପଣତ ମାନିନୀଙ୍କୁ ଜାଣିଥିବେ। ଶେଷଥର ପାଇଁ ମାନିନୀ ଧାରାବାହିକରେ ଅଭିନୟ କରି ଆଉ ଅଭିନେତ୍ରୀ ନଜର ଆସି ନାହାନ୍ତି କୈାଣସି ଧାରାବାହିକରେ। ଅବଶ୍ୟ ଏବେ ରିଲିଜ ହୋଇଥିବା ଏକ ଗୀତରେ ନଜର ଆସିଥିଲେ “ଓ ମା ଗୋ ଟୁରୁଲଭ”। ଏହି ଗୀତରେ ସେ ନିଜେ କଣ୍ଠଦାନ କରିଥିବା ବେଳେ ନିଜେ ମଧ୍ୟ ଅଭିନୟ ଜଗତରେ ପାଦ ଥାପିବେ ବୋଲି କହିଥିଲେ ଏହି ଗୀତରେ।
ତେବେ ପୁଣିଥରେ ତାରା ତାରିଣୀ ଧାରାବାହିକରେ ରିଟର୍ଣ୍ଣ କରିବାକୁ ଯାଉଛନ୍ତି ମାନିନୀ। ହଁ ମାନିନୀ ଏବେ ପୁଣିଥରେ ରିଟର୍ଣ୍ଣ କରିବାକୁ ଯାଉଛନ୍ତି ତାରା ତାରିଣୀ ଧାରାବାହିକରେ। ଯେଉଁ ଫୋଟ ଗୁଡିକ ଏବେ ଭାଇରାଲ ହେବାରେ ଲାଗିଛି ରୂପମଙ୍କ ସହିତ। ହଁ ଏବେ ପୁଣିଥରେ ମାନିନୀ ବାପସ କରିବେ ସତ। କିନ୍ତୁ, କୈାଣସି କ୍ୟାରେକ୍ଟର ଏବଂ କାହା ଚରିତ୍ରରେ ଅଭିନୟ କରିବେ ଏ ନେଇ କନଫର୍ମ କରିନି ପ୍ରଡକ୍ସନ ସଂସ୍ଥା ଏବଂ ଶୁଣିବାକୁ ମିଳୁଛି ମୋହନାଙ୍କ କ୍ୟାରେକ୍ଟରରେ ମାନିନୀକୁ ଆପଣମାନେ ଦେଖିବାକୁ ପାଇବେ ତାରା ତାରିଣୀ ଧାରାବାହିକରେ କିନ୍ତୁ ଏହାକୁ ନେଇ କୈାଣସି ସତ୍ୟାସତ୍ୟ ପ୍ରକାଶିତ ହୋଇନଥିଲେ ମଧ୍ୟ ମାନିନୀଙ୍କୁ ତାରା ତାରିଣୀ ସୁଟିଂ ସେଟରେ ଏବେ ଦେଖିବାକୁ ମିଳୁଛି।
ତେବେ ତାରା ତାରିଣୀ ସୁଟିଂ ସେଟରେ ଏବେ ମାନିନୀ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ମାନିନୀ ଆଗରୁ ମାନିନୀ ଧାରାବାହିକରେ ଅଭିନୟ କରିଛନ୍ତି ଏବଂ ସ୍ବିଟି ସେ ନିଜର ଅଭିନୟରେ ଏତେ ଯାଦୁକରୀ ଦେଖେଇଛନ୍ତି କି ସେହି ଧାରାବାହିକଟିକୁ ବେଷ୍ଟ ଧାରାବାହିକ ଭାବରେ ମଧ୍ୟ ସେତେବେଳେ ସେ ଗଢି ତୋଳିଥିଲେ ଏବଂ ତାଙ୍କ ଅଭିନୟ ଯୋଗୁଁ ତାଙ୍କୁ ଏବେବି ଲୋକମାନେ ଝୁରୁଛନ୍ତି।
ତେବେ ଅଭିନୟ ସ୍ବିଟିଙ୍କର କେମିତି ଲାଗେ ଆମକୁ କମେଣ୍ଟ ସେକସନରେ ମତାମତ ଦେବା ସହିତ ସ୍ବିଟିଙ୍କ ଅଭିନୟ ସହିତ ସେ ତାରା ତାରିଣୀ ଧାରାବାହିକରେ ମୋହନା କ୍ୟାରେକ୍ଟର ଭଲସେ କରି ପାରିବେ କି ନାହିଁ ଏହାକୁ ନେଇ ମତାମତ ଆମ କମେଣ୍ଟ ସେକସନରେ ଦବାକୁ ଜମାବି ଭୁଲିବେନି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।