ମନ୍ଦିର ବାହାରେ କୁକୁର ଦେଉଛି ଲୋକମାନଙ୍କୁ ଆର୍ଶିବାଦ, ଭିଡିଓ ହେଲା ଭାଇରାଲ

କୁକୁରକୁ ଦୁନିଆରେ ସବୁଠାରୁ ବିଶ୍ବାସୀ ବୋଲି କୁହାଯାଏ। ଏହି କଥାକୁ କିଏ ବି ଅଶ୍ବିକାର କରନ୍ତି ନାହିଁ। କିନ୍ତୁ ଆପଣ କେବେ କୁକୁରକୁ ଆର୍ଶିବାଦ ଦେଉଥିବାର ଦେଖିଛନ୍ତି। ଆଜ୍ଞା ହଁ ଏହା ସମ୍ପୁର୍ଣ୍ଣ ସତ ଅଟେ।

ମହାରାଷ୍ଟ୍ରର ସିଦ୍ଧଟେକରେ ସିଦ୍ଧିବିନାୟ ମନ୍ଦିରରେ ଭକ୍ତଙ୍କୁ ଆର୍ଶବାଦ ଦେଉଥିବାର ଏବଂ ହାତ ହଲାଉ ଥିବାର ଭିଡିଓ ବହୁତ ତିବ୍ରରେ ଭାଇରାଲ ହେଉଛି। ଭିଡିଓ ଟିକୁ ଫେସବୁୁକରେ ଏକ ସୋଶିଆଲ ମିଡିଆ ୟୁଜର ଅରୁଣ ଲିମଡିଆ ସେୟାର କରିଛନ୍ତି।

ଭାଇରାଲ ଭିଡିଓରେ ଏହା ସଫା ଦେଖିବାକୁ ମିଳିଛି କି ସିଦ୍ଧିବିନାୟକ ମନ୍ଦିରର ପ୍ରବେଶ ଦ୍ବାର ବାହାରେ ଉଚ୍ଚା ଏକ ପାହାଚରେ ଗୋଟିଏ କୁକୁର ବସିଛି। ଯେମିତି ଭକ୍ତମାନେ ବାହାରକୁ ବାହାରି କୁକୁର ଆଡକୁ ହାତ ବଢାଇଲେ ଏବଂ ଏହାକୁ ଦେଖି କୁକୁର ମଧ୍ୟ ହାତ ହଲାଇ ଓ ପଞ୍ଝା ତାଙ୍କ ହାତରେ ରଖି ତାଙ୍କର ଅଭିନନ୍ଦନ କଲା।

କୁକୁରର ଆଉ ଏକ ଭିଡିଓ ସାମ୍ମନାକୁ ଆସିଛି , ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିର ବାହାରକୁ ଆସି କୁକୁର ସାମ୍ମନାରେ ମୁଣ୍ଡ ନୁଆଁଇ ଛିଡା ହେଉଛି। କୁକୁର ତାର ହାବ ଭାବରୁ ତାକୁ ଆର୍ଶିବାଦ ଦେଇ ତା ଇଶାରର ଜବାବ ଦେଉଛି।

ଏହି ଦୁଇଟି ଭିଡିଓ କ୍ଲିପକୁ ଫେସବୁକରେ ସେୟାର କରିବା ପରେ ଏହା ତୁରନ୍ତ ଭାଇରାଲ ହୋଇଗଲା। ଏହାକୁ ଏ ପର୍ଯ୍ୟନ୍ତ ୧.୩ ମିଲିୟନ ରୁ ଅଧିକ ଲୋକ ଦେଖି ସାରିଛନ୍ତି। ସୋଶିଆଲ ମିଡିଆର ୟୁଜର୍ସ ମାନେ ସେହି କୁକୁର ପାଇଁ ନିଜର ଭଲ ପାଇବା ଦେଇ ଲେଖିଛନ୍ତି କି ଆର୍ଶିବାଦ ଦେଉଥିବା ସମୟରେ ସେହି କୁକୁର ବହୁତ କ୍ୟୁଟ ଲାଗୁଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତା ମତ ଆମକୁ କାମେଣ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ସାଙ୍ଗ ସାଥିଙ୍କ ସହିତ ଶେୟାର କରନ୍ତୁ | ଏମିତି ସବୁ ପ୍ରକାରର ଖବର ପାଇବାକୁ ଆମ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *