କରୋନା ଭାଇରସ ସମୟରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଯାଉଛନ୍ତି। କୌଣସି ପ୍ରକାର ଫିଜିକାଲ ଆକ୍ଟିଭିଟି ନଥିବା କାରଣରୁ ଲୋକମାନଙ୍କର ମୋଟାପଣ ସମସ୍ୟା ଦେଖା ଯାଉଛି। ଯିମ ବନ୍ଦ ହେବା କାରଣରୁ ଲୋକମାନେ ମୋଟାପଣର ଶି-କା-ର ହେଉଛନ୍ତି। କିନ୍ତୁ ଏବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ଏହି Ripped Body ସୁ-ଟ ମାଧ୍ୟମରେ। ଯାହା ଆପଣଙ୍କର ମୋଟପଣ ଲୁଚାଇବା ବରଂ ଆପଣଙ୍କୁ ବଲିଉଡ ଆକ୍ଟରଙ୍କ ଭଳି ୬ ପ୍ୟାକ୍ସ ଆବ୍ସର ଶରୀର। ତେବେ ଚାଲନ୍ତୁ ଆଜି ଆମେ ଜଣାଇବୁ ଆପଣଙ୍କୁ ଏହା କିପରି ମିଳିବ ?
ଯଦି ଆପଣ ନିଜର ପୋଷ୍ଟ ଲକଡାଉନ ବଡି ୱେଟ ବ୍ୟଥିତ ହୋଇସାରିଲେଣି ଏବଂ କିଛି ସପ୍ତାହ ବା କେତେ ମାସ ପର୍ଯ୍ୟନ୍ତ ଏହାକୁ ଲୁଚାଇବାକୁ ଚାହୁଁଛନ୍ତି। ତେବେ ଆପଣଙ୍କୁ ଏହି ସୁଟ ହାଲ୍ଫ କିମ୍ବା ଫୁଲ ରୂପରେ ମିଳିଯିବ। ଯାହା ଆପଣଙ୍କୁ ଭଲ ଲୁକ ଦେବ।
Taobao ଏକ ସୁଟ ବିକ୍ରି କରିବାର କମ୍ପାନୀ ଅଟେ। ଯାହା କିଛି ସମୟରେ ଆପଣଙ୍କ ଶରୀରକୁ ସମ୍ପୂର୍ଣ ଟ୍ରାନ୍ସଫର୍ମ କରିପାରିବ। ଏବଂ ଆପଣଙ୍କୁ ପୁରା ଫିଟ କରିଦେବ।
ବଜାରରେ ଏବଂ ଅନଲାଇନରେ ଆପଣଙ୍କୁ ରେପଡି ସୁଟ ମିଳିପାରିବ। ଯେଉଁ ସୁଟ ଆପଣଙ୍କ ବାସ୍ତବିକ ଶରୀରକୁ ଲୁଚାଇ ଏକ ପରଫେକ୍ଟ ବଡି ଶେପ ଦେବ।
ଏହି ବଡି ସୁଟ ଦେଖିବାକୁ ବହୁତ ଅରିଜିନାଲ ଲାଗେ ଏବଂ ଏହାକୁ ପିନ୍ଧିବା ବହୁତ ସହଜ ହୋଇଥାଏ। କେବଳ ଆପଣଙ୍କୁ ଏହା ଟି-ସାର୍ଟ ଭଳି ମୁଣ୍ଡ ବାଟେ ପିନ୍ଧିଦେବେ। ପିନ୍ଧିଲା ପରେ ଆପଣଙ୍କୁ ସଲମାନ-ଜନ ଭଳି ବଡି ମାତ୍ର କିଛି ସେକେଣ୍ଡରେ ମିଳିଯିବ।
ଫିଟନେସ ଫ୍ରିକ ଲୋକମାନେ, ଯିଏ ଯିମ ବନ୍ଦ ହେବା କାରଣରୁ ଅନେକ ସମସ୍ୟା ଦେଖାଦେଇଛି। ସେହି ଲୋକମାନେ ଏହି ସୁଟ ନେବା ପାଇଁ ବହୁତ କ୍ରେଜ ଦେଖାଯାଉଛି। ପୂର୍ବ କିଛି ସପ୍ତାହ ମଧ୍ୟରେ ଏହି ସୁଟର କ୍ରୟ ଲଗାତର ଭାବେ ବଢ଼ି ଯାଇଛି।
ଏହି ବଡି ସୁଟର ଦାମ ବିଷୟରେ କହିବାକୁ ଗଲେ, ଅନଲାଇନ ebay ସାଇଟରେ ଏହା ଆପଣଙ୍କୁ AUD$270 ଅର୍ଥାତ ପାଖାପାଖି ୧୫,୬୮୧ ଟଙ୍କାରେ ମିଳୁଛି।
ଯଦିଓ ସୁଟର କିଣିବାର ମାନେ ଏହା ନୁହେଁ କି ଆପଣଙ୍କୁ ଏକ୍ସରସାଇଜ କରିବା ଆବଶ୍ୟକ ନାହିଁ। ଏହି ସୁଟ ଆପଣଙ୍କୁ ଫିଟ ଅବଶ୍ୟ ଦେଇପାରିବ କିନ୍ତୁ ଫିଜିକାଲ ଫିଟ ରହିବା ପାଇଁ ଆପଣଙ୍କୁ ପ୍ରତିଦିନ ଏକ୍ସରସାଇଜ କରିବାକୁ ପଡ଼ିବ।