ସାଧାରଣତଃ ଚୋ-ରି ମୂଲ୍ୟବାନ ଜିନିଷ ବା ଟଙ୍କାର ହୋଇଥାଏ। ହେଲେ ବିହାରର ବେଗୁସରାଇରେ ଏଭଳି ଏକ ଚୋ-ରି ହୋଇଛି ଯାହାକି ସମସ୍ତଙ୍କୁ ଆ-ଶ୍ଚର୍ଯ୍ୟ କରିଛି। ଘ-ଟ-ଣା ବିଷୟରେ ଯିଏ ଶୁଣୁଛି ଚୋ-ରି ହୋଇଥିବା ଲୋକ ବଦଲେ ଚୋ-ର ଉପରେ ଦୟା।
ବାସ୍ତବରେ ଏଠାରେ ଗୋଟିଏ ଦୋକାନ ଆଗରେ ରଖାଯାଇଥିବା ଦୁଗ୍ଧ ଚୋ-ରି ହୋଇଥିବାର ଅଭି-ଯୋଗ ହୋଇଛି। ଦୁଗ୍ଧ ଚୋ-ରି ହେବା ବେଳର ସମ୍ପୂର୍ଣ୍ଣ ଘ-ଟ-ଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କ-ଏଦ ହୋଇଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ସାଇକେଲରେ ଜଣେ ବ୍ୟକ୍ତି ଆସି ଦୋକାନଆଡକୁ ଦୌଡ଼ି ଯାଉଛି, ଆଉ ସେଠାରେ ଗୋଟିଏ ପାତ୍ରରେ ରହିଥିବା କ୍ଷୀରର ପ୍ୟାକେଟକୁ ନିଜ ବ୍ୟାଗରେ ଭର୍ତି କରିବା ଆରମ୍ଭ କରୁଛି। ଏହାପରେ ସେ ଏପାଖ-ସେପାଖ ଦେଖି ରାସ୍ତା କଡ଼ରେ ତା ସାଇକେଲଟିକୁ ପାର୍କିଂ କରି ପୁଣି ଦୋକାନରେ ପହଞ୍ଚି ପୁରା କ୍ୟାରେଟ୍ କ୍ଷୀର ଉଠାଇ ଚାଲିବାକୁ ଲାଗିଲା।

ଦୋକାନୀଙ୍କ କହିବାନୁସାରେ, ଚୋ-ର ୧୩ ଲିଟର କ୍ଷୀର ଚୋ-ରି କରିଛି। ଏହି ଘଟ-ଣାଟି ନଗର ପୋ-ଲିସ ଷ୍ଟେ-ସନ ଅଞ୍ଚଳର ମୁଙ୍ଗେରିଗଞ୍ଜରେ ରହିଥିବା ସୋରାଜ ମୁଦ୍ରାଙ୍କ ଦୋକାନର ଅଟେ। ଦୋକାନୀ କହିଛନ୍ତି ଯେ ଶନିବାର ସକାଳ ପ୍ରାୟ ୫ ଟା ସମୟରେ ଡାଏରୀରୁ ଦୁଗ୍ଧ ଆସିଥିଲା ଯାହା ଦୋକାନ ବାହାର ବାରଣ୍ଡାରେ ରଖାଯାଇଥିଲା। କିଛି ସମୟ ପରେ ଯେତେବେଳେ ଦୋକାନୀ ଘରୁ ବାହାରକୁ ଆସିଲା, କ୍ଷୀର ଉଭାନ ଥିଲା। ସିସିଟିଭି କ୍ୟାମେରା ଯାଞ୍ଚ ସମୟରେ ସମ୍ପୂର୍ଣ୍ଣ ଘ-ଟ-ଣା ନଜରକୁ ଆସିଥିଲା। ତେବେ ଏହି ଚୋ-ରି ଘ-ଟଣା ସମ୍ପ-ର୍କରେ ଦୋକାନୀ ପୋଲି-ସକୁ ସୂଚ-ନା ଦେଇନାହାଁନ୍ତି। କିନ୍ତୁ ଯୋଉ ବ୍ୟକ୍ତି ଚୋ-ରକୁ ଧରାଇ ଦେବ ତାକୁ ୧୦୦୦ ଟଙ୍କା ଇନାମ ଦିଆଯିବ ବୋଲି ସେ କହିଛନ୍ତି। ଏହାସହ ଦୋକାନ ମାଲିକ ସୁରଜ କୁମାର କହିଛନ୍ତି ଯେ ଆମ ଦୋକାନ ସାମ୍ନାରୁ ୧୩ ଲିଟର କ୍ଷୀର ଚୋ-ରି ହୋଇଛି। ଯେଉଁମାନେ ଚୋ-ରକୁ ଧରବାକୁ ସାହାଯ୍ୟ କରିବେ ସେମାନଙ୍କୁ ମୁଁ ୧୦୦୦ ଟଙ୍କା ପୁରସ୍କାର ଦେବି। ତେବେ ଏହି କ୍ଷୀର ଚୋ-ରି ପାଇଁ ଦୋକାନୀ ରଖିଥିବା ପୁରସ୍କାରକୁ ନେଇ ଅନେକ ଲୋକ କମେଣ୍ଟ କରି ତା-ତ୍ସ-ଲ୍ୟ କରିଥିବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।