ହି ୫ ନାମ ଥିବା ବ୍ୟକ୍ତି ଜନ୍ମରୁ ହିଁ ମାଲିକ କିମ୍ବା କୋଟିପତି ବନିବାର ଭାଗ୍ୟ ନେଇକି ଆସିଥାନ୍ତି।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୫ ନାମ ଥିବା ବ୍ୟକ୍ତି ଜନ୍ମରୁ ହିଁ ମାଲିକ କିମ୍ବା କୋଟିପତି ବନିବାର ଭାଗ୍ୟ ନେଇକି ଆସିଥାନ୍ତି।ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ବାରା ରଚିତ ଏକ ନିତିଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖରେ ଏବଂ ସଫଳତା ବନେଇବା ପାଇଁ ଉପଯୋଗ ମାଧ୍ୟମ ଦିଆଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜ ଜୀବନର ପ୍ରତ୍ୟକ ବିଷୟର ବ୍ୟବହାରିତ ଶିକ୍ଷା ଦିଆଯାଇଅଛି। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ନିଜର ନିତି ନିୟମ ଦ୍ବାରା ଚନ୍ଦ୍ରଗୁପ୍ତଙ୍କୁ ରାଜାଙ୍କ ସିଂହାସନରେ ବସେଇ ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କର କିଛି ଏମିତି ମହତ୍ତ୍ୱପୂର୍ଣ ନିତି ବିଷୟରେ। ଯାହାକୁ ଜୀବନରେ କୌଣସି ନାଁ କୌଣସି ରାସ୍ତାରେ ଆପଣଙ୍କର କାମରେ ଆସିବ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ଗୋଟେ ବହୁତ ହିଁ ମୂଲ୍ୟବାନ ଏବଂ ଅଦ୍ଭୂତ କଥା ବିଷୟରେ ଜଣାଇବାକୁ ଯାଉଛୁ। କୁହାଯାଇଥାଏ କି ଏହି ୫ ଟି ଅକ୍ଷରରୁ କୌଣସି ବି ଗୋଟେ ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ବ୍ୟକ୍ତି ଜନ୍ମ ରୁ ହିଁ ମାଲିକ ହୋଇଥାନ୍ତି। ତ ବନ୍ଧୁଗଣ କୋଣ ଏହି ସବୁ ନାମ ଭିତରେ ଆପଣଙ୍କ ନାମ ଲୁଚିକି ରହିଛି। ବନ୍ଧୁଗଣ ଯେବେ ଗୋଟିଏ ବ୍ୟକ୍ତି ଜନ୍ମ ହୋଇଥାଏ ତ ତାର ଜନ୍ମ ରୁ ହିଁ ତାର ଏକୁସିଆ ଦିନ ନାମକରଣ କରିଦିଆଯାଇଥାଏ। ଯେଉଁ ନାମ ଜନ୍ମ ସମୟରେ ରଖା ଯାଇଥାଏ ତ ସେହି ନାମରେ ପୁରା ଦୁନିଆ ତାକୁ ଜାଣିଥାଏ ଓ ସେହି ନାମରେ ତାକୁ ଡକା ଯାଇଥାଏ।

ଆପଣମାନେ ତ ଏହି କଥା ନିଶ୍ଚୟ ଶୁଣି ହିଁ ଥିବେ କି ନାମରେ ଏମିତି କଣ ଅଛି ଯାହାବି ଡାକି ଦିଅ ସବୁ ଚଳିବ କିନ୍ତୁ ବନ୍ଧୁଗଣ ବାସ୍ତବରେ ଏହି ପଦଟିଏ କଥା ପୁରାପୁରି ହିଁ ଭୁଲ ବୋଲି ପ୍ରମାଣ ହୋଇଥାଏ। କାହିଁକିନା ଗୋଟେ ବ୍ୟକ୍ତିର ନାମରେ ବହୁତ କିଛି ଲୁଚିକି ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ନାମର ପ୍ରଥମ ଅକ୍ଷର ଆପଣଙ୍କ ଜୀବନ ଉପରେ ବହୁତ ହିଁ ଅଧିକ ପ୍ରଭାବ ପକାଇଥାଏ। ନାମର ପ୍ରଥମ ଅକ୍ଷରରୁ ଆମକୁ ବହୁତ କିଛି ଜାଣତର କଥା ପ୍ରାପ୍ତ ହୋଇଥାଏ।

ଯେବେ ବ୍ୟକ୍ତି ଆରମ୍ଭରେ ପାଠ ପଢିବା ପାଇଁ ଯାଉଥାଏ ସେତେବେଳେ ପ୍ରଥମେ ତାକୁ ତାର ନାମ କଣ ବୋଲି ଆଗ ପଚରାଯାଇଥାଏ। ଏବଂ ଏହି କଥାତ ଆପଣ ସମସ୍ତଙ୍କୁ ଜଣା ହିଁ ଥିବ। କିନ୍ତୁ କିଛି ଲୋକେ ଏମିତି ହୋଇଥାନ୍ତି ଯେ ମାଲିକ ବନିବା ପାଇଁ ହିଁ କେବଳ ଜନ୍ମ ହୋଇଥାନ୍ତି। ତେଣୁ ଆଜି ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏମିତି ୫ ଟି ବ୍ୟକ୍ତିଙ୍କ ବିଷୟରେ କିଛି ତଥ୍ୟ ବା କଥା ଜଣାଇବାକୁ ଯାଉଛୁ। ଯିଏ ସବୁବେଳେ ମାଲିକ ବନିବାର ସ୍ୱପ୍ନ ଦେଖିଥାନ୍ତି। ନିଜର ସ୍ୱପ୍ନକୁ ପୁରାବି କରିଥାନ୍ତି। ତେଣୁ ବନ୍ଧୁଗଣ ସମ୍ପୂର୍ଣ କଥା ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

C ନାମର ବ୍ୟକ୍ତି:

ବନ୍ଧୁଗଣ ଯେଉଁ ଲୋକର ନାମ ପ୍ରଥମ ଅକ୍ଷରରୁ ଆରମ୍ଭ ତ ଏହି ନାମଥିବା ବ୍ୟକ୍ତି ଅତ୍ୟଧିକ ମାତ୍ରାରେ କାରବାର ବିଜନେସ କାମରେ ହିଁ ଅଧିକ ଭାବିଥାନ୍ତି। ଏହି ନାମ ଥିବା ବ୍ୟକ୍ତି ପାରଙ୍କ କାମ କରିଦେବା କେବେବି ପସନ୍ଦ କରନ୍ତି ନାହିଁ କି ପରଙ୍କ ପାଖରେ କାମ କରିବା ପାଇଁ ଟିକେ ବି ଭାବନ୍ତି ନାହିଁ। ସେ ସବୁବେଳେ ହିଁ ନିଜର କୌଣସି ଯେମିତି କି ସେ ଛୋଟ ହେଉ ବା ବଡ଼ ହେଉ ସେ ସବୁବେଳେ ନିଜର ଗୋଟିଏ ବିଜନେସ ଖୋଲିବାକୁ ଚାହିଁଥାନ୍ତି। ୟାଙ୍କର ଏହି ଚିନ୍ତାଧାରା କାରଣରୁ ଏମାନେ ଚାକିରି କରିପାରନ୍ତି ନାହିଁ କେଉଁଠି। ଓଲଟା ମାଲିକ ବନିବା ପାଇଁ ୟାଙ୍କର ଜନ୍ମ ହିଁ ହୋଇଥାଏ।

କାହିଁକିନା ଏମାନଙ୍କୁ କାହା ଅଣ୍ଡରରେ ରହିକି କାହା ପାଖରେ ରହିକି କାମ କରିବା ଏମାନଙ୍କୁ ଆଦୌ ପସନ୍ଦ ନୁହେଁ। ଏମାନଙ୍କର ସବୁବେଳେ ନିଜର କିଛି ଗୋଟେ କାମ ଆରମ୍ଭ କରିବା ଯେଉଁଥିରେ ସେମାନେ ନିଜେ ହିଁ ମାଲିକ ଥିବେ ତାଙ୍କୁ ଆଉ ଅନ୍ୟ କେହି ଅର୍ଡର ଦେବେନି। ସେମାନେ ହିଁ ଅନ୍ୟ ମାନଙ୍କୁ ଅର୍ଡର ଦେବେ। ତାଙ୍କୁ ଏହି କାମଟି ଅତ୍ୟନ୍ତ ପସନ୍ଦ ଥାଏ। ସେମାନେ ଜନ୍ମରୁ ହିଁ ଏମିତି ହୋଇଥାନ୍ତି। ତେବେ ଏହି ବ୍ୟକ୍ତିର ମଣିଷ ମାନେ କେଉଁଠିବି ଚାକିରି କରନ୍ତି ନାହିଁ। ତାଙ୍କର ନିଜର ଗୋଟେ ବିଜନେସ ଖୋଲନ୍ତି।

H ନାମର ବ୍ୟକ୍ତି:

ଏବେ ଆସୁଛି ଦିତୀୟ ନାମ କୁହନ୍ତି ଏହି ନାମର ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଯଦି H ରୁ ଆରମ୍ଭ ହୋଇଥାଏ ତ ସେହି ବ୍ୟକ୍ତିମାନେ ସବୁବେଳେ କୌଣସି ନାଁ କୌଣସି କାରବାର ଚଲାଇବା ବା କିଛି କାମରେ ଧନ ପାଇବା ବା ସେହି କାମରେ କୌଣସି ନାଁ କୌଣସି ଲାଭ ପାଇବା ସବୁବେଳେ ଏହି କଥା ବିଚାର କରି ଭାବିଥାନ୍ତି। ଏମାନେ ବିଜନେସ ବା କୌଣସି କାମ ଭିତରେ ଏମାନେ ବହୁତ ହିଁ ପ୍ରସିଦ୍ଧ ଗ୍ରହଣ କରିଥାନ୍ତି। ଏବଂ ଏମାନେ ନିଜର କାମ କରିବା ବହୁତ ଅଧିକ ହିଁ ପସନ୍ଦ କରିଥାନ୍ତି। ବନ୍ଧୁଗଣ ଏହି ଗୁଣତା ଏମାନଙ୍କର ସବୁଠାରୁ ଅଧିକ ଭଲ ଗୁଣ ଅଟେ।

କାହିଁକିନା ନିଜକୁ ହିଁ ସବୁବେଳେ ଦେଖନ୍ତୁ ଆପଣ ନିଜ କେସରେ। ଆଗ ନିଜର ହିଁ କେୟାର ନିଅନ୍ତୁ। ନିଜର କାମ ଆଗ ସାରନ୍ତୁ। ଏବଂ ନିଜର କାମ କରିବା ପାଇଁ ସବୁବେଳେ ଅଳସୁଆ ହୁଅନ୍ତୁ ନାହିଁ। ନିଜ କାମ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ତେଣୁ ଏହି ନାମର ବ୍ୟକ୍ତିମାନେ ନିଜ କାମ ଆଗ କରିବା ପାଇଁ ପସନ୍ଦ କରିଥାନ୍ତି। ତ ସବୁ କ୍ଷେତ୍ରରେ ଯେମିତି ଲାଭ ହେବ, କେମିତି ପ୍ରଫିଟ ପାଇବେ ସେମାନେ ଏହି କଥା ସବୁବେଳେ ଆଗ ଭାବିଥାନ୍ତି।

M ନାମର ବ୍ୟକ୍ତି:

ତୃତୀୟ ନାମ ଯେଉଁ ମାନଙ୍କର ନାମ M। ଯେଉଁ ବ୍ୟକ୍ତି ମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ତ ସେହି ବ୍ୟକ୍ତିମାନେ ବହୁତ ହିଁ ବୁଦ୍ଧିମାନ ଓ ବହୁତ ହିଁ ଚତୁର ହୋଇଥାନ୍ତି। ଏମାନେ କୌଣସିବି ଟିକିନିକ କାର୍ଯ୍ୟ ଏମିତି ସେମିତି କରନ୍ତି ନାହିଁ। ଏମାନେ ସବୁ କିଛି କାର୍ଯ୍ୟରେ ପୁରା ମୁଣ୍ଡରୁ ପୁରା ମାଇଣ୍ଡରୁ ଭାବିକି ହିଁ ସବୁ କରିଥାନ୍ତି। ଏବଂ ଏହି ବ୍ୟକ୍ତିମାନେ ବହୁତ ସାହସୀ ମଧ୍ୟ ଅଟନ୍ତି। ଏମାନେ କୌଣସିବି ମାଲିକ ଠାରୁ କେବେବି ୧% ବି କମ ଭାବନ୍ତି ନାହିଁ। ଏମାନେ ନିଜକୁ ବହୁତ ବଡ଼ ମାଲିକ ଭାବି ନେଇଥାନ୍ତି। ଏହି ନାମ ଥିବା ବ୍ୟକ୍ତି ବହୁତ ଜଲଦି ନିଜ କାରବାର ଆରମ୍ଭ କରିଦିଅନ୍ତି।

S ନାମର ବ୍ୟକ୍ତି:

S ନାମ ଥିବା ବ୍ୟକ୍ତି ଯେଉଁ ବ୍ୟକ୍ତିର ନାମ ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ତ ସେହି ବ୍ୟକ୍ତି କେବଳ ମାଲିକ ବନିବା ପାଇଁ ହିଁ ଜନ୍ମ ନେଇଥାନ୍ତି ଏବଂ ଏହି କଥାର ପ୍ରମାଣ ବି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଅଛି।ଏହି S ନାମ ଥିବା ବ୍ୟକ୍ତି ଜନ୍ମରୁ ହିଁ ମାଲିକ ହୋଇଥାନ୍ତି ଏବଂ ଏମାନେ ଆଗକୁ ଯାଇ ନିଜର ଗୋଟେ ବ୍ୟବସାୟ ମଧ୍ୟ ସ୍ଥାପିତ କରିଥାନ୍ତି। ଦୁନିଆରେ ବଡ଼ ଲୋକ ହୋଇଥାନ୍ତି। ଏମାନେ ବହୁତ ବଡ଼ ବିଜନେସ ମ୍ୟାନ ଭାବେ ଦୁନିଆ ଏମାନଙ୍କୁ ଜାଣିଥାଏ।କାହିଁକିନା ଏମାନଙ୍କୁବି ଆଉ କାହା ପାଖରେ ଚାକିରି କରିବା ପସନ୍ଦ କରନ୍ତି ନାହିଁ।

କାହିଁକିନା ଏମାନଙ୍କୁ ଆଉ କାହା ପାଖରେବି କାମ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ବହୁତ ଛୋଟ ବେଳୁହିଁ ମାଲିକ ଗୋଟେ ଲିଡରସିପ ରଖିବା ଛୋଟ ବେଳୁ ହିଁ ସ୍କୁଲରୁ ଆରମ୍ଭ କରି କରି ହିଁ ଜୀବନରେ ବହୁତ ବଡ଼ ବିଜନେସମ୍ୟାନ ହୋଇଥାନ୍ତି। ଯେଉଁଥିରେ କେବଳ ମାଲିକ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ନିଜର ପୁରା ଜୀବନ ପୁରା ବ୍ୟବସାୟରେ ବିତେଇ ଦେଇଥାନ୍ତି। ବ୍ୟବସାୟରେ କେମିତି ପ୍ରୋଫିଟ ହେବ, ବ୍ୟବସାୟ କେମିତି ଆଗକୁ ଯାଇ ବଡ଼ ବ୍ୟବସାୟ ହେବ କେବଳ ପୁରା ଜୀବନ ସବୁବେଳେ ଏମାନଙ୍କ ମୁଣ୍ଡରେ ବ୍ୟବସାୟ ବିଷୟରେ ହିଁ କଥା ଚାଲେ।

V ନାମର ବ୍ୟକ୍ତି:

V ନାମର ବ୍ୟକ୍ତି ମାନେ ଯେଉଁ ବ୍ୟକ୍ତି ମାନଙ୍କର ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସେମାଙ୍କର ମାଇଣ୍ଡ ସବୁବେଳେ ବହୁତ ଜଲଦି ପ୍ରଖର ଭାବେ ଚାଲିଥାଏ। ସେମାଙ୍କର ଚିନ୍ତାଧାରା ବି କୌଣସିବି ଜିନିଷରେ ଆଗେ ଖର୍ଚ୍ଚ କରି କାମ ଟିକୁ କରିଦେଇଥାନ୍ତି। ଏମାନେ ବହୁତ ଶୀଘ୍ର ବ୍ୟବସାୟ ସହ ବି ସଙ୍ଗେ ସଙ୍ଗେ ଆଉ କୌଣସି ଜବ କରିବା ସେଥିରେ ମୁଣ୍ଡ ନଖେଳେଇକି ବହୁତ ଶୀଘ୍ର ଯୋଡ଼ି ହୋଇଯାଆନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *