ରାସ୍ତା କଡ଼ରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତିକୁ ଓଟ ମାରିଲା ଗୋଇଠା , ଏହାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆମେ ଦେଖିବାକୁ ପାଇବା ଯେ, ରାସ୍ତା ଉପରେ ଏକ ଓଟ ସମୂହ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟେ ଓଟ ସେହି ରାସ୍ତାରେ ଯାଉଥିବା ଏକ ବାଇକ ବାଲାଙ୍କୁ ଗୋଇଠା ମାରିଛି। କିନ୍ତୁ ସେହି ବାଇକ ବାଲା ନିଜକୁ ସମ୍ଭାଳି ନେଇଛି ଓ ତଳେ ପଡ଼ି ନାହିଁ।

ଭିଡିଓଟି ବହୁତ ମଜାଳିଆ ହେଇଛି:

ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୁଏ। ତାହା ଭିତରୁ ଆମେ କେଉଁ କେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଓ ଆଉ କିଛି ଭିଡିଓ ଦେଖି ନିଜର ହସ ଅଟକାଇପାରନ୍ତି ନାହିଁ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇ-ରାଲ ହୋଇଛି, ସେହି ଭିଡିଓ ଦେଖିଲେ ଆପଣ ନିଜର ହସ ଅଟକାଇ ପାରିବେ ନାହିଁ।

ଭିଡିଓ ଟ୍ୱିଟ ହେବା:

ଏହି ଭିଡିଓକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଟ୍ୱିଟରରେ ଟ୍ୱିଟ କରିଥିଲେ। ଏବଂ ଏହାସହ ଏକ ମଜାଳିଆ କ୍ୟାପସନ ଲେଖିଥିଲେ। ସେହି ଭିଡିଓରେ ଆପଣ ଦେଖିପାରିବେ ଯେ, କିଭଳି ଭାବେ ଏକ ରାସ୍ତା ଉପରେ ଯାଉଥିବା ଓଟ ସମୂହ ମଧ୍ୟରୁ ଏକ ଓଟ ପାଖରେ ଯାଉଥିବା ଏକ ବାଇକବାଲାକୁ ଜୋରରେ ଗୋଇଠା ମାରିଛି। କିନ୍ତୁ ବାଇକବାଲା ତଳେ ପଡ଼ିବା ସହ ନିଜକୁ ସମ୍ଭାଳି ନେଇଛି।

https://twitter.com/susantananda3/status/1362237939133030400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1362237939133030400%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fperson-was-going-on-the-roadside-bike-suddenly-camel-kicked-then-something-like-that-happened-see-funny-video-2373126

ଲୋକଙ୍କ ମତାମତ:

ଏହି ଭିଡିଓରେ ଅନେକ ଲୋକ ମଜାଳିଆ କମେଣ୍ଟ କରୁଛନ୍ତି। କିନ୍ତୁ ଅନ୍ୟ କିଛିଲୋକ ସଡ଼କ ସୁରକ୍ଷା ନିୟମ ମାନିବା ପାଇଁ କମେଣ୍ଟ କରି କହିଛନ୍ତି। ଏହି ଭିଡିଓଟି ବର୍ତ୍ତମାନ ଯାଏଁ ୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

Leave a Reply

Your email address will not be published. Required fields are marked *