ପଡିଥିଲା ସେ-କ୍ସ ଟୋୟ କୁ ଲୋକେ ଭାବିଲେ ବ-ମ , ହାହା-କାର ପଡ଼ିବା ପରେ ପହଞ୍ଚିଲା ପୋ-ଲି-ସ

ପ୍ରାୟତଃ ଲୋକଙ୍କୁ ଅନେକ ସ୍ଥାନରେ ଏପରି ଅନାବଶ୍ୟକ ପଡ଼ି ରହିଥିବା ଜିନିଷ ମିଳି ଯାଇଥାଏ । ଯାହାକୁ ଦେଖି ସେ ଡ-ରି ଯାଆନ୍ତି । ଅନେକଥର ଏହାର ସୂଚନା ପୋ-ଲି-ସକୁ ମଧ୍ୟ ଦେଇ ଦିଅନ୍ତି । ଜର୍ମାନୀ ରୁ ଏହିପରି ଏକ ଘ-ଟ-ଣା ସାମ୍ନାକୁ ଆସିଛି କିନ୍ତୁ ପୋ-ଲି-ସ ସେଠାରେ ପହଞ୍ଚିବା ପରେ ମା-ମ-ଲା ଅନ୍ୟ କିଛି ଜଣା ପଡ଼ିଲା ।

ସୀଏନଏନ ର ଏକ ରି-ପୋ-ର୍ଟ ମୁତାବିକ ଦକ୍ଷିଣ ଜର୍ମାନୀ ସ୍ଥିତ ବୱେରିୟନ ସହରରେ ଯୋଗିଙ୍ଗ କରୁଥିବା ଏକ ମହିଳାଙ୍କୁ ପାରଦର୍ଶୀ ପଲିଥିନ ରେ ଗ୍ରେନେଡ଼ ବମ ଭଳି କିଛି ଜିନିଷ ପଡ଼ି ଥିବାର ଦେଖା ଯାଇଥିଲା । ପ୍ରଥମେ ତ ସେହି ମହିଳା ଡ-ରି ଯାଇଥିଲା ଏବଂ ଏହାପରେ ସେ ସ୍ଥାନୀୟ ପୋ-ଲି-ସ କୁ ସୂଚନା ଦେଇଥିଲା ।

ସୂଚନା ପାଇବା ମାତ୍ରେ ପୋ-ଲି-ସ ସେହି ସ୍ଥାନରେ ପହଁଚିଲା ଏବଂ ପୋ-ଲି-ସ ବ-ମ ନିରୋଧକ ଟିମ କୁ ମଧ୍ୟ ଡକାଇ ଥିଲା । ଯେତେବେଳେ ଏକ୍ସ-ପୋ-ର୍ଟ ର ଟି-ମ ପୁରା ସୁର-କ୍ଷା ର ସହିତ ଏହି ଜିନିଷ କୁ ଯା-ଞ୍ଚ କରିଲେ ତାହା ଗ୍ରେନେଡ଼ ରୂପରେ ସେ-କ୍ସ ଟୋୟ ବୋଲି ଜଣା ପଡ଼ିଥିଲା ।

ଏହି ସମ୍ପୂର୍ଣ୍ଣ ଘ-ଟ-ଣା ବୱେରିୟନ ବାହାରେ ଏକ ଜଙ୍ଗଲ ପାଖର ଅଟେ । ଏହି ସମ୍ପୂର୍ଣ୍ଣ ଇଲାକା ଚେକ ରିପବ୍ଲିକ ଏବଂ ଅଷ୍ଟ୍ରିୟା ବୋ-ର୍ଡର ପାଖରେ ପଡ଼ିଥାଏ । ଯେତେବେଳେ ମିଳିବାର ସୂଚନା ପ୍ରସାରିତ ହେଲା ଇଲାକାରେ ଲୋକଙ୍କ ରୋକି ଦିଆଗଲା । ଏହାପରେ ବ-ମ ନିରୋଧକ ଟି-ମ ସେଠାରେ ପହଞ୍ଚିଲେ ।

ଯେତେ ପର୍ଯ୍ୟନ୍ତ ସେ-କ୍ସ ଟୋୟ ବିଷୟରେ ସୂଚନା ଆସି ନଥିଲା , ସେତେ ପର୍ଯ୍ୟନ୍ତ ଇଲାକାରେ ହାହା-କାର ସୃଷ୍ଟି ହୋଇଯାଇଥିଲା । ଚେକ ରିପବ୍ଲିକ ଏବଂ ଅଷ୍ଟ୍ରୀୟା ର ବୋର୍ଡର ପାଖରେ ପଡ଼ିଥିବା ଏହି ସହରରେ ପୂର୍ବରୁ ମଧ୍ୟ ବମ ମିଳିବା ଘ-ଟ-ଣା ହୋଇଥିଲା ।

ରି-ପୋର୍ଟ ମୁତାବିକ ପୂର୍ବରୁ ତ ପାରଦର୍ଶୀ ପଲିଥିନ ରେ ଗ୍ରେନେଡ଼ ଆକାରରେ ସେହି ଜିନିଷକୁ ଦେଖି ବ-ମ ନିରୋ-ଧକ ଦଳ ର ଅଧିକାରୀ ମଧ୍ୟ ଦ୍ଵନ୍ଦରେ ଆସିଗଲେ । ସେ ନିଜର ସୁ-ର-କ୍ଷା ସୁ-ଟ ଏବଂ ରୋବଟ ସାହାଯ୍ୟରେ ସେହି ପଲିଥିନ କୁ ସୁର-କ୍ଷି-ତ ସ୍ଥାନକୁ ନେଇ ଗଲେ ଏବଂ ତାହାର ଯା-ଞ୍ଚ କରିଲେ । ତାପରେ ଏହା ଗ୍ରେନେଡ଼ ରୂପରେ ସେ-କ୍ସ ଟୋୟ ବାହାରିଥିଲା ।

ଏହାବ୍ୟତୀତ ସେଠାରେ ମିଳିଥିବା ପଲିଥିନ ରେ କ-ଣ୍ଡ-ମ ଏବଂ ଲୁବ୍ରିକେଣ୍ଟସ ମଧ୍ୟ ମିଳିଥିଲା । କଣ୍ଡ-ମ ଏବଂ ଲୁବ୍ରିକେଣ୍ଟସ କୁ ଡିଭାଇସ ଭଳି ଦେଖା ଯାଉଥିବା ଡବା ରେ ରଖାଯାଇଥିଲା । ଏଥିପାଇଁ ପୋ-ଲି-ସ କୁ ଲାଗିଲା ଯେ ଏହା ନିଶ୍ଚିତ ଭାବରେ କୌଣସି ବିସ୍ଫୋଟକ ହୋଇଥିବ । ତେଣୁ ପୋ-ଲି-ସ ସେହି ସ୍ଥାନର ଘେର-ବ-ନ୍ଦୀ କରି ଦେଇଥିଲା ।

ସ୍ଥାନୀୟ ପୋ-ଲି-ସ ପ୍ରବକ୍ତା ଜର୍ମାନ ସମାଚାର ଏଜେନ୍ସି କୁ ଏହି ସମ୍ପୂର୍ଣ୍ଣ ଘ-ଟ-ଣା ବିଷୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ସନ୍ଦେହ ଅଛି ଯେ କୌଣସି ବ୍ୟକ୍ତି ଏହାକୁ କୌଣସି ଡଷ୍ଟବିନ ରେ ପକାଇବା ବଦଳରେ ବାହାର ସ୍ଥାନରେ ପକାଇବାକୁ ଚାହୁଁଥିଲେ ।

Leave a Reply

Your email address will not be published. Required fields are marked *