ପ୍ରୀତି ନାମକ ଯୁବତୀ ଶନିବାର ଦିନ ବିରାଲସୀ ଥାନାରେ ନିଜ ବାପାଙ୍କ ଦ୍ଵାରା ତାସହ ହୋଇଥିବା ମାଡପିଟର ଘଟଣାକୁ କହିବା ପାଇଁ ସେଠାରେ ପହଞ୍ଚି ଥିଲେ। ଯେତେବେଳେ ଚୌକିଦାର ଆନନ୍ଦ ପୋସବାନ ଯୁବତୀଙ୍କୁ ଘଟଣା ବିଷୟରେ ପଚରାଉଚରା କରିଲେ ତ ଘଟଣାଟି ପ୍ରେମ ପ୍ରସଙ୍ଗ ବୋଲି ଜଣା ପଡିଥିଲା। ପୋଲିସ ଝିଅଟିର ପରିବାର ଲୋକଙ୍କୁ ବୁଝାସୁଝା କରି ବାହାଘର କରାଇ ଦେଇଛନ୍ତି।
ଉତ୍ତର ପ୍ରଦେଶର ମୁଜପ୍ଫରନଗର ଜନପଦର ବିରାଲସୀ କ୍ଷେତ୍ରରେ ଏକ ପ୍ରେମୀ ଯୁଗଳଙ୍କର ବାହା ହେବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଯୁବତୀ ପୋଲିସ ଥାନାରେ ନିଜ ବାପାଙ୍କର ମାଡପିଟ କରିବାର ଘଟଣା କହିବା ପାଇଁ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ପଚରାଉଚରା କରାଗଲା ଘଟଣାଟି ପ୍ରେମ ପ୍ରସଙ୍ଗ ବୋଲି ଜଣା ପଡ଼ିବାରୁ ପୋଲିସ ଝିଅଟିର ପରିବାର ଲୋକଙ୍କୁ ବୁଝାସୁଝା କରି ବାହାଘର କରାଇ ଦେଇଛନ୍ତି।

ବାସ୍ତବରେ, ଏହି ଘଟଣାଟି ଜ୍ଞାନ ମାଜରା ରୋଡାନ ଗାଁର ଅଟେ। ଯେଉଁଠାରେ ପ୍ରୀତି ନାମକ ଯୁବତୀ ଶନିବାର ଦିନ ଚରଥାବଲ ଥାନା କ୍ଷେତ୍ରର ବିରାଲସୀ ଥାନାରେ ନିଜ ବାପାଙ୍କ ଦ୍ଵାରା ତାସହ ହୋଇଥିବା ମାଡପିଟର ଘଟଣାକୁ କହିବା ପାଇଁ ସେଠାରେ ପହଞ୍ଚି ଥିଲେ। ଯେତେବେଳେ ଚୌକିଦାର ଆନନ୍ଦ ପୋସବାନ ଯୁବତୀଙ୍କୁ ଘଟଣା ବିଷୟରେ ପଚରାଉଚରା କରିଲେ ତ ଘଟଣାଟି ପ୍ରେମ ପ୍ରସଙ୍ଗ ବୋଲି ଜଣା ପଡିଥିଲା।
ଏହି ଘଟଣାଟିର ତର୍ଜମା କରିବା ସମୟରେ ଜ୍ଞାନ ମାଜରା ରୋଡାନ ଗାଁର ପ୍ରଧାନ ସହବାସୀ ଜଣାଇଛନ୍ତି କି ଏହି ଯୁବତୀ ଜଣଙ୍କ ନିଜ ପରିବାର ସହିତ ପଞ୍ଜାବର ଏକ ଘରେ କାମ କରୁଥିଲା। ସେଠାରେ ବୁଢାନା କୋତବାଲୀ କ୍ଷେତ୍ରର ବିଟାବଡାର ଏକ ଯୁବକ ରବି ବି କାମ କରୁଥିଲେ। ଏହା ମଧ୍ୟରେ ଯୁବକ-ଯୁବତୀଙ୍କ ଭିତରେ ପ୍ରେମ ହୋଇଯାଇଥିଲା। ଯେତେବେଳେ ଏହାର ସୂଚନା ପ୍ରୀତିର ବାପା ଜାନେଶ୍ଵରଙ୍କୁ ମିଳିଥିଲା ତ ସେ ପ୍ରୀତିକୁ ନେଇ ନିଜ ଗାଁକୁ ଚାଲି ଆସିଥିଲେ।

ପ୍ରଧାନ ସହବାସୀ ଆଗକୁ ଜଣାଇଛନ୍ତି କି ପ୍ରୀତି ନିଜ ବାପାଙ୍କ ବିରୁଦ୍ଧରେ ମାଡପିଟ କରିଥିବା ଘଟଣା କହିବା ପାଇଁ ଥାନାରେ ପହଁଞ୍ଚିଥିଲେ। ଯେଉଁଠାରେ ଚୌକିଦାର ଆନନ୍ଦ ପୋସବାନ ଯୁବତୀଙ୍କୁ ଘଟଣା ବିଷୟରେ ପଚରାଉଚରା କରିବାରୁ ଜଣା ପଡିଥିଲା କି ଘଟଣାଟି ପ୍ରେମ ପ୍ରସଙ୍ଗ ଅଟେ। ଚୌକିଦାର ଗାଁର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସାମ୍ନାରେ ପ୍ରେମୀ ରବି ଏବଂ ତାଙ୍କ ପରିବାର ଲୋକଙ୍କୁ ଡାକି କଥାବାର୍ତ୍ତା କରାଯିବାରୁ ଦୁଇ ପରିବାର ଯୁବକ-ଯୁବତୀଙ୍କ ବାହାଘର ପାଇଁ ରାଜି ହୋଇଯାଇଥିଲେ। ଏହାପରେ ଚୌକିଦାର କର୍ମଚାରୀ ମାନଙ୍କ ସହିତ ଗ୍ରାମବାସୀମାନେ ପ୍ରେମୀ ଯୁଗଳଙ୍କ ବାହାଘର କରାଇ ଯୁବତୀ ପ୍ରୀତିକୁ ରବିଙ୍କ ସହିତ ବିଦା କରାଇ ଦେଇଛନ୍ତି। ପରିଶେଷରେ ଚୌକିଦାରଙ୍କ ଦ୍ଵାରା ହୋଇଥିବା ପ୍ରମୀ ଯୁଗଳଙ୍କ ଏହି ବାହାଘର କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଯାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।