ଯଦି ମହିଳା ମାନେ ଘରେ ଏପରି ପୋଛା ଲଗାଉଛନ୍ତି ତ ଘରକୁ ଆସିଥାଏ ଦରିଦ୍ରତା, ଜାଣି ରଖନ୍ତୁ ନହଲେ ହୋଇଯିବେ ଦରିଦ୍ର

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ଘରେ ସ୍ୱଛତା ରଖିବା ଦ୍ବାରା ସୋମ୍ପୋନ୍ନତା ବଢିଥାଏ। ଘରେ ସକାରାତ୍ମକ ଉର୍ଜା ଏବଂ ଘରକୁ ସୁଖ ଶାନ୍ତି ଆସିଥାଏ। ଅଳିଆ ଆବର୍ଜନା ଦରିଦ୍ରତାକୁ ଘରକୁ ଆମନ୍ତ୍ରଣ କରିଥାଏ। ସେଥିପାଇଁ ଘରର ଅଳିଆ ଆବର୍ଜନାକୁ ସର୍ବଦା ଘର ଠାରୁ ଦୂରେଇ ରଖିବା ଉଚିତ। ଯାହା ଦ୍ବାରା ଘରେ ଦରିଦ୍ରତା ଏବଂ କ୍ଳେଶ ସର୍ବଦା ଦୂରେଇ ରହିବ।

ବନ୍ଧୁଗଣ ଆମେ ଘରକୁ ସଫା ସୁତରା ରଖିବା ପାଇଁ ପୋଛା ତ ଅବଶ୍ୟ ଲଗାଇ ଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ଆପଣ ପୋଛା ଲଗାଇବା ସମୟରେ କିଛି ଭୁଲ କରିଥାନ୍ତି ତ ଆପଣଙ୍କୁ ଏହାର ବିପରୀତ ପରିଣାମ ଭୋଗିବାକୁ ପଡ଼ିଥାଏ। ଆମକୁ ଲାଗିଥାଏ କି ପୋଛା ଲଗାଇବା ଦ୍ବାରା ଆମ ଘର ସଫା ହୋଇଥାଏ। କିନ୍ତୁ ଯଦି ଆମେ ପୋଛା ଲଗାଇବା ସମୟରେ କିଛି ଜିନିଷର ଧ୍ୟାନ ନ ରଖୁଛେ କି ଉଲଘଂନ କରୁଛେ ତ ହୋଇପାରେ ଆପଣ ଆପଣଙ୍କର ଘରକୁ ଗରିବୀକୁ ଆମନ୍ତ୍ରଣ କରୁଛନ୍ତି। ଯେମିତି ଆମେ ଝାଡୁର ଉପଯୋଗ ସାବଧାନତାର ସହିତ କରିଥାଉ ଏବଂ ଏହାର ଉପଯୋଗ କରିବା ସମୟରେ କିଛି କଥାର ଧ୍ୟାନ ରଖିଥାଉ ଠିକ ସେହିପରି ହିଁ ଆମେ ପୋଛା ଲଗାଇବା ସମୟରେ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ ଅଟେ।

ଆଜି ଆମେ ଆପଣଙ୍କୁ କହିବୁକି ପୋଛା ଲଗାଇବା ସମୟରେ ଆପଣଙ୍କୁ କେଉଁ କଥାର ଧ୍ୟାନ ରଖିବା ଉଚିତ। ଏବଂ ପୋଛା ଲଗାଇବା ସମୟରେ ଏମିତି କେଉଁ ଜିନିଷ ଅଛି ଯାହାକୁ ବ୍ୟବହାର କରି ପୋଛା ଲଗାଇବା ଦ୍ବାରା ଆପଣଙ୍କୁ ଲାଭ ପ୍ରାପ୍ତ ହୋଇପାରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତାହା ପୁର୍ବରୁ ଆମ ପୋଷ୍ଟକୁ ଗୋଟେ ଲାଇକ କରନ୍ତୁ।

ପୋଛା କେବେବି ଦିନର ୧୨ଟା ପରେ କିମ୍ବା ସନ୍ଧ୍ୟା ସମୟରେ ପୋଛା ଲଗାଇବା ଅନୁଚିତ ଅଟେ। ପୋଛା ସବୁବେଳେ ସକାଳେ ଲଗାଇବା ଉଚିତ। ଯାହା ଦ୍ବାରା ଘରେ ରାତି ସାରା ଜମା ହୋଇଥିବା ନକାରାତ୍ମକ ଉର୍ଜା ଘରରୁ ବାହାରକୁ ଚାଲିଯାଇଥାଏ। ଏବଂ ଆମର ଘର ସୁଖ ଏବଂ ସାକାତ୍ମକ ଉର୍ଜାରେ ଭରପୁର ରହିଥାଏ। ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ପୋଛା ଲଗାଇବା ଅନୁଚିତ ଅଟେ। ଏହା ଦ୍ବାରା ବାସ୍ତୁଦୋଷ ଲାଗିଥାଏ। ଆପଣ ଏହି ଦିନ ଘରକୁ ଭଲ ଭାବରେ ସଫା କରିପାରିବେ। ଅଳିଆ ଆବର୍ଜନା ବାହାର କରିପାରିବେ। କିନ୍ତୁ ଘରେ ପୋଛା ଲଗାନ୍ତୁ ନାହିଁ।

ଯଦି ଆପଣ ନୁଆ ପୋଛା ଘରକୁ ଆଣିବା ପାଇଁ ଚାହାନ୍ତି ତେବେ ଆପଣ ଗୁରୁବାର ଦିନ ନୁଆ ପୋଛା ଆଣିପାରିବେ। ଅନେକ ଲୋକ ଯଦି ବାଲ୍ଟି ଭାଙ୍ଗି ଯାଇଥାଏ ତାହାକୁ ମଧ୍ୟ ପୋଛା ଲଗାଇବାରେ ବ୍ୟବହାର କରିଥାନ୍ତି। କିନ୍ତୁ କେବେବି ଭାଙ୍ଗି ଯାଇଥିବା ବାଲ୍ଟିରେ ପାଣି ଭର୍ତି କରି ପୋଛା ଲଗାନ୍ତୁ ନାହିଁ। ଏହାକୁ ବହୁତ ଅଶୁଭ ମାନାଯାଇଥାଏ। ଏହା ଦ୍ବାରା ପୋଛାରୁ ମିଳୁଥିବା ଲାଭ ଆପଣଙ୍କୁ କେବେବି ପ୍ରାପ୍ତ ହୋଇପାରିବ ନାହିଁ। ତ ଯଦି ଆପଣଙ୍କର ଘରେ ଭାଙ୍ଗି ଯାଇଥିବା ବସ୍ତୁକୁ ଯଦି ପୋଛା ଲଗାଇବାରେ ବ୍ୟବହାର କରାଯାଉଥିବ। ତ ଏବେ ହିଁ ବଦଳେଇ ଦିଅନ୍ତୁ।

ପୋଛା ସବୁବେଳେ ଉତର ଦିଗରୁ ହିଁ ଆରମ୍ଭ କରିବା ଉଚିତ। ଆଜ୍ଞ ହଁ ଉତର ଦିଗ ସବୁ ଠାରୁ ଶୁଭ ଏବଂ ଭଗବାନ କୁବେରଙ୍କ ଦିଗ ମାନାଯାଇ ଥାଏ। ଉତର ଦିଗରୁ ପୋଛା ଲଗାଇବା ଦ୍ବାରା ଏହାର ସବୁ ତତ୍ତ୍ୱ ପୁରା ଘରେ ବନି ରହିଥାଏ। ମାନାଯାଇଥାଏ କି ଧନ ଲାଭ, ଶୁଭ କାର୍ଯ୍ୟ ମା ଲକ୍ଷ୍ମୀ ଏହି ସମସ୍ତଙ୍କର ପ୍ରବେଶ ଉତର ଦିଗରୁ ହୋଇଥାଏ। ଏଥି ପାଇଁ ଯଦି ଆପଣ ଉତର ଦିଗକୁ ଯଦି ସର୍ବପ୍ରଥମେ ସଫା କରୁଛନ୍ତି ତ ଘରେ ସୋମ୍ପନ୍ନତା, ସମୃଦ୍ଧି ଏବଂ ସୌଭାଗ୍ୟ ସର୍ବଦା ବନି ରହିଥାଏ। ଉତର ଦିଗରେ ପୋଛା ସବୁବେଳେ ସଫା ପାଣିରେ ଲଗାଇବା ଉଚିତ। ମଇଳା ପାଣି କିମ୍ବା ପୁର୍ବରୁ ଉପଯୋଗ ହୋଇଥିବା ପାଣିକୁ ବ୍ୟବହାର କରନ୍ତୁ ନାହିଁ।

ଏବେ ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହାକୁ ଯଦି ପୋଛା ପାଣିରେ ମିଶାଇଲେ ଧନ ଲାଭ ହୋଇଥାଏ। ଅନେକ ଲୋକଙ୍କର ମନରେ ଆସିଥାଏ କି କାହିଁକି ଘରେ ବିମାରି, କମଜରି, କ୍ଳେଶ, ନାକାରାତ୍ମକତା,ଖରାପ ନଜର ଦୂର ହେଉନାହିଁ। ଆପଣଙ୍କୁ ଯଦି ଏପରି ଲାଗୁଥାଏ କି ଆପଣଙ୍କର ଘରେ ସର୍ବଦା ନାକାରାତ୍ମକତା ଏବଂ ଶୁଭ କାର୍ଯ୍ୟରେ ବିଘ୍ନ ଘଟୁଥାଏ ତ ଆପଣଙ୍କୁ ଏହି ଉପାୟ ଅବଶ୍ୟ କରିବା ଉଚିତ। ଆପଣଙ୍କୁ ପୋଛା ଲଗାଇବା ସମୟରେ ଆପଣଙ୍କୁ ପୋଛା ପାଣିରେ ନିମ ପତ୍ର ମିଶେଇବାକୁ ପଡ଼ିବ। ଏବଂ ଯଦି ଆପଣ ପତ୍ର ନ ମିଶେଇବାକୁ ଚାହୁଁଛନ୍ତି ତେବେ ନିମ ପତ୍ରକୁ ଏକ ପାତ୍ରରେ ପାଣି ଭର୍ତି କରି ସେଥିରେ ଏହି ନିମ ପତ୍ର ପକେଇ ଦିଅନ୍ତୁ।

ଏହାକୁ ଭଲସେ ଫୁଟାଇ ଦିଅନ୍ତୁ। ଏହି ନିମ ପାଣିକୁ ଆପଣ ପୋଛା ଲଗାଇବା ସମୟରେ ପୋଛା ପାଣିରେ ସେହି ନିମ ପାଣିକୁ ମିଶାଇ ପୁରା ଘରକୁ ସଫା କରନ୍ତୁ। ନିମ ପତ୍ର ଆପଣଙ୍କର ଘରେ ଏମିତି ସକାରାତ୍ମକତା ଉର୍ଜା ସ୍ଥାପନ କରିଥାଏ ଯାହା ଦ୍ବାରା ଆପଣଙ୍କର ଘର ଉପରେ ପଡ଼ିଥିବା କେଉଁ ବି ଖରାପ ନଜରର ଅନ୍ତ ହେବାକୁ ଲାଗିଥାଏ। ନାକାରାତ୍ମକତା ଘରୁ ଦୂର ହୋଇ ଯାଇଥାଏ। ଏବଂ ଘରେ ସକାରାତ୍ମକତା ଉର୍ଜା ପ୍ରବେଶ କରିଥାଏ। ଏହି ସକାରାତ୍ମକତା ଉର୍ଜା ଆପଣଙ୍କର ସମସ୍ତ ସମସ୍ୟା ଦୂର କରିଥାଏ।

ଯଦି ଆପଣବି ଆପଣଙ୍କର ଘରେ ଶାନ୍ତି ଏବଂ ସମୃଦ୍ଧି ବନେଇ ରଖିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ। ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ ତେବେ ତଳେ ଥିବା ଆମ କମେନ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଏବଂ ପୋଷ୍ଟଟିକୁ ଗୋଟେ like କରିଦିଅନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *