ଗର୍ଭବତୀ ମହିଳାଙ୍କର ବିଚ ରାସ୍ତାରେ ହେଲା ଭୟଙ୍କର ଯନ୍ତ୍ରଣା , ସାହାଯ୍ୟ ପାଇଁ ହାତ ଯୋଡ଼ିଲେ ସ୍ୱାମୀ :- ଦେଖନ୍ତୁ ଭିଡିଓ

କେବେକେବେ ଆମେ ଏପରି ପରିସ୍ଥିତିରେ ପଡ଼ିଯାଉ , ଯେତେବେଳେ ଆମକୁ ରାସ୍ତାରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିଥାଏ । ଅଧିକାଂଶ ଲୋକ ଏପରି ଥାଆନ୍ତି ଯେଉଁ ମାନଙ୍କୁ କିଛିବି ଫରକ ପଡ଼ି ନଥାଏ ଯେ କେହି ସାହାଯ୍ୟ ମାଗୁଛି କିମ୍ବା କିଏ କେଉଁ ପରିସ୍ଥିତିରେ ପଡ଼ିଛି । କିନ୍ତୁ ସେହି ସ୍ଥାନରେ ଏପରି କିଛି ଲୋକ ନିଶ୍ଚିତ ଭାବରେ ମିଲିଯିବେ ଯେଉଁମାନେ ପରିସ୍ଥିତି ରେ ପଡ଼ିଥିବା ଲୋକକୁ ସାହାଯ୍ୟ କରିବାକୁ ନିଶ୍ଚିତ ଭାବରେ ଆଗେଇ ଆସିବେ । କିନ୍ତୁ ଯେତେବେଳେ କେହି ଲୋକ ସାହାଯ୍ୟ ପାଇଁ ଆଗକୁ ଆସନ୍ତି ସେତେବେଳେ ଆଖପାଖରେ ଥିବା ଲୋକ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । କିଛି ଏପରି ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡ଼ିଓ ଦେଖିବାକୁ ମିଳିବ ଯେତେବେଳେ ଜଣେ ଗର୍ଭବତୀ ମହିଳା ଙ୍କୁ ବିଚ ରାସ୍ତାରେ ହଠାତ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଛି ।

ବିଚ ରାସ୍ତାରେ ହଠାତ ମହିଳାଙ୍କର ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା :-

ଇଣ୍ଟରନେଟ ରେ ଭାଇରଲ ହେଉଥିବା ଭିଡ଼ିଓ ରେ ଦେଖାଯାଇ ପାରିବ ଯେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ଙ୍କୁ ଭୟଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଛି । ଯନ୍ତ୍ରଣା କାରଣରୁ ଚିତ୍କାର କରୁଥିବା ମହିଳା ବିଚ ରାସ୍ତାରେ ବସି ଯାଇଛନ୍ତି ଏବଂ ଛଟପଟ ହେବାରେ ଲାଗିଛନ୍ତି । ଏହି କାରଣରୁ ତାଙ୍କ ସ୍ୱାମୀ ମଧ୍ୟ ଖୁବ ଚିନ୍ତିତ ହୋଇ ପଡ଼ିଛନ୍ତି ଏବଂ ରାସ୍ତାରେ ଯାଉଥିବା ଲୋକଙ୍କୁ ହାତ ଯୋଡ଼ି ସାହାଯ୍ୟ ମାଗିବାରେ ଲାଗିଛନ୍ତି ଯେ ତାଙ୍କ ଗର୍ଭବତୀ ସ୍ତ୍ରୀ କୁ କେହି ହସ୍ପିଟାଲ ପହଞ୍ଚାଇ ଦିଅନ୍ତୁ ବୋଲି ।

ସାହାଯ୍ୟ ପାଇଁ ଲୋକଙ୍କୁ ସଡ଼କରେ ହାତ ଯୋଡ଼ିଲେ ସ୍ୱାମୀ :-

ସେ ନିଜ ପକେଟ ରୁ ଫୋନ ବାହାର କରିଥିଲେ ଏବଂ ପରିଚିତ ଲୋକଙ୍କୁ ଡାକିବା ପାଇଁ କୋଲ କରିବାରେ ଲାଗିଲେ । ବିଚ ସଡ଼କରେ ଯାଉଥିବା ଗାଡ଼ି ଗୁଡ଼ିକର ସାମ୍ନାକୁ ଆସି ସାହାଯ୍ୟ ପାଇଁ ହାତ ଯୋଡ଼ିବାରେ ଲାଗିଲେ କିନ୍ତୁ କେହିବି ତାଙ୍କ ସାହାଯ୍ୟ ପାଇଁ ଆସି ନଥିଲେ । କିନ୍ତୁ ଯେତେବେଳେ ତାଙ୍କ ସ୍ୱାମୀ ଚିନ୍ତିତ ହୋଇଗଲେ ସେତେବେଳେ ସେ ସାମ୍ନାରୁ ଆସୁଥିବା ଏକ କଳା ରଙ୍ଗର ଗାଡ଼ି ସାମ୍ନାରେ ଆଣ୍ଠେଇ ପଡ଼ିଥିଲେ ଏବଂ ସାହାଯ୍ୟ ଭିକ୍ଷା କରିଥିଲେ । ଯାହାଦ୍ୱାରା ସେହି ବ୍ୟକ୍ତି ଜଣକ ଗାଡ଼ି ଅଟକାଇ ମହିଳାଙ୍କୁ ଗାଡ଼ିରେ ବସାଇ ଥିଲେ ।

ଭିଡ଼ିଓ ଦେଖି ଆପଣ ବି କହିବେ ଯେ ମଣିଷତ୍ଵ ଏବେବି ଜୀବିତ ଅଛି :-

କେବଳ ସେତିକି ନୁହେଁ ସେଠାରେ ଯାଉଥିବା ଅନ୍ୟ ଜଣେ ବାଇକ ଚାଳକ ମଧ୍ୟ ଆସି ତାଙ୍କୁ ସାହାଯ୍ୟ କରିଥିଲେ । ସେହି ଭିଡ଼ିଓ ଦେଖି ଆପଣ ମାନେ ନିଶ୍ଚିତ କହିବେ ଯେ ଆଜିବି ମଣିଷତ୍ଵ ଜୀବିତ ଅଛି । ଇନଷ୍ଟାଗ୍ରାମ ରେ ଏହି ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି । ଏହାକୁ hassbly.ya_allah ନାମକ ଏକ ଆକାଉଣ୍ଟ ରେ ସେୟାର କରାଯାଇଛି ।

Leave a Reply

Your email address will not be published. Required fields are marked *