ହିନ୍ଦୁ ସଂସ୍କୃତିରେ ପ୍ରତ୍ୟକ ଘରେ ପ୍ରତିଦିନ ପୁଜାପାଠ କରିବାର ପରମ୍ପରା ରହିଛି। ଏଥି ପାଇଁ ସମସ୍ତେ ନିଜ ନିଜ ଘରେ ମନ୍ଦିର କିମ୍ବା ପୁଜା ସ୍ଥଳ ରହିଥାଏ। ନିୟମିତ ପୁଜାପାଠ କରିବା ଦ୍ବାରା ମାନସିକ ଶାନ୍ତି ସହ ସମ୍ପୂର୍ଣ ଘରେ ସାକା-ରାତ୍ମକ ଶକ୍ତିର ବାସ ହୋଇଥାଏ। କିନ୍ତୁ ଏହି କଥାଟି ସତ ଅଟେ ଯେ ପୁଜା ପାଠ କରିବାର କିଛି ନିୟମବି ରହିଥାଏ ଯାହାକୁ ଯଦି ଆମେ ଅଣଦେଖା କରିଦେବା ତାହେଲେ ଆମର ପୂଜାର ପୁରା ଫଳ ଆମକୁ ମିଳି ନଥାଏ।
ପୁଜା କରିବାର ନିୟମ ପ୍ରାଚୀନ କାଳରୁ ହିଁ ରହି ଆସିଛି। ଯାହାକୁ ଆଜିର ଦିନରେ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଆଧାରର ଦୃଷ୍ଟି କୋଣରେ ଧ୍ୟାନ ରଖି ବନାଯାଏ। ଏଥି ପାଇଁ ଆମକୁ ଏହି ନିୟ-ମକୁ କେବେବି ଅଣ-ଦେଖା କରିବା ଉଚିତ ନୁହେଁ। ଏମିତି ବି ଏକ ମହତ୍ତ୍ୱପୂ-ର୍ଣ ନିୟମ ଅଛି ଘ-ଣ୍ଟି ନାଦ। ଆପଣ ପୂଜା କରିବା ସମୟରେ ଘ-ଣ୍ଟି ବଜାଇଥାନ୍ତି। ଘ-ଣ୍ଟି ବଜାଇବା ଶାସ୍ତ୍ରରେ କିଛି ନି-ୟମ ନିର୍ଦ୍ଧା-ରିତ କରାଯାଇଛି। ବନ୍ଧୁଗଣ ଶାସ୍ତ୍ରରେ ଦେବତା ମାନଙ୍କ ସାମ୍ନାରେ ଘ-ଣ୍ଟି ବଜାଇବାକୁ ଅଧିକ ମହତ୍ତ୍ୱ କୁହାଯାଇଛି। ଯାହାକୁ ଆମେ ଶାସ୍ତ୍ରରେ କୁହାଯାଇଥିବା ଶ୍ଳୋ-କ ମାଧ୍ୟମରେ ଜାଣିପାରିବା। ” ଆଗମନାର୍ଥ ତୁ ଦେବାନାଂ ଗମନାଥଂ ତୁ ରକ୍ଷସାମ୍, କୁରୁ ଘ-ଣ୍ଟେ ବରଂ ନାଦଂ ଦେବତା ସ୍ଥାନହନ୍ନିଧୋ”।
ଏହାର ଅର୍ଥ ଘ-ଣ୍ଟି ବଜାଇବା ଦ୍ବାରା ଦେବତା ମାନଙ୍କ ଆଗମନ ହୋଇଥାଏ ଏବଂ ରାକ୍ଷସ ମାନଙ୍କର ଗମନ ହୋଇଥାଏ। ଏବଂ ଯେଉଁ ଘ-ଣ୍ଟି ବା ଘ-ଣ୍ଟା ରାକ୍ଷସ ମାନଙ୍କ ଠାରୁ ଆମକୁ ରକ୍ଷା କରିଥାନ୍ତି ତାଙ୍କୁ ଆମର ପ୍ରଣାମ। ତେବେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ପୁଜା କରିବା ସମୟରେ ଯେତେବେଳେ ଆପଣ ଘ-ଣ୍ଟି ବଜାଉଛନ୍ତି ତେବେ ଏହା ପଛରେ କଣ କାରଣ ଅଛି ଏବଂ କଣ ସବୁ ଲାଭ ଅଛି। ପୂଜା କରିବା ସମୟରେ ଘ-ଣ୍ଟି ବଜାଇବାର କଣ ନୀତି ନି-ୟ-ମ ଅଛି। ଏବଂ ପୁଜା ସମୟରେ ଘ-ଣ୍ଟି ବଜାଇବା ବେଳେ ଏଥିରେ ଥିବା କଣ ସବୁ ଭୁଲ ଅଛି। ଯାହାକୁ ଆପଣ ଭୁଲରେ ବି ମଧ୍ୟ କରିବବା ଉଚିତ ନୁହେଁ ତା ସହିତ ଜାଣିବା ଘରର ମହିଳା ମାନଙ୍କୁ ଶଙ୍ଖ ବଜାଇବା ଉଚିତ ଅଟେ କି ନାଇଁ।
ବନ୍ଧୁଗଣ ଯେବେ ଆପଣ ଆପଣଙ୍କ ଘରର ମନ୍ଦିରର ଥିବା ଘ-ଣ୍ଟି-କୁ କେବେ ଧ୍ୟାନରେ ଦେଖିଛନ୍ତି। ଅଧିକାଂଶ ଲୋକ ଏହାର ଉତର ନାଁ ରେ ହିଁ ଦେବେ। କିନ୍ତୁ ଧ୍ୟାନରେ ରଖନ୍ତୁ ଘ-ଣ୍ଟିର ଉପରି ଭାଗରେ ଯାହାକୁ ଆମେ ଧରି ଥାଉ ତାହା ଉପରେ ଗରୁଡ଼ ବନା ଯାଇଥିବା ଦେଖି ପାରିବେ। ଅର୍ଥାତ ଘରେ ଆମେ ଯେଉଁ ଘ-ଣ୍ଟି ବ୍ୟବହାର କରିଥାଉ ତାକୁ ଗରୁଡ଼ ଘ-ଣ୍ଟି କୁହାଯାଇଥାଏ। ବନ୍ଧୁଗଣ ପୂଜା କରିବା ସମୟରେ ଗରୁଡ଼ ଘ-ଣ୍ଟିର ବ୍ୟବହାର ଦେବତା ମାନଙ୍କୁ ଆମନ୍ତ୍ରଣ କରିବା ପାଇଁ କରାଯାଇଥାଏ। ଯାହାର ଏକ ସୁନ୍ଦର ଧ୍ଵନିରୁ ଦେବତା ମାନଙ୍କର ସ୍ବାଗତ କରିବାର ଆଗତ ହୋଇଥାଏ।
ତେବେ ଆମେ ବିଧି ବିଧାନରେ ପୁଜା କରନ୍ତି ସେତେବେଳେ ଘ-ଣ୍ଟିର ବ୍ୟବହାର କରିଥାଉ। ପୁଜା ସମ୍ପର୍ନ ହେବା ପରେ ଆଳତି କରବା ସମୟରେ ବିଶେଷ ରୁପରେ ଘ-ଣ୍ଟା-ର ଆ-ଗତ ହେବା ଉଚିତ। ନଚେତ ଅମର ଆଳତି ଅଧୁରା ମାନାଯାଇଥାଏ। କିନ୍ତୁ ଅଧିକାଂଶ ଲୋକ ଏହାକୁ ସାଧାରଣ ପ୍ରକ୍ରିୟା ମାନିଥାନ୍ତି ଏବଂ ପୁଜା କରିବା ସମୟରେ ଘ-ଣ୍ଟି ବଜାଇବା ଭୁଲି ଯାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ନୀତି ନିୟମ ଗୁଡ଼ିକ ବିଷୟରେ।
ପ୍ରଥମ ନିୟମ। ବନ୍ଧୁଗଣ ଆମର ଶାସ୍ତ୍ରରେ ଏହା ମାନ୍ୟତା ଅଛି ସୃଷ୍ଟିର ନିର୍ମାଣ ସମୟରେ ସର୍ବ ପ୍ରଥମେ ଯେଉଁ ବଡ଼ ଧ୍ଵନି ବାହାରି ଥିଲା ତାହା ଘ-ଣ୍ଟିର ଧ୍ଵନି ଶବ୍ଦ ଶୁଣିବାକୁ ମିଳିଥିଲା। ଘ-ଣ୍ଟିର ଧ୍ଵନିରେ ଓଁକାର ରହିଥାଏ। ଏଥି ପାଇଁ ଘ-ଣ୍ଟିକୁ ଇଶ୍ଵରଙ୍କର ଧ୍ଵନି ରହିଥିବା ଯୋଗୁ ପୁଜାରେ ସ୍ଥାନ ମିଳିଛି। ଏଥି ପାଇଁ ଘ-ଣ୍ଟିରେ କେବେବି ଅପମାନ କରନ୍ତୁ ନାହିଁ। ଯେଉଁ ଘରେ ଦେବୀ ଦେବତା ମାନଙ୍କର ପୁଜା କରାଯାଇଥାଏ ସେହିପରି ଘ-ଣ୍ଟିର ବି ପୁଜା କରିବା ଉଚିତ।
ଦିତୀୟ ନିୟମ। ଘ-ଣ୍ଟିର ପୁଜା କରିବା ପରେ ଘ-ଣ୍ଟିକୁ ବଜାଇବା ଉଚିତ। ବିନା ପୁଜା କରି ଘ-ଣ୍ଟି ବଜାଇବା ଅନୁଚିତ ଅଟେ।
ତୃତୀୟ ନିୟମ। ଆପଣ ସବୁବେଳେ ଏହା ଅନୁଭବ କରିଥିବେ ପୁଜା କରିବା ସମୟରେ କେମିତି ଘ-ଣ୍ଟି ବଜାଯାଇଥାଏ ସେତେବେଳେ ପୁରା ଘର ସହିତ ସମ୍ପୂର୍ଣ ବାତାବରଣ ଶୁଦ୍ଧ ଏବଂ ପବିତ୍ର ହୋଇଯାଇଥାଏ। ଏବଂ ଚାରିଆଡେ ସକାରା-ତ୍ମକ ଶକ୍ତିର ବାସ ହେବାକୁ ଲାଗିଥାଏ। କିନ୍ତୁ ଯଦି ଆମେ ଏହି ନିୟମକୁ ଅଣ-ଦେଖା କରିବା ତାହେଲେ ଏହି ନକାରା-ତ୍ମକରେ ପରିଣତ ହୋଇଯାଇଥାଏ।
ଚତୁର୍ଥ ନିୟମ। ଅଧିକାଂଶ ଲୋକ ପୁଜା ସମ୍ପୂର୍ଣ ହେବା ପରେ ଆଳତି ସମୟରେ ଘ-ଣ୍ଟି ବଜାଇ ଥାନ୍ତି କିନ୍ତୁ ଆପଣ ଏହା ବି ଧ୍ୟାନ ରଖନ୍ତୁ ଭଗବାନଙ୍କୁ ଜଳ ଅର୍ପଣ କରିବା ସମୟରେ ଗାଧୋଇବା ସମୟରେ ଧୂପ ଦୀପ ଦେବା ସମୟରେ ନଦୀକୁ ଅର୍ପଣ କରିବା ସମୟରେ ଘ-ଣ୍ଟା ନାଦ ଅବଶ୍ୟ କରିବା ଉଚିତ। ଏମିତି କରିବା ଦ୍ବାରା ଆମର ପୁଜା ସମ୍ପୂର୍ଣ ମାନାଯାଇଥାଏ।
ପଞ୍ଚମ ନିୟମ। ଘ-ଣ୍ଟି ବଜାଇବା ସମୟରେ କୌଣସି ବି ଦେବତାଙ୍କ ମନ୍ତ୍ର କିମ୍ବା ଆରତୀ କହିବା ଉଚିତ। ଏକ ମିନିଟ ହେଉ କିମ୍ବା ଦୁଇ ମିନିଟ ହେଉ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ମନ୍ତ୍ରର ଜପ କରି ଘରେ ଘ-ଣ୍ଟା ନାଦ ଅବଶ୍ୟ କରନ୍ତୁ। ଯଦି ଆପଣ ଆପଣଙ୍କର ଘରେ ଏବଂ ଆପଣଙ୍କ ଆଖପାଖରେ ନକା-ରାତ୍ମକ ଶକ୍ତିକୁ ଅନୁଭବ କରୁଛନ୍ତି ତାହେଲେ ଅଳ୍ପ ସମୟ ପାଇଁ ଘ-ଣ୍ଟି ବଜାନ୍ତୁ। ସବୁ ନକା-ରାତ୍ମକ ଶକ୍ତି ନଷ୍ଟ ହୋଇଯିବ।
ଏବେ ଆସନ୍ତୁ ଜାଣିବା ମହିଳା ମାନଙ୍କୁ ଘରେ ଶଙ୍ଖ ଫୁଙ୍କିବାକୁ ଦେବା ଉଚିତ ନାଁ ଅନୁଚିତ।
ମହିଳା ମାନଙ୍କୁ ଶଙ୍ଖ ଏଥି ପାଇଁ ଫୁଙ୍କିବା ଉଚିତ ନୁହେଁ କାରଣ ମା ଲକ୍ଷ୍ମୀଙ୍କ ଭାଇ ଅଟନ୍ତି ଶଙ୍ଖ। ସେମିତିରେ ଯଦି ଦେଖିବା ଆପଣଙ୍କର ଭାଇ ଏବଂ ଆପଣଙ୍କ ଭାଇକୁ ହଇ-ରାଣ କରିବାକୁ ଚାହାନ୍ତି ନାହିଁ। ହଁ ଏଥି ପାଇଁ ମହିଳା ମାନେ ଶଙ୍ଖ ବଜାଇବେ ନାହିଁ। କିନ୍ତୁ ଯାହାକୁ ଶ୍ୱାସ ଜନିତ ବିମାର ଅଛି ସେମାନଙ୍କୁ ଶଙ୍ଖ ବଜାଇବା ଉଚିତ। ସେ ମହିଳା ହୁଅନ୍ତୁ ଅବା ପୁରୁଷ। ଯଦି ଆପଣ ପ୍ରତିଦିନ ଶଙ୍ଖ ବଜଉ ଛନ୍ତି ତାହେଲେ ଆପଣଙ୍କର ଶ୍ୱାସର ରୋଗ ବେଶିଦିନ ଆପଣଙ୍କ ପାଖରେ ରହିବ ନାହିଁ। ଶଙ୍ଖ ବଜାଇବା ମହିଳା ମାନଙ୍କୁ ଏଥି ପାଇଁ ବି ମନା ହୋଇଥାଏ ଯୁ-ଦ୍ଧର ପ୍ରାରମ୍ଭ କରିବାର ପ୍ରତୀକ ଅଟେ।
ମହିଳା ମାନେ ଯୁ-ଦ୍ଧର ଶଙ୍ଖ ନାଦ କରନ୍ତି ନାହିଁ କାରଣ ମହିଳା ମାନେ ଯୁ-ଦ୍ଧ ଠାରୁ ଦୂରେଇ ରହିଥାନ୍ତି। କିନ୍ତୁ ଔଷଧ ହିସାବରେ ଶ୍ୱାସ ଜନିତ ବିମାରି ଏବଂ ସ୍ବାସ୍ଥ୍ୟ ରହିବା ପାଇଁ ଶଙ୍ଖର ବ୍ୟବହାର କରିପାରିବେ। ନ ଫୁଙ୍କିବାର ବହୁତ କା-ରଣ ଅଛି ଏବଂ ଫୁଙ୍କିବାର ବହୁତ ଲାଭ ମଧ୍ୟ ଅଛି। ସିଚ୍ୟସନ କଣ ଅଛି ତାହା ମହତ୍ତ୍ୱପୂର୍ଣ ଅଟେ। ଆପଣ କେଉଁ କାରଣ ପାଇଁ ଶଙ୍ଖ ଫୁଙ୍କୁ ଛନ୍ତି କଣ ଉଦେଶ୍ୟ ରହିଛି ତାହା ଉପରେ ନିର୍ଭର କରିଥାଏ। ଶଙ୍ଖ ଉପରେ ଅନେକ କଥା ଅଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।