ଜେ-ଲ-ରେ ସଜା କାଟୁଥିବା କ-ଏ-ଦୀ-ମାନଙ୍କ ଜୀବନଶୈଳୀକୁ ଉନ୍ନତି କରିବାପାଇଁ ସବୁବେଳେ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ଏଭଳି ସ୍ଥିତିରେ ରାଜସ୍ଥାନ ଜେ-ଲ-ର କ-ଏ-ଦୀ-ମାନଙ୍କୁ ମଧ୍ୟ ସେମାନଙ୍କ ଜୀବନଶୈଳୀକୁ ଉନ୍ନତି ତଥା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜେଲ ପରିସରରେ ତିଆରି ପେଟ୍ରୋଲ ପମ୍ପରେ କାମ କରିବାକୁ ତାଲିମ ଦିଆଯାଉଛି। ଏହି ସୂଚନା ରାଜସ୍ଥାନ ଜେ-ଲ-ର ମହାନିର୍ଦ୍ଦେଶକ ରାଜୀବ ଦାସୋଟ ଦେଇଛନ୍ତି।
Rajasthan: Over 100 prisoners are working at fuel pumps built on jail premises at six locations across the state
Rajeev Dasot, DG (prisons) said yesterday, "The initiative is to promote skill development & make Jail Dept self-reliant"
(Visuals from fuel pump in Jaipur) pic.twitter.com/Pu8nJsGQta
— ANI (@ANI) March 15, 2021
ସୂଚନାନୁସାରେ ରାଜସ୍ଥାନର ଜେ-ଲ ପରିସରରେ ତିଆରି ମୋଟ ୬ଟି ପେଟ୍ରୋଲ ପମ୍ପରେ ୧୦୦ ରୁ ଅଧିକ କ-ଏ-ଦୀ କାର୍ଯ୍ୟ କରୁଛନ୍ତି। ଯେଉଁଠାରେ କ-ଏ-ଦୀ-ମାନେ ପେଟ୍ରୋଲ ପମ୍ପକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରତିଦିନ ଦରମା ମଧ୍ୟ ଦିଆଯାଉଛି। ଜେ-ଲ-ର ମହାନିର୍ଦ୍ଦେଶକ ରାଜୀବ ଦାସୋଟଙ୍କ କହିବା ଅନୁସାରେ ଏହି ପଦକ୍ଷେପ ଦ୍ବାରା ଜେଲରେ ଦ-ଣ୍ଡି-ତ ହେଉଥିବା କ-ଏ-ଦୀ-ଙ୍କୁ ଆତ୍ମନିର୍ଭରଶୀଳ ହେବାରେ ମଧ୍ୟ ସାହାଯ୍ୟ କରିବ, ଯାହା ଫଳରେ ଦ-ଣ୍ଡ ଶେଷ ହେବା ପରେ ସେମାନଙ୍କୁ ସହଜରେ କାମ ମିଳିପାରିବ।
ରାଜୀବ ଦାସୋତଙ୍କ ଅନୁଯାୟୀ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ୧୨ ଟି ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି। ଏଠାରେ କାର୍ଯ୍ୟ କରୁଥିବା କ-ଏ-ଦୀ-ମାନଙ୍କୁ ତାଲିମ ଦିଆଯାଏ ଏବଂ ଦିନକୁ ୨୪୯ ଟଙ୍କା ଦରମା ମିଳିଥାଏ ଯାହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥାଏ । ରାଜୀବ ଦାସୋତ କହିଛନ୍ତି ଯେ ଗତ ମାସରେ ଜୟପୁର ପେଟ୍ରୋଲ ପମ୍ପରେ ୧କୋଟି ଟଙ୍କାର ବିକ୍ରି ରେକର୍ଡ କରାଯାଇଛି, ବର୍ତ୍ତମାନ ପ୍ରତି ମାସରେ ୩ କୋଟି ଟଙ୍କା ବିକ୍ରି ଉପରେ ଲକ୍ଷ୍ୟ ରଖାଯାଇଛି।