ଓଡ଼ିଶାରେ ଚାଞ୍ଚଲ୍ୟ ଖେଳେଇଥିବା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ଅସ୍ବାଭାବିକ ମୃ-ତ୍ୟୁ ହୋଇନାହିଁ। ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଅଛି | ମୁ-ଖ୍ୟ ଅଭି-ଯୁକ୍ତ ରାକେଶ ସ୍ବାଇଁ ହିଁ ଝରାଫୁଲଙ୍କୁ ହ-ତ୍ୟା କରିଛି ଏବଂ ପ୍ରମାଣ ନଷ୍ଟ କରିବାକୁ ଯାଇ ଝରାଫୁଲଙ୍କୁ ୮୦ କିଲୋମିଟର ଦୂର ଯାଜପୁର କୁଆଖିଆକୁ ନେଇ ସେଠାରେ ଫିଙ୍ଗି ଦେଇଥିଲା | ଝରାଫୁଲଙ୍କୁ ଭୁବନେଶ୍ୱର ଧର୍ମଵିହାର ସ୍ତିତ ଶିବସାଇ ଗେଷ୍ଟ ହାଉସ ରେ ହିଁ ମାରି ଦେଇଥିଲା ରାକେଶ ସ୍ୱାଇଁ |
ରାକେଶଙ୍କୁ ରିମା-ଣ୍ଡରେ ଆଣି ଜେରା ଏବଂ କ୍ରା-ଇମ୍ ସିନ୍ ରିକ୍ରିଏଟ କରିବା ବେଳେ ପୁ-ଲିସକୁ ଏ ନେଇ ମିଳିଛି ଠୋସ ପ୍ର-ମାଣ | ଏବେ ବି ବିଭିର୍ନ ଦିଗକୁ ନେଇ ପୋ-ଲିସ ତ-ର୍ଜମା ଜାରି ରଖିଛି | ଖୁବଶୀଘ୍ର ଝରାଫୁଲଙ୍କ ମୃ-ତ୍ୟୁ ର-ହସ୍ୟ ଉପରୁ ପୁ-ଲିସ ପରଦା ହଟାଇବ ବୋଲି ମା-ମଲା ସହ ସଂ-ପୃକ୍ତ ଜଣେ ବରିଷ୍ଠ ପୁ-ଲିସ ଅଧିକାରୀ ସୂଚନା ଦେଇଛନ୍ତି |
ତେବେ ଏଠାରେ ପ୍ରଶ୍ନ ଉଠୁଛି ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଝରଫୁଲ ବି ତାଙ୍କୁ ଏତେ ବିଶ୍ୱାସ କରି ତାଙ୍କ ସହ ରାତ୍ରି ବିତେଇବାକୁ ମଧ୍ୟ ପଛେଇନଥିଲେ | ଏଭଳି ପରିସ୍ଥିତିରେ ରାକେଶ କଣ ପାଇଁ ଝରାଫୁଲଙ୍କୁ ହ-ତ୍ୟା କଲେ ? କିପରି ରାକେଶ ହ-ତ୍ୟା କଲେ ? ରାକେଶ ଏକ ଏହି ହ-ତ୍ୟା କା-ଣ୍ଡ ଘ-ଟେଇଲେ ନ ଆଉ କିଏ ଏଥିରେ ସାମିଲ ଅଛି ? ତଦ-ନ୍ତକାରୀ ପୁ-ଲିସକୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ତେଣୁ ଟିକିନିଖି ପ୍ର-ମାଣ ଯୋଗାଡ଼ କରିବା ପାଇଁ ପୁ-ଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି |
ଏକ ବିଶେଷ ସୂତ୍ରରୁ ଏହା ଜଣା ପଡୁଛି କି ରାକେଶ ଏବଂ ଝରାଫୁଲ ଶିବ ସାଇ ଗେଷ୍ଟ ହାଉସ ରେ ରହିଥିବା ସମୟରେ ରାତିରେ ଭୀ-ଷଣ ଝଗଡା ହୋଇଥିଲେ ବୋଲି ଗେଷ୍ଟ ହାଉସ କର୍ମୀଙ୍କ ପାଖରୁ ସୂଚନା ମିଳିଛି | ଆଉ କ୍ରୋଧରେ ଅନ୍ଧ ହୋଇ ରାକେଶ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହ-ତ୍ୟା କରିଥିଲା ବୋଲି କୁହାଯାଉଛି | ସିନ୍ ରିକ୍ରିଏଟ୍ ପାଇଁ ଯାଜପୁର ପୁ-ଲିସ ଭୁବନେଶ୍ବରର ସଂପୃକ୍ତ ଗେଷ୍ଟ ହାଉସ୍କୁ ଯାଇଥିବା ବେଳେ ଏ ନେଇ ଅନେକ ତଥ୍ୟ ମିଳିଛି | ପୋ-ଷ୍ଟ ମ-ଟମ ରି-ପୋର୍ଟ ରେ ସ୍ୱାଶ ରୁଦ୍ଧ ହୋଇ ମୃ-ତୁ ହୋଇଥିବା କଥା ଆସିବା ପରେ ଆ-ରୋପି ରାକେଶ ମଧ୍ୟ ନିଜର ଅପ-ରାଧ ସିଉକାରେ କରିଛି ବୋଲି ଏକ ପୋ-ଲିସ ବିଶେଷ ସୂତ୍ରରୁ ସୂଚନା ଦେଇଛନ୍ତି |
ଗେଷ୍ଟ ହାଉସରେ ଭୀ-ଷଣ ଝଗଡା ହେବାର ସୂଚନା ଗେଷ୍ଟ ହାଉସର କର୍ମୀ ମାନେ ତ ସୂଚନା ଦେଇଛନ୍ତି କିନ୍ତୁ ରାକେଶ କିପରି ଓ କେତେବେଳେ ହ-ତ୍ୟା କଲା ତାହା ସେମାନେ ଜାଣି ନାହାନ୍ତି ବୋଲି ସୂଚନା ଦେଇଛନ୍ତି |
ଅନ୍ୟ ପକ୍ଷରେ ଝରଫୁଲ ର ଏକ ଡ୍ରେସ ଓ ମୋବାଇଲ ପୋ-ଲିସ କୁ ମିଳିଛି | ରାକେଶ ଯେଉଁଠାରେ ଝରଫୁଲର ଶବକୁ ଫିଙ୍ଗିଥିଲା ସେଠାରୁ ଟିକେ ଦୂରରେ ତା ଫୋନେ ମଧ୍ୟ ଫିଙ୍ଗି ଦେଇଥିଲା ସେଠାରୁ ସ୍ଥାନୀୟ ଲୋକ ଜଣେ ସେ ଫୋନ ପାଇକି ରଖିଥିଲା ଏବଂ ପରେ ପୋ-ଲିସ କୁ ସେ ଫୋନ ହସ୍ତାନ୍ତର କରିଦେଇଛନ୍ତି | ସେହିପରି ସ୍କୁଟି ଲୁଚାଇଥିବା ସ୍ଥାନରୁ ପୁ-ଲିସ ଝରାଫୁଲଙ୍କ ଏକ ଡ୍ରେସ୍ ମଧ୍ୟ ଜବତ କରିଛି। ରାକେଶ ଜାଣିଶୁଣି ଡ୍ରେସ୍ଟିକୁ ଲୁଚରାଇଥିବାରୁ ଏଥିରେ ମଧ୍ୟ ହ-ତ୍ୟାର କିଛି ପ୍ର-ମାଣ ରହିଥିବା ବିଚାର କରାଯାଉଛି |
ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାକେଶ ତରଫରୁ କେହି ଜାମିନ ଆବେଦନ କରିନଥିବା ସ୍ବତନ୍ତ୍ର ପିପି ସମରେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ସେହିପରି ପୁ-ଲିସ ପକ୍ଷରୁ ରାକେଶକୁ ପୁଣିଥରେ ରିମାଣ୍ଡରେ ନେବା ପାଇଁ କୌଣସି ଆବେଦନ ହୋଇନଥିବା ଜଣାପଡ଼ିଛି |