ଆଉ ଦୁଇ ଦିନ ପରେ ନୂତନ ବର୍ଷ ଆରମ୍ଭ ହେବ, ୨୦୨୦ ବର୍ଷ ଶେଷ ହୋଇ ୨୦୨୧ ବର୍ଷ ଆରମ୍ଭ ହେବ। କିନ୍ତୁ ଏଥର ସବୁ ବର୍ଷ ପରି ନୂତନ ବର୍ଷର ସେଲିବ୍ରେସନ ଦେଖିବାକୁ ମିଳିବ ନାହିଁ ,କାରଣ ରାଜ୍ୟ ସରକାର କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ନ୍ୟୁ ଇୟର ସେଲିବ୍ରେସନ ଉପରେ ରୋକ ଲଗେଇଛନ୍ତି। ଏହା ମଧ୍ୟରେ ବଲିଉଡ ଷ୍ଟାର ରାଜସ୍ତାନରେ ପହଁଚିଛନ୍ତି। କୁହାଯାଉଛି କି ଏହି ଷ୍ଟାର ନ୍ୟୁ ଇୟରରେ ରଣଥଂଭୌର ନେସନାଲ ପାର୍କରେ ବୁଲିବାକୁ ଆସିଛନ୍ତି। ଯେଉଁଠି ସେ ୨୦୨୧କୁ ଓ୍ବେଲକମ କରିବେ। ଏହି ବର୍ଷ ଅନୀଲ ଅମ୍ବାନୀ ନିଜ ପରିବାର ସହ ଏଠାରେ ଦିଓ୍ବାଲୀ ମନେଇବା ପାଇଁ ପହଁଚି ଥିଲେ।
କୁହାଯାଉଛି କି ସମସ୍ତେ ମୁମ୍ବାଇରୁ ଜୟପୁର ଫ୍ଲାଇଟରେ ପହଁଚିଲେ। ଏହାପରେ ସେ କାରରେ ସଓ୍ବାଈ ମାଧୋପୁର ଯିବା ପାଇଁ ବାହାରିଲେ। ମିଡିଆ ରିର୍ପୋଟ ଅନୁସାରେ ସେମାନେ ପ୍ରଥମେ ନିଜର ପର୍ସନାଲ କାର୍ଯରେ ସାମିଲ ହେବେ। ଏହାପରେ ସେ ନୂଆ ବର୍ଷରେ ସଓ୍ବାଈ ମାଧୋପୁରରେ ରହି ପାରନ୍ତି।
ସବୁଠାରୁ ଖାସ କଥା ଏହାକି ରଣବୀର ଏବଂ ଦୀପିକା ଜୟପୁର ଏୟାରପୋର୍ଟରେ ମ୍ୟାଚିଙ୍ଗ ଡ୍ରେସରେ ଦେଖିବାକୁ ମିଳିଥିଲେ। ଦୁଇ ଜଣ ମ୍ୟାଚିଙ୍ଗ ଚେକ ସ୍ବେଟର ଏବଂ ଅଓ୍ବର କୋଟ ଏବଂ ବ୍ରାଉନ ଟ୍ରାଉଜର ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ଦୀପିକା ସୁଟ ଉପରେ ଲଙ୍ଗ କୋଟ ଏବଂ ଲେଦର ସୁଜ ପିନ୍ଧିଥିଲେ। ସେଇଠି ରଣବୀର ଟୋପି ଲଗାଇଥିଲେ।
ଯେତେବେଳେ ରଣବୀର ଏବଂ ଦୀପିକା ଜୟପୁରର ଏୟାରପୋର୍ଟରେ ପହଁଚି ଥିଲେ ସେତେବେଳେ କିଛି ସାଥି ତାଙ୍କୁ ରିସିଭ କରିବା ପାଇଁ ସେଠାରେ ପହଁଚି ଥିଲେ। ଏହି ସମୟରେ ଯେତେବେଳେ ମିଡିଆ ସେହି କପଲଙ୍କ ସହିତ କଥା ହେବାକୁ ଚାହିଁଲେ ସେତେବେଳେ ସେମାନେ କିଛି କଥା ହୋଇ ନଥିଲେ। ସେ ଏୟାରପୋର୍ଟରୁ ବାହାରି କାରରେ ବସି ସେଠାରୁ ସିଧା ପଳାଇ ଥିଲେ। କୁହାଯାଉଛି କି ଏହାପରେ ସେହି କପଲ ସଓ୍ବାଈ ମାଧୋପୁରର ଏକ ଫାଇଭ ସ୍ଟାର ହୋଟେଲରେ ରହିବେ।
କିଛି ଦିନ ପୂର୍ବେ ଆଲିଆ ଭଟ୍ଟ କାପୁର ପରିବାରଙ୍କ ସହିତ କ୍ରିସମାସ ମନାଇ ଥିଲେ। ଆଲିଆ ଏବେ କାପୁର ପରିବାରଙ୍କ ସହିତ ବେଶି ପାର୍ଟି କରୁଛନ୍ତି।
ଏହି କିଛି ଦିନରେ ଯେତେବେଳେ ମିଡିଆ ରଣବୀରଙ୍କୁ ବିବାହ ବିଷୟରେ ପଚାରି ଥିଲା ସେତେବେଳେ ରଣବୀର କହିଥିଲେ କୋରୋନା ଶେଷ ହେବା ପରେ ସେ ବିବାହ କରି ପାରନ୍ତି।
ପାଖପାଖି ଦୁଇ ମାସ ପୂର୍ବେ ବିଜନେସମ୍ୟାନ ଅନୀଲ ଅମ୍ବାନୀଙ୍କ ସ୍ତ୍ରୀ ଟୀନା ଏବଂ ଦୁଇ ଝିଅ ମଧ୍ୟ ଦିଓ୍ବାଲୀ ମନେଇବା ପାଇଁ ଚାର୍ଟର୍ଡ ପ୍ଲେନରୁ ରଣଥଂଭୌର ପହଁଚି ଥିଲେ। ଯେଉଁଠାରେ ସେମାନେ ୪ ଦିନ ରହିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।